ଉଇକିପିଡ଼ିଆ:ନବକଳେବର ଗଣସମ୍ପାଦନା ୨୦୧୫/ପରିସଂଖ୍ୟାନ

ଉଇକିପିଡ଼ିଆ‌ରୁ

ପୁରସ୍କାର ବିବରଣୀ:

ଅଂଶଗ୍ରହଣକାରୀ ଅଟକଳ ରାଶି

ପ୍ରଥମ ଶ୍ରେଣୀ

  • ହରିହର ପ୍ରସାଦ ଶତପଥୀ
  • ସନ୍ତୋଷ ସାହୁ
  • ନିଷ୍ଠା ରଞ୍ଜନ ଦାଶ
୨୦୦ଟଙ୍କା ଇଣ୍ଟରନେଟ ରିଚାର୍ଜ * ୩ ମାସ ପାଇଁ * ୩ ଜଣ = ୧୮୦୦ ଓ ସାର୍ଟିଫିକେଟ

ଦ୍ବିତୀୟ ଶ୍ରେଣୀ

  • ସଂଗ୍ରାମ କେଶରୀ ସେନାପତି
  • ପ୍ରିତିରଞ୍ଜନ ତ୍ରିପାଠୀ (ପୁରସ୍କାର ନେବାକୁ ଇଛୁକ ନୁହନ୍ତି)
  • ବୁଦ୍ଧଦେବ ସାହୁ
୧୦୦ଟଙ୍କା ଇଣ୍ଟରନେଟ ରିଚାର୍ଜ * ୨ ମାସ ପାଇଁ * ୩ ଜଣ = ୬୦୦ ଓ ସାର୍ଟିଫିକେଟ

ତୃତୀୟ ଶ୍ରେଣୀ

  • ଶୁଭ୍ରଜିତ ଜେନା
  • ସୌମ୍ୟକାନ୍ତ ବଳ
  • ଶିତିକଣ୍ଠ ଦାଶ (ନେଟ ପ୍ୟାକ ଆବଶ୍ୟକ ନୁହେଁ)
କେବଳ ସାର୍ଟିଫିକେଟ
  • ଅନୁରୋଧ କରିଥିବା ୮,୩୦୦ ଟଙ୍କା ଗ୍ରହଣ କରିଥିଲି । ଖର୍ଚ୍ଚ ହୋଇଛି ୨୦୦୦ ଟଙ୍କା । ମୋ ପାଖରେ ବଳକା ୬,୩୦୦ ଟଙ୍କା ଅଛି ।
  • ସମସ୍ତନ୍ତୁ ଇଣ୍ଟରନେଟ ଖର୍ଚ୍ଚ ବ୍ୟାଙ୍କ ଆକାଉଣ୍ଟରେ ଦିଆଯାଇଛି । କେବଳ ବୁଦ୍ଧଦେବଙ୍କୁ ସମ୍ପର୍କ କରାଯାଇ ପାରିନାହିଁ । ପଚାରିଥିଲି କିନ୍ତୁ ତାଙ୍କଠୁ କିଛି ଉତ୍ତର ମିଳିନାହିଁ ।
  • ଉଇକି ୧୪ ଜନ୍ମତିଥି ଅବସରରେ ସାର୍ଟିଫିକେଟ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଥିଲା ।ପ୍ରିଣ୍ଟ ତ୍ରୁଟି ବଶତଃ ସାର୍ଟିଫିକେଟ ପ୍ରଦାନ କରାଯାଇ ନାହିଁ । ଭବିଷ୍ୟତରେ କୌଣସି କାର୍ଯ୍ୟକ୍ରମରେ ପ୍ରଦାନ କରାଯିବ । --ନିଷ୍ଠାରଞ୍ଜନଦାଶtalk ୨୦:୪୨, ୭ ଜୁଲାଇ ୨୦୧୬ (IST)[reply]