ଅକସା ବେଳାଭୂମି , ମୁମ୍ବାଇ

ଉଇକିପିଡ଼ିଆ‌ରୁ
ଅକସା ବେଳାଭୂମି 
ଅକସା ବେଳାଭୂମିରେ ସୂର୍ଯ୍ୟାସ୍ତ 

ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ମୁମ୍ବାଇ ଠାରେ ଅକସା ବେଳାଭୂମି ଅବସ୍ଥିତ । ଏହା ଏକ ଜନପ୍ରିୟ ବେଳାଭୂମି ହେବା ସହ ଅବଶରବିନୋଦନ ପାଇଁ ଏକ ଉତ୍କୃଷ୍ଟ ସ୍ଥାନ । ଏହା ମୁମ୍ବାଇ ନିକଟସ୍ଥ ମାଲାଡଠାରେ ମାଲଭାନି ନିକଟରେ ରହିଛି ।  [୧][୨]

ଏହା ଏକ ନିରୋଳା ତଥା ଶାନ୍ତା ସ୍ଥାନରେ ରହିଛି । ଏଠାରେ ବହ ସଂଖ୍ୟାରେ କଚ୍ଛପ ଓ ଶାମୁକା ଖୋଳ ଦେଖିବାକୁ ମିଳେ । ଏହା ନିକଟରେ ଅନେକ ହୋଟେଲ ଓ ଅବସର ବିନୋଦନ କେନ୍ଦ୍ର ରହିଛି । ପର୍ଯ୍ୟଟକମାନେ ଏଠାକୁ ଆସି ରହଣି କରିପାରନ୍ତି । [୧]

ଏହି ବେଳାଭୂମିରେ ଭାରତୀୟ ନୌସେନାର କେନ୍ଦ୍ର INS Hamla ରହିଛି । ଏହାର ଏକ ପାଟରେ ଔ ଏକ କ୍ଷୁଦ୍ର ବେଳାଭୂମି " ଦାନା ପାଣି " ନାମରେ ରହିଛି । 

ଯାତାୟତ [ସମ୍ପାଦନା]

ମାଲାଡ ( ପୂର୍ବ) ଷ୍ଟେସନରୁ ବସ ଯୋଗେ ବା ବୋରୀଭିଳି ରେଳ ଷ୍ଟେସନରୁ ଏଠାକୁ ଆସି ହୁଏ । ମାଲଡ ଷ୍ଟ୍ରେସନରୁ ଏହି ବେଳାଭୂମି ପ୍ରାୟ 9 କିଲୋମିଟର ଦୁରବର୍ତୀ  ଓ ବୋରୀଭିଳିଠାରୁ 12 କିଲୋମିଟର ଦୂର । 

ନିରାପତ୍ତା [ସମ୍ପାଦନା]

ସମୁଦ୍ରରେ ଢେଉ ଏଠାରେ ପ୍ରଖର ରହୁଥିବାରୁ ଏହି ବେଳାଭୂମି ସନ୍ତରଣ ପାଇଁ ଅନୁପଯୁକ୍ତ । ସେଥିପାଇଁ ସାବଧାନ ରହିବାକୁ ସୂଚନା ଫଳକ ସବୁ ଲଗାଯିବା ସହ ଲାଇଫ ଗାର୍ଡ ରହିବାର ବ୍ୟବସ୍ଥା କରାଯାଇଛି । [୩][୪][୫][୬]ଏଳାଭୂମି ନିକଟରେ ସମୁଦ୍ରରେ ପଥର ସବୁ ରହିଥାଏ । ବର୍ଷା ଋତୁରେ ଏହି ସ୍ଥାନରେ ସମୁଦ୍ର ଆହୁରି ବେସୀ ଉତ୍ତୋଳିତ ହେଇଥାଏ । ଏଠାକୁ ସପ୍ତାହନ୍ତ ଅବସରରେ 15,000 ଦର୍ଶକ ଆସିଥାନ୍ତି । [୭]

ପୁନଶ୍ଚ ଦେଖଣା [ସମ୍ପାଦନା]

  • Marvé Beach

ଆଧାର [ସମ୍ପାଦନା]

  1. ୧.୦ ୧.୧ {{cite web}}: Empty citation (help)
  2. "World's most 'treacherous' beach claims 3". hindustantimes.com. 6 May 2013. Archived from the original on 28 February 2014. Retrieved 31 March 2016. {{cite news}}: More than one of |accessdate= and |access-date= specified (help) Archived 28 February 2014 at the Wayback Machine.
  3. "Two College Students Drown at Aksa'". DNA India. May 12, 2015. Retrieved May 12, 2015. {{cite news}}: More than one of |accessdate= and |access-date= specified (help)
  4. "Three Malad youths drown off Aksa beach, lifeguard pulls one to safety". The Times of India. May 6, 2013. Retrieved May 6, 2013. {{cite news}}: More than one of |accessdate= and |access-date= specified (help)
  5. "'Visitors don't pay heed to warning signs'". Hindustan Times Mumbai. May 6, 2013. Archived from the original on June 6, 2013. Retrieved May 6, 2013. {{cite news}}: More than one of |accessdate= and |access-date= specified (help)
  6. "Four drown off Aksa beach". DNA. Jun 22, 2008. Retrieved May 6, 2013. {{cite news}}: More than one of |accessdate= and |access-date= specified (help)
  7. "Danger at the beach". DNA. Jun 24, 2008. Retrieved May 6, 2013. {{cite news}}: More than one of |accessdate= and |access-date= specified (help)