ମେଟ୍ରୋପଲିଟାନ ସୌଧ , କଲିକତା
ମେଟ୍ରୋପଲିଟାନ ସୌଧ (মেট্রোপলিটান বিল্ডিং) | |
---|---|
Former names | Whiteway Laidlaw department store |
General information | |
Status | Used as a residential and a commercial building. |
ଠିକଣା | 7, ଜବାହରଲାଲ ନେହେରୁ ରୋଡ |
ସହର | କଲିକତା |
ଦେଶ | ଭାରତ |
Coordinates | 22°33′49″N 88°21′06″E / 22.5637°N 88.3516°E |
Elevation | 9.509 m |
Current tenants | Life Insurance Corporation of India & houses many offices & stores such as Big Bazaar & the Central Cottage Industry Showroom. The upper floors are occupied by innumerable tenants residing in box like quarters. |
Construction started | 1905 |
Design and construction | |
Owner | Government of West Bengal |
Website | |
Website |
ମେଟ୍ରୋପଲିଟାନ ସୌଧ (ବଙ୍ଗଳା: মেট্রোপলিটান বিল্ডিং) କଲିକତାର ଜବାହାରଲ ନେହେରୁ ମାର୍ଗରେ ଥିବା ଏକ ପ୍ରାଚୀନ ଓ ଏଇତିହାସିକ ସୌଧ । ବ୍ରିଟିଶ ଅମଳରେ ଏହା ଏକ ବୃହତ ବିଭାଗୀକୃତ ଭଣ୍ଡାର ( departmental store) ଭାବରେ ବ୍ଯବହ୍ରୁତ ହଉଥିଲା ଓ ଏହାର ନାମ ମଧ୍ୟ ଅଲଗା ଥିଲା ।ଏହି ସୌଧ ନିର୍ମାଣ ସମୟରେ ଏହା ଉପରେ ଅଳଙ୍କାରିକ ସ୍ତୂପ ମାନ ସହ ଘଣ୍ଟାଘର ମଧ୍ୟ ଥିଲା । ( Whiteway Laidlaw department store ) । ଏହି ସୌଧ 1905 ମସିହାରେ ନିର୍ମିତ ହେଇଥିଲା । ସ୍ୱାଧୀନତା ପରେ ମେଟ୍ରୋପଲିଟାନ ଇଂସୁରେନ୍ସ କମ୍ପାନୀର ମାଲିକାନାକୁ ଆସିବା ପରେ ଏହାକୁ ମେଟ୍ରୋପଲିଟାନ ସୌଧ କୁହାଯାଏ । [୧][୨]
ଶହୀଦ ମିନାର ଓ ଗ୍ରାଣ୍ଡ ହୋଟେଲ ଏହା ପାଖରେ ରହିଛି । .
ଧ୍ୱଂଶତା
[ସମ୍ପାଦନା]1991 ମସିହାରେ ଅଗ୍ନିକାଣ୍ଡ ଘଟି ଏହି ସୌଧର ଉପର ମହଲା ଓ ଏଠାରେ ଥିବା ପୃଥିବୀର ସର୍ବପୁରାତନ ଫଟୋ ଷ୍ଟୂଡିଓ କମ୍ପାନୀ ବୌର୍ଣେ ଆଣ୍ଡ ଶେପାର୍ଡର ଦୋକାନ ସମ୍ପୂର୍ଣ ନଷ୍ଟ ହେଇଯାଇଥିଲା ।[୩] ଷ୍ଟୂଡିଓଟି ଏଠାରେ 19 ତମ ଶତାବ୍ଦୀରୁ ଥିଲା । [୪]
ପୁନରୁଦ୍ଧାର
[ସମ୍ପାଦନା]The building was restored by the Life Insurance Corporation of India (LIC). But it still houses a commercial complex.[୫] The building was freshly repainted with white and golden paint and its exterior structure was also renovated while making extensive changes within.
ଗ୍ୟାଲେରି
[ସମ୍ପାଦନା]-
Metropolitan Building in Esplanade, Kolkata after the recent renovation.
-
The building under renovation.
ପୁନଶ୍ଚ ଦେଖଣା
[ସମ୍ପାଦନା]- Esplanade, Kolkata
- Jawaharlal Nehru Road
- Chowringhee
ଆଧାର
[ସମ୍ପାଦନା]- ↑ INTACH (Guide to Kolkata). INTACH. 2009.
- ↑ "Preserving Kolkata's Heritage Buildings". Archived from the original on 1 January 2014. Retrieved 31 December 2013.
- ↑ "Bourne & Shepherd (active 1863-)". National Portrait Gallery. Retrieved 31 December 2013.
- ↑ "1991 fire". Livemint.com. 2011-02-24. Retrieved 2012-03-24.
- ↑ Ray, Saikat (16 September 2012). "History can mean big business too". Times of India (Kolkata). Archived from the original on 2 January 2014. Retrieved 31 December 2013.
{{cite news}}
: More than one of|accessdate=
and|access-date=
specified (help)