ଛାଞ୍ଚ ଆଲୋଚନା:Lang

Page contents not supported in other languages.
ଉଇକିପିଡ଼ିଆ‌ରୁ

ମୋ ମତରେ Articles containing {{ISO 639 name {{{1|}}}}} language text ପାଇଁ {{ISO 639 name {{{1|}}}}} ଭାଷାରେ ଲେଖାଯାଇଥିବା ପ୍ରସଙ୍ଗ ନଲେଖି ବରଂ {{ISO 639 name {{{1|}}}}} ଭାଷା ବ୍ୟବହାର ହୋଇଥିବା ପ୍ରସଙ୍ଗ କିମ୍ବା {{ISO 639 name {{{1|}}}}} ଭାଷା ଥିବା ପ୍ରସଙ୍ଗ ଇତ୍ୟାଦି ବ୍ୟବହାର କରାଯିବା ଶ୍ରେୟସ୍କର ହେବ ।--ଶିତିକଣ୍ଠ (ଆଲୋଚନା) ୦୧:୪୮, ୧୮ ଫେବୃଆରୀ ୨୦୧୪ (UTC)

ହଁ ଭଲ ହେବ, କେଟା ରଖିବା "ବ୍ୟବହାର ହୋଇଥିବା ନା ଥିବା"? ଆଉ କାହାର କିଛି ମତ ଅଛି? ଧନ୍ୟବାଦ ଶିତିକଣ୍ଠ ଭାଇ :) -- ଅଂଶୁମାନ ତାର ଯୋଡ଼ିବେ? ୦୬:୦୩, ୧୮ ଫେବୃଆରୀ ୨୦୧୪ (UTC)