କେନ୍ଦ୍ରୀୟ ପାର୍କ , କଲିକତା

ଉଇକିପିଡ଼ିଆ‌ରୁ
Central Park (Kolkata)
Map
TypePublic
Statusopen


କେନ୍ଦ୍ରୀୟ ପାର୍କ, କଲିକତା , ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର କଲିକତାର ବିଧାନ ନଗରଠାରେ ଅବସ୍ଥିତ ଏକ ସର୍ବସାଧାରଣ ପାର୍କ । କଲିକତା ମଇଦାନ ପରେ କଲିକତା ମେଟ୍ରୋ ସହରରେ ଏହା ଦ୍ୱିତୀୟ ବୃହତ୍ତମ ଖୋଲା ଜାଗା । ଏଠାରେ ପ୍ରେମିକ ପ୍ରେମିକାଙ୍କ ଗହଳି [୧] ଦେଖିବାକୁ ମିଳେ । ଏହାର ଚତୁର୍ଦିଗରେ ସରକାରୀ ବାସଭବନ ସବୁ ନିର୍ମିତ ହୋଇଛି । ଏହି ପାର୍କକୁ ସଲ୍ଟ ଲେକ ପକ୍ଷରୁ ଯିବା ପାଇଁ ବସ ସୁବିଧା ରହିଛି ।  

View of the lake side

ହ୍ରଦ[ସମ୍ପାଦନା]

ଏକ ଦ୍ୱିପ ଥିବା ହ୍ରଦର ତଟରେ ଏହି ପାର୍କ ଅବସ୍ଥିତ । ହ୍ରଦକୁ ଯିବାକୁ ଏଠାରୁ ଏକ ସେତୁ ମଧ୍ୟ ରହିଛି । ହ୍ରଦରେ ବୋଟିଙ୍ଗ ସୁବିଧା ମଧ୍ୟ ରହିଛି ।ଏହି ଜଳାଶୟରେ ଅନେକ ପ୍ରଜାତିର ଜଳପକ୍ଷୀ ରହିଥାନ୍ତି । ଶୀତ କାଳରେ ବିଦେଶାଗତ ପକ୍ଷୀ ମଧ୍ୟ ଆସିଥାନ୍ତି ।

ଗୋଲାପ ବଗିଚା ଓ ପ୍ରଜାପତି ପାର୍କ[ସମ୍ପାଦନା]

  ପାର୍କରେ ଏକ ସୁନ୍ଦର ଗୋଲାପ ବଗିଚା ରହିଛି । ଏଠାରେ ଥିବା ପ୍ରଜାପତି ବଗିଚା[୨]ରେ ଅନେକ ପ୍ରଜାତିର ପ୍ରଜାପତି ରହିଛନ୍ତି । ଏହି ପ୍ରକଳ୍ପ ୱେଷ୍ଟ ବେଙ୍ଗଲ ଜଙ୍ଗଲ ବିଭାଗ ସହାୟତାରେ ଚାଲେ । "ନେଚର କ୍ଲବ  "ର ଉତ୍ଶାହୀ ସଭ୍ୟମାନେ ଏହି ବଗିଚାର ଉତ୍ତମ ଦେଖା ରେଖା କରିଥାନ୍ତି । 

ପାର୍କର ଚିତ୍ର ସମୂହ[ସମ୍ପାଦନା]

ଆଧାର [ସମ୍ପାଦନା]

  1. Ghosh, Bishwanath (27 January 2012). "Life in a metro: Where lovers park themselves". The Hindu. Retrieved 26 May 2012.
  2. Lesley D Biswas, (Vol 5 Issue 39, Sep 26 - Oct 2, 2014) "Feel the pulse of the ecosystem from the flutter of butterflies".