ଭାରତୀୟ ପାର୍ବତ୍ୟ ରାଜ୍ୟ ସମୂହ
Theଭାରତୀୟ ପାର୍ବତ୍ୟ ରାଜ୍ୟ ସମୂହ ବ୍ରିଟିଶ ଶାସନକାଳରେ ରହିଥିବା ଭାରତୀୟ ପାର୍ବତ୍ୟ ଅଞ୍ଚଳରେ ଥିବା ରାଜକୀୟ ରାଜ୍ୟଗୁଡିକ ଥିଲା । ଏହି ରାଜ୍ୟ ସବୁ ଉତ୍ତର ଦିଗରେ ସିମାଞ୍ଚଳରେ ଥିଲା ।
ଇତିହାସ
[ସମ୍ପାଦନା]ରାଜକୀୟ ସମୟରେ ମୋଗଲ ସମ୍ଭ୍ରାଜ୍ୟ ଅଧୀନରେ ଥିବା କେତେକ ରାଜ୍ୟ ଅନେକ ପୂର୍ବରୁ ବ୍ରିଟିଶମାନଙ୍କ ଅଧୀନତା ସ୍ୱୀକାର କରିଥିବା ବେଳେ ଏହି ଅଞ୍ଚଳର ଦୁଇଟି ଦଳର ପାର୍ବତ୍ୟ ଆଞ୍ଚଳ ରାଜ୍ୟ ଖୁବ ପରେ 2ଟି ସମର ଓ ବିଦ୍ରୋହ ପରେ ବ୍ରିଟିଶ ଅଧୀନକୁ ଆସିଥିଲେ । ପରେ ଏହି ରାଜ୍ୟ ସବୁକୁ ସ୍ୱାଧୀନତା ପରେ ପଞ୍ଜାବ , ହରିୟାଣା ଓ ହିମାଚଳ ପ୍ରଦେଶ ଅଞ୍ଚଳ ଭାବରେ ରଖା ଯାଇଗଲା ।
ସିମଳା ପର୍ବତ୍ୟାଞ୍ଚଳ
[ସମ୍ପାଦନା]ଅଧୀନ ରାଜ୍ୟ ଓ ଜାଗିରଦାର ସମେତ 28ଟି ପଶ୍ଚିମ ହିମାଳୟ ରାଜ୍ୟ ସମୂହକୁ ସିମଳା ପାର୍ବତ୍ୟ ରାଜ୍ୟ ସମୂହ[୧] କୁହାଯାଉ ଥିଲା । ଏହି ରାଜ୍ୟଗୁଡ଼ିକ ରାଜପୁତ ହିନ୍ଦୁ ଶାସକ[୨][୩] ମାନଙ୍କଦ୍ୱାରା ଶାସିତ ହଉଥିଲା । ଏହି ରାଜ୍ୟମାନଙ୍କର ଅଧିବାସୀମାନେ ମୁଖ୍ଯତଃ ହିନ୍ଦୁ ଥିଲେ ଓ କିଛି ମାତ୍ରାରେ ବୌଦ୍ଧ ମଧ୍ୟ ରହିଥିଲେ । ସେମାନେ ହିନ୍ଦୀ , ପଞ୍ଜାବୀ , ଉର୍ଦ୍ଦୁ ଓ ପାରସ୍ୟ ଭାଷା ବ୍ୟବହାର୍କାରୁଥିଲେ ।
ସତଲେଜ ନଦୀର ଉଭୟ ପାର୍ଶ୍ୱରେ ଥିବା 4,800 ବର୍ଗ କିଲୋମିଟରର ପ୍ରାୟ ତିନି ଚତୁର୍ଥାଂଶ ଅଞ୍ଚଳ ଏହି ରାଜ୍ୟ ସମୂହର ଅଧିକାରରେ ଥିବା ବେଳେ ସେମାନଙ୍କୁ ରାଜା ବା ରାଣା ବା ବାଶହରମାନେ ଶାସନ କରୁଥିଲେ । ତାହା ମଧ୍ୟରୁ କ୍ଷେନଦୀର ଠାକୁର ଓ ଦେଲାଥର ଠାକୁର ମୁଖ୍ୟ । ଅନ୍ୟଗୁଡ଼ିକ ଖୁବ କ୍ଷୁଦ୍ରକାୟ ରାଜକୀୟ ରାଜ୍ୟ ସତଲେଜ ନଦୀର ଆହୁରି ଦକ୍ଷିଣ ଓ ବାମ ଅଞ୍ଚଳରେ ରହିଥିଲେ ।ସେଗୁଡ଼ିକ ହେଲା ,
- ବଳଶାନର ରାଣା
- ବେଜାର ଠାକୁର
- ଭାଜିର ରାଣା
- ଭଗତର ରାଜକୁମାର
- ବିଳାସପୁରର ରାଜା
- ଡାକୋଟିର ରାଣା
- ଧାମିର ରାଣା
- ଯୁବବଳ ରାଜ୍ୟର ରାଣା
- ଧାଡିର ରାଣା , ଯାହା ଯୁବବଳର ଉପରାଜ୍ୟ ଥିଲା
- କେଔନ୍ଥାଳର ରାଜା
- ଗୁଣ୍ଠର ଜାଗିର୍ଦାର
- କୋଟିର ରାଣା
- ମାଧାନର ରାଣା
- ରାତେଶ ବା କୋଟି ଦୁର୍ଗର ଠାକୁର
- ଥିୟଗର ରାଣା
- କୁନିହାରର ରାଣା
- କୁଠାରର ରାଣା
- ମହଲୋଗର ରାଣା
- ମଙ୍ଗଳର ରାଣା
- ନଲଗଡର ରାଣା
- ସଙ୍ଗରୀର ରାଣା ବା ରାଇ ମିଆଁ
ଥରହୋଚର ରାଣା
ସିମଳା ପାର୍ବତ୍ୟ ରାଜ୍ୟ ସାନୁହ ସ୍ୱାଧୀନତା ପରେ ହିମାଚଳ ପ୍ରଦେଶର ଅଂଶ ହେଇ ରହିଲେ ।
ପଞ୍ଜାବ ପର୍ବାଞ୍ଚଳ ରାଜ୍ୟ ସମୂହ
[ସମ୍ପାଦନା]- ଚାମବା
- ଶିବା Ashok K. Thakur.
- ମାଣ୍ଡୀ
- ସୁକେଟ
- ତେହରି ଗର୍ହବାଳ Uttar Pradesh), entitled to an 11 gun salute
- ଇତ୍ୟାଦି
ଆଧାର ଓ ସ୍ରୋତ
[ସମ୍ପାଦନା]ବାହାର ଲିଙ୍କ ସମୂହ
[ସମ୍ପାଦନା]- Indian Princely States website
- Punjab State Gazetteer [then Punjab was much larger], vol. VIII, Gazetteer of the Simla Hill States 1910
- Himachal Pradesh State's official website and various links therefrom (click on map or names) to official sites of the state's districts