ମାଣ୍ଡ ନଦୀ

ଉଇକିପିଡ଼ିଆ‌ରୁ

ମାଣ୍ଡ ନଦୀ ମଧ୍ୟ ପୂର୍ବ ଭାରତର ଏକ ମୁଖ୍ୟ ନଦୀ ମହାନଦୀର ଏକ ଉପନଦୀ ।ଏହି ନଦୀ ଓଡ଼ିଶା ରାଜ୍ୟ ସୀମା ଭିତରକୁ ଆସି ଓଡ଼ିଶା ଭିତରେ ୨୮ କିଲୋମିଟର ପ୍ରବାହିତ ହେଲା ପରେ ମହାନଦୀରେ ନିର୍ମିତ ହେଇଥିବା ହୀରାକୁଦ ଜଳଭଣ୍ଡାରରେ ପତିତ ହୁଏ । ଏହା ଛତିଶଗଦର ସରଗୁଜା ଜିଲ୍ଲାର ପାର୍ବତ୍ୟ ଇଲାକାରୁ ବାହାରି ସେ ହୀରାକୁଦ ନଦୀବନ୍ଧରେ ପହଞ୍ଚିବା ଆଗରୁ ୨୪୧ କିଲୋମିଟର ପଥ ପ୍ରବାହିତ ହେଇଥାଏ ।  ମଣିପାଟ ମାଳ ଅଞ୍ଚଳ[୧] ର ଦକ୍ଷିଣ ଭାଗରୁ ଏହି ନଦୀ ଜଳସଂଗ୍ରହ କରିଥାଏ । ଏହାର ଜଳସଂରହ ଅଞ୍ଚଳର ଆୟତନ ୫୨୦୦ ବର୍ଗ କିଲୋମିଟର[୨]

ଆଧାର [ସମ୍ପାଦନା]