ଦିଲ୍ଲୀ-ମିରଟ ଏକ୍ସପ୍ରେସୱେ

ଉଇକିପିଡ଼ିଆ‌ରୁ
Delhi–Meerut Expressway
दिल्ली-मेरठ एक्सप्रेस वे
Route information
Length:90 km (୬୦ mi)
Major junctions
From:New Delhi
To:Meerut
Highway system

ଭାରତୀୟ ସଡ଼କ ପରିବହନ

ଜାତୀୟ •  • ରାଜ୍ୟ

ଦିଲ୍ଲୀ-ମିରଟ ଏକ୍ସପ୍ରେସୱେ (ହିନ୍ଦୀ : दिल्ली-मेरठ एक्सप्रेस वे) ଏକ ନିର୍ମାଣାଧୀନ ଏକ୍ସପ୍ରେସବୱେ । ଏହା ଭାରତୀୟ ରାଜଧାନୀ ସହ ମିରଟ ସହରକୁ ଦଶନା ଓ ଗଜିଆବାଦ ଦେଇ ସଂଯୁକ୍ତ କରିବା । ବର୍ତ୍ତମାନ ଥିବା ଜାତୀୟ ରାଜପଥ 24କୁ ବର୍ତ୍ତମାନ ଥିବା 8-ଲେନରୁ 14 ଲେନକୁ ପରିବର୍ତନ କରାଯିବା ସହ ଦ୍ୱିତୀୟ ପର୍ଯ୍ୟାୟରେ ନିୟନ୍ତ୍ରିତ ପ୍ରବେଶ ସହ ଏକ୍ସପ୍ରେସବୱେ ଏହା ସହ ସମାନ୍ତରାଳ ଭାବରେ ନିର୍ମିତ ହେବ । ବର୍ତ୍ତମାନ ଥିବା 6 -ଲେନ ବିଶିଷ୍ଟ ନିଜାମୁଦିନ ସେତୁ-ଦଶନା ରାସ୍ତା ଅତିଶୟ ବ୍ୟସ୍ତ ରାସ୍ତା ହେଇଥିବାରୁ ଏହାର ନିର୍ମାଣ ଅତ୍ୟାବଶ୍ୟକ ହେଇପଡିଛି ।[୧] ଏହି ପ୍ରକଳ୍ପ ପାଇଁ 78 ବିଲିଅନ ଟଙ୍କା ମଞ୍ଜୁରୀ ପ୍ରାପ୍ତ ହେଇଛି   [୨]

ଇତିହାସ [ସମ୍ପାଦନା]

2013 ମସିହାରେ ଏହି ପ୍ରକଳ୍ପ କେନ୍ଦ୍ର ସରକାର ହାତକୁ ନେବା ପାଇଁ ଘୋଷଣା କରିଥିଲେ । ଏହି ରାଜପଥ ସମ୍ପୂର୍ଣ ହେଲେ ଦିଲ୍ଲୀରୁ ଯାତ୍ରୀମାନେ 45ରୁ 60 ମିନିଟ ଭିତରେ ମିରଟରେ ପହଞ୍ଚି ପାରିବେ ଓ ଏହାଦ୍ୱାରା ହରିଦ୍ୱାର ଓ ଦେହେରଦୁନ ଜୀବ ଅସମୟରେ 1 ଘଣ୍ଟା କମିଯିବ ।.[୧]

ଜାତୀୟ ରାଜପଥ 24 ସହ ଜାତୀୟ ରାଜପଥ 235, 58ର ମଧ୍ୟ ଉନ୍ନତିକରଣ  ନିମନ୍ତେ ବଜେଟରେ 7.855.87 କୋଟି ଟଙ୍କାର ବ୍ୟବସ୍ଥା ସହ 3 ବର୍ଷରେ ପ୍ରକଳ୍ପ କାମ ସମାପ୍ତ ହେବାର ଲକ୍ଷ୍ୟ ରକ୍ଷା ଯାଇଛି । [୩]

 ପ୍ରଗତି [ସମ୍ପାଦନା]

ପ୍ରଥମ ସ୍ତର ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ 31 , 2016ରେ ଭିତ୍ତି ପ୍ରସ୍ତର ଦେଇଥିବା ବେଳେ 37 କିଲୋମିଟର ବିଶିଷ୍ଟ ରାସ୍ତାର କାର୍ଯ୍ୟ ଆରମ୍ଭ ହେଇଯାଇଛି । [୪][୫]

ପୁନଶ୍ଚ ଦେଖଣା [ସମ୍ପାଦନା]

  • National Expressway 2, Eastern Peripheral Expressway or KGP (Sonipat(kundli)-Ghaziabad-Palwal) is a proposed road which will bypass Delhi on the eastern side.
  • Western Peripheral Expressway, a complementary and under implementation road bypassing Delhi on the western side, Sonepat-Kundli-Manesar-Palwal (KMP).

ଆଧାର [ସମ୍ପାଦନା]

  1. ୧.୦ ୧.୧ "NH-24 in Delhi to be 14-laned for Meerut Expressway". The Times of India.
  2. Taneja, Mansi (11 September 2014). "NHAI to offer six packages for Eastern Peripheral Expressway". Business Standard.com.
  3. "Narendra Modi government sets three-year deadline for completion of Expressway projects". DNA India.
  4. "Finally, work begins on Delhi-Meerut Expressway". TimesofIndia.
  5. "Delhi-Meerut expressway to boost NCR realty market". Archived from the original on 2016-10-08. Retrieved 2016-12-25.