ଦିଲ୍ଲୀ-ମିରଟ ଏକ୍ସପ୍ରେସୱେ
Delhi–Meerut Expressway | |
---|---|
दिल्ली-मेरठ एक्सप्रेस वे | |
Route information | |
Length: | 90 km (୬୦ mi) |
Major junctions | |
From: | New Delhi |
To: | Meerut |
Highway system | |
ଦିଲ୍ଲୀ-ମିରଟ ଏକ୍ସପ୍ରେସୱେ (ହିନ୍ଦୀ : दिल्ली-मेरठ एक्सप्रेस वे) ଏକ ନିର୍ମାଣାଧୀନ ଏକ୍ସପ୍ରେସବୱେ । ଏହା ଭାରତୀୟ ରାଜଧାନୀ ସହ ମିରଟ ସହରକୁ ଦଶନା ଓ ଗଜିଆବାଦ ଦେଇ ସଂଯୁକ୍ତ କରିବା । ବର୍ତ୍ତମାନ ଥିବା ଜାତୀୟ ରାଜପଥ 24କୁ ବର୍ତ୍ତମାନ ଥିବା 8-ଲେନରୁ 14 ଲେନକୁ ପରିବର୍ତନ କରାଯିବା ସହ ଦ୍ୱିତୀୟ ପର୍ଯ୍ୟାୟରେ ନିୟନ୍ତ୍ରିତ ପ୍ରବେଶ ସହ ଏକ୍ସପ୍ରେସବୱେ ଏହା ସହ ସମାନ୍ତରାଳ ଭାବରେ ନିର୍ମିତ ହେବ । ବର୍ତ୍ତମାନ ଥିବା 6 -ଲେନ ବିଶିଷ୍ଟ ନିଜାମୁଦିନ ସେତୁ-ଦଶନା ରାସ୍ତା ଅତିଶୟ ବ୍ୟସ୍ତ ରାସ୍ତା ହେଇଥିବାରୁ ଏହାର ନିର୍ମାଣ ଅତ୍ୟାବଶ୍ୟକ ହେଇପଡିଛି ।[୧] ଏହି ପ୍ରକଳ୍ପ ପାଇଁ 78 ବିଲିଅନ ଟଙ୍କା ମଞ୍ଜୁରୀ ପ୍ରାପ୍ତ ହେଇଛି [୨]
ଇତିହାସ
[ସମ୍ପାଦନା]2013 ମସିହାରେ ଏହି ପ୍ରକଳ୍ପ କେନ୍ଦ୍ର ସରକାର ହାତକୁ ନେବା ପାଇଁ ଘୋଷଣା କରିଥିଲେ । ଏହି ରାଜପଥ ସମ୍ପୂର୍ଣ ହେଲେ ଦିଲ୍ଲୀରୁ ଯାତ୍ରୀମାନେ 45ରୁ 60 ମିନିଟ ଭିତରେ ମିରଟରେ ପହଞ୍ଚି ପାରିବେ ଓ ଏହାଦ୍ୱାରା ହରିଦ୍ୱାର ଓ ଦେହେରଦୁନ ଜୀବ ଅସମୟରେ 1 ଘଣ୍ଟା କମିଯିବ ।.[୧]
ଜାତୀୟ ରାଜପଥ 24 ସହ ଜାତୀୟ ରାଜପଥ 235, 58ର ମଧ୍ୟ ଉନ୍ନତିକରଣ ନିମନ୍ତେ ବଜେଟରେ 7.855.87 କୋଟି ଟଙ୍କାର ବ୍ୟବସ୍ଥା ସହ 3 ବର୍ଷରେ ପ୍ରକଳ୍ପ କାମ ସମାପ୍ତ ହେବାର ଲକ୍ଷ୍ୟ ରକ୍ଷା ଯାଇଛି । [୩]
ପ୍ରଗତି
[ସମ୍ପାଦନା]ପ୍ରଥମ ସ୍ତର ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ 31 , 2016ରେ ଭିତ୍ତି ପ୍ରସ୍ତର ଦେଇଥିବା ବେଳେ 37 କିଲୋମିଟର ବିଶିଷ୍ଟ ରାସ୍ତାର କାର୍ଯ୍ୟ ଆରମ୍ଭ ହେଇଯାଇଛି । [୪][୫]
ପୁନଶ୍ଚ ଦେଖଣା
[ସମ୍ପାଦନା]- National Expressway 2, Eastern Peripheral Expressway or KGP (Sonipat(kundli)-Ghaziabad-Palwal) is a proposed road which will bypass Delhi on the eastern side.
- Western Peripheral Expressway, a complementary and under implementation road bypassing Delhi on the western side, Sonepat-Kundli-Manesar-Palwal (KMP).
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "NH-24 in Delhi to be 14-laned for Meerut Expressway". The Times of India.
- ↑ Taneja, Mansi (11 September 2014). "NHAI to offer six packages for Eastern Peripheral Expressway". Business Standard.com.
- ↑ "Narendra Modi government sets three-year deadline for completion of Expressway projects". DNA India.
- ↑ "Finally, work begins on Delhi-Meerut Expressway". TimesofIndia.
- ↑ "Delhi-Meerut expressway to boost NCR realty market". Archived from the original on 2016-10-08. Retrieved 2016-12-25.