ଅମର ସିଂହ ଚମକିଲା

ଉଇକିପିଡ଼ିଆ‌ରୁ

ଅମର ସିଂହ ଚାମକିଲା
ଜନ୍ମ ସମୟରେ ନାମଧାନୀ ରାମ
Also known asଅମର ସିଂହ ଚାମକିଲା
ଜନ୍ମ(1961-07-21)୨୧ ଜୁଲାଇ ୧୯୬୧
ଡୁଗ୍ରି, ପଞ୍ଜାବ, ଭାରତ
ମୃତ୍ୟୁ୮ ମାର୍ଚ୍ଚ ୧୯୮୮(1988-03-08) (ବୟସ ୨୬)
ମେସମ‌ପୁର, ପଞ୍ଜାବ, ଭାରତ
ଶୈଳୀପଞ୍ଜାବୀ ଦ୍ୱୈତ, ଏକ‌କ, ଲୋକ-ତାଥ, ଲୋକ-କଥା, ଧାର୍ମିକ
ପେଷାଗାୟକ, ସଙ୍ଗୀତ କେଖକ, ସଙ୍ଗୀତଜ୍ଞ, ରଚୟିତା
ବାଦ୍ୟଯନ୍ତ୍ରସ୍ୱର, ତୁମ୍ବି, ହାରମୋନିୟମ, ଢୋଲ
କାର୍ଯ୍ୟକାଳ୧୯୭୯-୧୯୮୮
ଲେବଲHMV
ଅନ୍ୟ ଅଂଶଗ୍ରହଣଚମକିଲା ଏଣ୍ଡ ଅମରଜୋତ୍, ସୁରିନ୍ଦର ସୋନିଆ, ମିସ୍ ଉଷା
ୱେବସାଇଟwww.amarsinghchamkila.com

ଧାନୀ ରାମ (୨୧ ଜୁଲାଇ ୧୯୬୧- ୮ ମାର୍ଚ୍ଚ ୧୯୮୮), ସାଧାରଣତଃ ତାଙ୍କ ମଞ୍ଚ ନାମ ଅମର ସିଂହ ଚମକିଲା ନାମରେ ଜଣାଶୁଣା, ଜଣେ ଲୋକପ୍ରିୟ ପଞ୍ଜାବୀ ଗାୟକ, ସଙ୍ଗୀତ ରଚୟିତା, ସଙ୍ଗୀତଜ୍ଞ ଥିଲେ । ଚମକିଲା ଓ ତାଙ୍କର ପତ୍ନୀ ତ‌ଥା ସଙ୍ଗୀତ ସ‌ହଯୋଗୀ ଅମରଜୋତ, ତାଙ୍କର ଅନ୍ୟ ଦୁଇ ଜଣ ସ‌ହଯୋଗୀଙ୍କ ସ‌ହ ୮ ମାର୍ଚ୍ଚ ୧୯୮୮ରେ ଏକ ଯୁବ ଦଳଦ୍ୱାରା ଅଜଣା କାରଣରୁ ହତ୍ୟାର ଶିକାର ହୋଇଥିଲେ ।

ଚମକିଲା ପଞ୍ଜାବୀ ଭାଷାରେ ଜଣେ ଉତ୍କୃଷ୍ଟ ମଞ୍ଚ ପରିବେଷଙ୍କାରୀ ଭାବେ ପ୍ରଖ୍ୟାତ । ସେ ମୁଖ୍ୟତଃ ବିବାହ ପରବର୍ତ୍ତୀ ପ୍ରେମ, ଆସନ୍ତା ବୟସ, ମଦ ପିଇବା, ଡ୍ରଗ ବ୍ୟବ‌ହାର କରିବା ଓ ପଞ୍ଜାବୀ ପୁରୁଷଙ୍କ ଅତ୍ୟଧିକ ରାଗି ସ୍ୱଭାବକୁ ନେଇ ସଙ୍ଗୀତ ଲେଖୁଥିଲେ । ସେ ଏକ ଜଟିଳ ଖ୍ୟାତି ଲାଭ କରିଥିଲେ । ତାଙ୍କର ସମର୍ଥକମାନେ ପଞ୍ଜାବୀ ସଂସ୍କୃତି ଓ ସମାଜ ଉପରେ ତାଙ୍କର ସତ୍ୟ ପରିବେଷଣକୁ ପସନ୍ଦ କରୁଥିଲେ ।}

ତାଙ୍କର ସଫଳ ଗୀତ ମଧ୍ୟରେ ପେହଲେ ଲାଲକରେ ନାଲ ଓ ଧାର୍ମିକ ଗୀତ ତଲ‌ୱାର ମେ କାଲଗିଧାର ଦି ପ୍ରଭୃତି ଥିଲା । ଯଦିଓ ସେ କେବେ ରେକର୍ଡ କରି ନାହାନ୍ତି, ତେବେ ବ‌ହୁଳ ଲୋକପ୍ରିୟ ଜାଠ ଦି ଦୁସମନିକୁ ଲେଖିଥିଲେ, ଯାହାକୁ ବ‌ହୁ ଗୀତିକାର ଗାଇଥିଲେ ।

ଇଚ୍ଛାପତ୍ର[ସମ୍ପାଦନା]

ପ୍ରଭାବ[ସମ୍ପାଦନା]

ଭାରତୀୟ ଚଳଚ୍ଚିତ୍ର ରଚୟିତା ଅମିତ ତ୍ରିବେଦୀ ଚମକିଲାଙ୍କୁ ଜଣେ କିମ୍ବଦନ୍ତୀ ତ‌ଥା ପଞ୍ଜାବର ଏଲଭିସ ବୋଲି କ‌ହୁଥିଲେ ।[୧]

ବ୍ରିଟିଶ୍ ଭାରତୀୟ ସଙ୍ଗୀତଜ୍ଞ, ପଞ୍ଜାବୀ ଏମ୍ ସି ଚମକିଲାଙ୍କୁ ତାଙ୍କର ଜଣେ ସଙ୍ଗୀତ ପ୍ରଭାବକାରୀ ବୋଲି ବର୍ଣ୍ଣନା କରିଥିଲେ ।[୨] ୨୦୦୮ର ଇଣ୍ଡିଆନ୍ ତିମିଙ୍ଗ ଆଲବମରେ କାଢା ସୂର୍ମା ଗୀତରେ ଚମକିଲାଙ୍କ ସ୍ୱର ଥିଲା ।

ଚଳଚ୍ଚିତ୍ର ଅନୁକୂଳନ[ସମ୍ପାଦନା]

ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଗୁଞ୍ଜିତ ଚୋପ୍ରା ଚମକିଲାଙ୍କ ଆତ୍ମଜୀବନୀ ନିର୍ମାଣ କରିଥିଲେ ।[clarification needed] and is working on a script for a full-length feature film.[୩]

ଡିସ୍କୋଗ୍ରାଫି[ସମ୍ପାଦନା]

ଚମକିଲାଙ୍କ ଷ୍ଟୁଡ଼ିଓ ରେକର୍ଡିଂ ଏହ୍ ଏମ୍ ଭିଦ୍ୱାରା ଏଲ୍ ପି ରେକର୍ଡଇ ପି ରେକର୍ଡ ଭାବେ ହେଉଥିଲା ।ଯଦିଓ କିଛି ଆଲଦମ ତାଙ୍କ ମୃତ୍ୟୁ ପରେ ବାହାରିଛି, ତାଙ୍କର ପ୍ରାୟ ରେକର୍ଡିଂ ସାରେଗାମା'ଦ୍ୱାରା ସଂକଳନ ହୋଇଛି ।

ମୃତ୍ୟୁ ପରବର୍ତ୍ତୀ ଆଲବମ[ସମ୍ପାଦନା]

  • ୨୦୧୪ ଦି ଡାଇମଣ୍ଡ

ଆଧାର[ସମ୍ପାଦନା]

  1. Shah, Shalini. "Composer Amit Trivedi speaks to Shalini Shah on lending his voice to ‘Keh ke lunga’ and being on Season 2 of Coke Studio", The Hindu, 27 June 2012. Retrieved on 30 July 2012.
  2. "Panjabi MC – Bio". Archived from the original on 3 ସେପ୍ଟେମ୍ବର 2012. Retrieved 24 ଅଗଷ୍ଟ 2012.
  3. Dutt, Nirupama. "Telling Untold Tales". The Sunday Tribune. Retrieved 24 ଅଗଷ୍ଟ 2012.