ମେଟ୍ରୋପଲିଟାନ ସୌଧ , କଲିକତା

Coordinates: 22°33′49″N 88°21′06″E / 22.5637°N 88.3516°E / 22.5637; 88.3516
ଉଇକିପିଡ଼ିଆ‌ରୁ
ମେଟ୍ରୋପଲିଟାନ ସୌଧ
(মেট্রোপলিটান বিল্ডিং)
ମେଟ୍ରୋପଲିଟାନ ସୌଧ in ଏସପ୍ଲାନେଡ , କଲିକତା ପୁନର୍ବିନ୍ୟାସ ପୂର୍ବରୁ
Former namesWhiteway Laidlaw department store
General information
StatusUsed as a residential and a commercial building.
ଠିକଣା7, ଜବାହରଲାଲ ନେହେରୁ ରୋଡ
ସହରକଲିକତା
ଦେଶଭାରତ
Coordinates22°33′49″N 88°21′06″E / 22.5637°N 88.3516°E / 22.5637; 88.3516
Elevation9.509 m
Current tenantsLife Insurance Corporation of India & houses many offices & stores such as Big Bazaar & the Central Cottage Industry Showroom. The upper floors are occupied by innumerable tenants residing in box like quarters.
Construction started1905
Design and construction
OwnerGovernment of West Bengal
Website
Website

ମେଟ୍ରୋପଲିଟାନ ସୌଧ (ବଙ୍ଗଳା: মেট্রোপলিটান বিল্ডিং)  କଲିକତାର ଜବାହାରଲ ନେହେରୁ ମାର୍ଗରେ ଥିବା ଏକ ପ୍ରାଚୀନ ଓ ଏଇତିହାସିକ ସୌଧ । ବ୍ରିଟିଶ ଅମଳରେ ଏହା ଏକ ବୃହତ ବିଭାଗୀକୃତ ଭଣ୍ଡାର ( departmental store) ଭାବରେ ବ୍ଯବହ୍ରୁତ ହଉଥିଲା ଓ ଏହାର ନାମ ମଧ୍ୟ ଅଲଗା ଥିଲା ।ଏହି ସୌଧ ନିର୍ମାଣ ସମୟରେ ଏହା ଉପରେ ଅଳଙ୍କାରିକ ସ୍ତୂପ ମାନ ସହ ଘଣ୍ଟାଘର ମଧ୍ୟ ଥିଲା । ( Whiteway Laidlaw department store ) । ଏହି ସୌଧ 1905 ମସିହାରେ ନିର୍ମିତ ହେଇଥିଲା  । ସ୍ୱାଧୀନତା ପରେ ମେଟ୍ରୋପଲିଟାନ ଇଂସୁରେନ୍ସ କମ୍ପାନୀର ମାଲିକାନାକୁ ଆସିବା ପରେ ଏହାକୁ ମେଟ୍ରୋପଲିଟାନ ସୌଧ କୁହାଯାଏ । [୧][୨]

ଶହୀଦ ମିନାର ଓ ଗ୍ରାଣ୍ଡ ହୋଟେଲ ଏହା ପାଖରେ ରହିଛି । .

The building's clock tower seen at the end of the photo taken in Esplanade, Calcutta in 1945

ଧ୍ୱଂଶତା[ସମ୍ପାଦନା]

1991 ମସିହାରେ ଅଗ୍ନିକାଣ୍ଡ ଘଟି ଏହି ସୌଧର ଉପର ମହଲା ଓ ଏଠାରେ ଥିବା ପୃଥିବୀର ସର୍ବପୁରାତନ ଫଟୋ ଷ୍ଟୂଡିଓ କମ୍ପାନୀ ବୌର୍ଣେ ଆଣ୍ଡ ଶେପାର୍ଡର  ଦୋକାନ ସମ୍ପୂର୍ଣ ନଷ୍ଟ ହେଇଯାଇଥିଲା ।[୩] ଷ୍ଟୂଡିଓଟି ଏଠାରେ 19 ତମ ଶତାବ୍ଦୀରୁ ଥିଲା । [୪]


ପୁନରୁଦ୍ଧାର[ସମ୍ପାଦନା]

The building was restored by the Life Insurance Corporation of India (LIC). But it still houses a commercial complex.[୫] The building was freshly repainted with white and golden paint and its exterior structure was also renovated while making extensive changes within.

ଗ୍ୟାଲେରି [ସମ୍ପାଦନା]

ପୁନଶ୍ଚ ଦେଖଣା [ସମ୍ପାଦନା]

  • Esplanade, Kolkata
  • Jawaharlal Nehru Road
  • Chowringhee

ଆଧାର [ସମ୍ପାଦନା]

  1. INTACH (Guide to Kolkata). INTACH. 2009.
  2. "Preserving Kolkata's Heritage Buildings". Retrieved 31 December 2013.
  3. "Bourne & Shepherd (active 1863-)". National Portrait Gallery. Retrieved 31 December 2013.
  4. "1991 fire". Livemint.com. 2011-02-24. Retrieved 2012-03-24.
  5. Ray, Saikat (16 September 2012). "History can mean big business too". Times of India (Kolkata). Archived from the original on 2 January 2014. Retrieved 31 December 2013. {{cite news}}: More than one of |accessdate= and |access-date= specified (help)

ବାହାର ଲିଙ୍କ [ସମ୍ପାଦନା]