ବୋର୍ରା ଗୁମ୍ଫା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Borra Caves
ବୋରା ଗୁଂଫା
(Borra Guhalu)
CountryIndia
StateAndhra Pradesh
DistrictVisakhapatnam
Area
 • Land୦.୮ sq mi (୨ km2)
Elevation
୨୩୧୩ ft (୭୦୫ m)
Located in Borra village in the Ananthagiri hills of Eastern Ghats

ବୋର୍ରା ଗୁମ୍ଫା (ତେଲୁଗୁ:"ବୋର୍ରା ଗୁହାଲୁ") ଭାରତୀୟ ରାଜ୍ୟ ଆନ୍ଧ୍ର ପ୍ରଦେଶର ଅନନ୍ତଗିରି ଅଞ୍ଚଳରେ ଥିବା ଏକ ଗୁମ୍ଫା । ଆଦିବାସୀ ଓଡ଼ିଆରେ 'ବୋରା' କହିଲେ ଖାଲକୁ ବୁଝାଏ ଯାହା ଗୁମ୍ଫା ବାହାରେ ଥିବା ସରକାରୀ ଫଳକରେ ମଧ୍ୟ ଉଲ୍ଲିଖିତ । ଏହି ଗୁମ୍ଫା ଖୋଦିତ ଓ ଭାରତର ଉଭୟ ବୃହତ୍ତମ ଏବଂ ଗଭୀରତମ ଗୁମ୍ଫା ।[୧][୨] ଏହା ସମୁଦ୍ରପତ୍ତନଠାରୁ ୨,୩୧୩ ଫୁଟ ଉଚ୍ଚରେ ରହିଛି । ଗୁମ୍ଫାଗୁଡ଼ିକ ଏଠାରେ ପ୍ରାୟତଃ ଚୂନପଥରରେ [୩][୪] ଓ ସ୍ଥଳ ବିଶେଷରେ ଏହା ସମୁଦ୍ର ପତ୍ତନଠାରୁ ୨୬୦ ଫୁଟ ତଳେ ରହିଛି ।

ଆବିଷ୍କାର [ସମ୍ପାଦନା]

୧୮୦୭ ମସିହାରେ ବ୍ରିଟିଶ ଭାରତୀୟ ଭୌଗୋଳିକ ସର୍ଭେ ବିଭାଗ ତରଫରୁ ୱିଲିୟମ କିଙ୍ଗ ଏହାକୁ ଆବିଷ୍କାର କରିଥିଲେ ।[୫]

କିମ୍ବଦନ୍ତୀ [ସମ୍ପାଦନା]

ଏହି ଅଞ୍ଚଳରେ ରହୁଥିବା ଜଟାପୁ , ପରଜା , କୋଣ୍ଡାଡୋରା, ନୁକାଡୋରା ବାଲ୍ମୀକି  ଆଦି ଆଦିବାସୀ ସମୁଦାୟରେ ଅନେକ ଲୋକକଥା ପ୍ରଚଳିତ । ଏଥିମଧ୍ୟରୁ ଏକ ଲୋକକଥା ଅନୁସାରେ ଏକ ଗାଈ ଗୁମ୍ଫା ନିକଟରେ ଚରୁ ଥିବା ବେଳେ ୨୦୦ ଫୁଟ ତଳକୁ ପଡ଼ିଗଲା । ଗାଈ ଜଗୁଆଳୀ ପିଲାଟିଏ ଆସି ସେହି ଗାତ ଭିତରକୁ ଶିବ ଲିଙ୍ଗ ଆକାରର ଏକ ପଥର ଶିବଙ୍କୁ ସ୍ମରଣ କରି ଗାଈକୁ ବଞ୍ଚାଇବାକୁ ପକାଇଲା । ଶିବ ସେଠାରେ ପ୍ରକଟ ହୋଇ ଗାଈକୁ ବଞ୍ଚାଇଲେ । ସେହି ଦିନରୁ ଲୋକେ ସେହି ସ୍ଥଳରେ ଏକ ଛୋଟ ଶିବ ମନ୍ଦିର ନିର୍ମାଣ କରିଥିଲେ ଓ ଭକ୍ତମାନେ ଆସି ଉପାସନା କଲେ ।[୫]

ବୋର୍ରା ଗୁମ୍ଫା ଭିତରେ ଥିବା ଶିବ ଲିଙ୍ଗ 
A view of Valley from the Borra caves
A view of Eastern Ghats from Borra Caves railway station
Rock cut inside Borra Caves
Formations of rocks inside Borra Caves
First cavernicolous Habrobathynellid discovered by Shabuddin Shaik from Borra caves, Visakhapatnam, India.
A Macaque in Borra Caves
Official Information Board outside the Borra Caves
Borra Caves (Guhalu) Train statio

ଆଧାର [ସମ୍ପାଦନା]

  1. Engineering and Environmental Impacts of Sinkholes and Karst by Barry F. Beck, Adrianne Hagen, Florida Sinkhole Research, pages 392. Taylor & Francis. 1 January 1989. ISBN 978-90-6191-987-2. Retrieved 14 February 2009.
  2. File:Borra Caves Info board.
  3. {{cite web}}: Empty citation (help)
  4. {{cite web}}: Empty citation (help)
  5. ୫.୦ ୫.୧ {{cite web}}: Empty citation (help)

ରଚନା[ସମ୍ପାଦନା]

  • Ramesh Y (1990). Geomorphic Studies in Upper Gostani River Basin with Special References to Borra (Karst) Caves Visakhapatnam District, A.P., India, India.
  • Le Bas, M.J., Subbarao, K.V. and Walsh, J.W. Metacarbonatite or marble? – the case of the carbonate, pyroxenite, calcite-apatite rock complex at Borra, Eastern Ghats, India, Journal of Asian Earth Sciences, 20, 2002, 127–140.

ବାହାର ଲିଙ୍କ [ସମ୍ପାଦନା]