ଆଲାହାବାଦ ସଂଗ୍ରହାଳୟ

ଉଇକିପିଡ଼ିଆ‌ରୁ
ଆଲାହାବାଦ ସଂଗ୍ରହାଳୟ
ଆଲାହାବାଦ ସଂଗ୍ରହାଳୟ
ସ୍ଥାପିତ1931
ଅବସ୍ଥାନ10 Kasturba Gandhi Marg, Allahabad
ପ୍ରକାରNational Museum
ୱେବସାଇଟtheallahabadmuseum.com

ଆଲାହାବାଦ ସଂଗ୍ରହାଳୟ , ଭାରତୀୟରାଜ୍ୟ ଉତ୍ତର ପ୍ରଦେଶର ଆଲାହାବାଦ[୧][୨]ଠାରେ ଅବସ୍ଥିତ ଏକ ଜାତୀୟ ସ୍ତରର ସଂଗ୍ରହାଳୟ । ଏହା 1931[୩]ରେ ସ୍ଥାପିତ ହେଇଥିଲା । ଏଥିରେ ଅନେକ ପ୍ରାଚୀନ ଓ ଦୁର୍ଲଭା ଏଇତିହାସିକ ବସ୍ତୁ ସମୂହ ଓ କଳା କୃତି  ରକ୍ଷା ଯାଇଛି ।  ଏହା ଭାରତ ସରକାରଙ୍କ ସଂସ୍କୃତି ବିଭାଗଦ୍ୱାରା ଅନୁଦାନ ପ୍ରାପ୍ତ 

ସଂଗ୍ରହ [ସମ୍ପାଦନା]

ଏହି ମୁଜିଅମରେ ମଥୁରା , ଭୂମରା , ଜସମତ ଅଞ୍ଚଳର ସ୍ଥାପତ୍ୟିକ ବସ୍ତୁ , କଉସାମ୍ବିର ଟେରାକୋଟା ଅଙ୍କନ ସବୁ , ନିକୋଲାସ ରୋଏଇଚଙ୍କ ଅଙ୍କିତା ଦୁର୍ଲଭ ଚିତ୍ର ଓ ବେଙ୍ଗଲ ଆର୍ଟ ସ୍କୁଲର ଚିତ୍ରାବଳି ରହିଛି । ପଣ୍ଡିତ ଜବାହରଲାଲ ନେହେରୁଙ୍କ ଆତ୍ମଜୀବନୀର ମୂଳ ପାଣ୍ଡୁଲିପି , ଚନ୍ଦ୍ରଶେଖର ଅଜଡଙ୍କ .32 ପିସ୍ତଲ ଇତ୍ୟାଦି ବହୁମୂଲ୍ୟ ପ୍ରାଚୀନ ବସ୍ତୁ ଏଠାରେ ରହିଛି । 

ଅବସ୍ଥିତି [ସମ୍ପାଦନା]

କମଳା ନେହେରୁ ମାର୍ଗଠାରେ ଅ୍ଯାଲ୍ଫ୍ରେଡ ପାର୍କର ସନ୍ନିକଟରେ ଏହାର ଅବସ୍ଥିତି । ଏଠାରେ ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜଦ ତାଙ୍କ ପ୍ରାଣବଳି ଦେଇଥିଲେ । 

ପୁନଶ୍ଚ ଦେଖଣା [ସମ୍ପାଦନା]

ଆଧାର [ସମ୍ପାଦନା]

  1. http://www.business-standard.com/article/news-ani/museum-reform-ministry-of-culture-starts-14-point-agenda-115122700440_1.html
  2. "Spread awareness on rich cultural heritage: Governor". The Times of India. May 13, 2012. Archived from the original on 2013-07-15. Retrieved 2016-11-13.
  3. "Allahabad Museum to celebrate Foundation Day". The Times of India. Mar 5, 2010. Archived from the original on 2014-01-08. Retrieved 2016-11-13.

ବାହାର ଲିଙ୍କ [ସମ୍ପାଦନା]