ମୋପା ବିମାନ ବନ୍ଦର

ଉଇକିପିଡ଼ିଆ‌ରୁ
Mopa Airport
मोपा विमानतळ
Mopā Vimānataḷa
IATA: noneICAO: none
ସାରକଥା
ବିମାନ ବନ୍ଦର ପ୍ରକାର Public
Owner/Operator GMR Goa International Airport Limited
ଅବସ୍ଥାନ Mopa, Goa

ମୋପା ବିମାନ ବନ୍ଦର , ଭାରତୀୟ ରାଜ୍ୟ ଗୋଆରେ ନିର୍ମିତ ହେବାକୁ ଥିବା ଏକ ପ୍ରସ୍ତାବିତ ଅତ୍ୟାଧୁନିକ ବିମାନ ବନ୍ଦର । ଏହା ଉତ୍ତର ଗୋଆ ଜିଲ୍ଲାର ମୋପାଠାରେ GMR ବା ଗୋଆ ଅନ୍ତର୍ଜାତିକ ବିମାନ ବନ୍ଦର ଲିମିଟେଡଦ୍ୱାରା ନିର୍ମିତ ହେବ ।[୧] ଏହା ସମୁଦାଯ 3000 କୋଟି ଟଙ୍କା ବ୍ୟୟରେ build operate transfar ମଡେଲରେ 4ଟି ସ୍ତରରେ ନିର୍ମିତ ହେବ । ଏହା ନିର୍ମିତ ହେଲେ 13.1 ମିଲିୟନ ଯାତ୍ରୀଙ୍କ ଯାତାୟତ ହେଇ ପାରିବ । 

GMR ଏୟାରପୋର୍ଟଦ୍ୱାରା ଏହି ବିମାନ ବନ୍ଦରର ଭିତ୍ତି ପ୍ରସ୍ତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର 13 , 2016ରେ ସ୍ଥାପନ କରିଥିଲେ । [୨]

ପୁନଶ୍ଚ ଦେଖଣା [ସମ୍ପାଦନା]

  • Goa International Airport

ଆଧାର [ସମ୍ପାଦନା]

  1. "GMR forms SPV to raise funds for Mopa airport". The Times of India. 22 October 2016. Retrieved 25 October 2016.
  2. "PM Modi lays foundation stone for Mopa greenfield airport in Goa". The Times of India. 13 November 2016. Retrieved 13 November 2016.