ରାଜଶେଖର

ଉଇକିପିଡ଼ିଆ‌ରୁ

ରାଜଶେଖର (ସଂସ୍କୃତ: राजशेखर, Rājaśekhara) ଜଣେ ସଂସ୍କୃତ କବି , ନାଟ୍ଯକାର ଓ ସମାଲୋଚକ ଥିଲେ । ସେ ଗୁର୍ଜର ପ୍ରତିହାର ରାଜସଭାରେ ଜଣେ  ମୁଖ୍ୟ ବ୍ୟକ୍ତି ଭାବରେ ରହିଥିଲେ । ସେ 880 ମସିହାରୁ 920 ମସିହା ମଧ୍ୟରେ କାବ୍ୟମୀମାଂଷା ରଚନା କରିଥିଲେ । ଏହି ଲେଖା ପରବର୍ତୀ କାଳର କବିଙ୍କ ପାଇଁ ଦିଗଦର୍ଶନ ହେଇଥିଲା । ଏଥିରେ କବିତା ରଚନାର ସମସ୍ତ ମୂଳ ମନ୍ତ୍ର ବିଷଦ ଭାବରେ ରହିଥିଲା । ..[୧] .ରାଜଶେଖରଙ୍କ କୃତି ତାଙ୍କର କର୍ପୂରମଞ୍ଜରୀ ନାଟକ ଯୋଗୁଁ ପ୍ରସୋଧ୍ହୀ ହାସଲ କରିଥିଲା ।ରାଜଶେଖର ଏହି ନାଟକ ମୂଳତଃ ତାଙ୍କ ପତ୍ନୀଙ୍କୁ ଖୁସି କରିବାକୁ ରଚନା ଅକରିଥିଲେ । ଏଥିରେ କବି ନିଜେ ତାଙ୍କ ପତ୍ନୀଙ୍କ ଉତ୍ତମ ରୁଚିର ବୁୟାଶୀ ପ୍ରଶଂଶା କରିଥିଲେ ଯାହା ସେ କାଳରେ ଏକ ଅଭିନବ କଥା ଥିଲା ।  .[୨]

ଜୀବନୀ [ସମ୍ପାଦନା]

ତାଙ୍କର ରଚନା ବାଲା ରାମାୟଣ ଓ କାବ୍ୟ ମୀମାଂଷାରେ ସେ ନିଜ ନାମ ପିଲା ଦିନର ଜଜାଭେରା ବୋଲି ଲେଖିଥିଲେ ।ସେ ଜଣେଇଥିଲେ ଯେ ତାଙ୍କର ପିତାମହ ଅକାଳଜଳଦା ମହାରାଷ୍ଟ୍ର ରାଜ୍ୟ ବାସିନ୍ଦା ଥିଲେ ।ତାଙ୍କ ପିତା ମହମନ୍ତ୍ରୀ ଥିବା କଥା ଲେଖିଥିଲେ ମଧ୍ୟ ଏହି ବିଷୟରେ ବିଷାଦ ବିବରଣୀ ଦେଇ ନଥିଲେ । ତାଙ୍କ ପତ୍ନୀ ଚୌହାନ  ବଂଶର ଥିବା କଥା ସହ ସେ ନିଜେ ଗୁରଜର ପ୍ରାତିହାର ରାଜା ମହେନ୍ଦ୍ରପାଳଙ୍କ ଶିକ୍ଷୟକ ଥିବା କଥା ଉଲ୍ଲେଖ କରିଥିଲ୍ଲେ । [୩]

କାର୍ଯ୍ୟ ସମୂହ [ସମ୍ପାଦନା]

  • Viddhaśālabhañjikā
  • Bālabhārata[୪]
  • Karpūramañjarī
  • Bālarāmāyaṇa
  • Kavyamimamsa

ପୁନଶ୍ଚ ଦେଖଣା [ସମ୍ପାଦନା]

  • Hoysala literature
  • Kannada literature

ଆଧାର [ସମ୍ପାଦନା]

  1. "Kavyamimamsa of Rajasekhara". Archived from the original on 2007-09-30. Retrieved 2007-01-21.
  2. Sisir Kumar Das, Sahitya Akademi (2006). A history of Indian literature, 500-1399: from courtly to the popular. Sahitya Akademi. p. 60. ISBN 9788126021710.
  3. Warder, A. K. (1988). Indian Kāvya Literature. Vol. Vol. V. Delhi: Motilal Banarsidass. pp. 413-€“4. ISBN 81-208-0450-3. {{cite book}}: |volume= has extra text (help); C1 control character in |pages= at position 5 (help)
  4. Rama Shankar Tripathi (1989). History of Kanauj: To the Moslem Conquest. Motilal Banarsidass Publ. p. 224. ISBN 978-81-208-0404-3. ISBN 812080404X, ISBN 978-81-208-0404-3.