Jump to content

"କନକ ବୁଦ୍ଧ (ବିଗ୍ରହ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
କନକ ବୁଦ୍ଧ (ବିଗ୍ରହ) ନୂଆ ବିଷୟ ଲେଖାଗଲା
ଟ୍ୟାଗ: 2017 source edit
 
ଅଧିକ ତଥ୍ୟ ଦିଆଗଲା
ଟ୍ୟାଗ: 2017 source edit
୨୫ କ ଧାଡ଼ି: ୨୫ କ ଧାଡ଼ି:


'''କନକବୁଦ୍ଧ''', ସରକାରୀ ଭାବରେ ନାମ '''ଫ୍ରା ଫୁଥ ମହା ସୁବନ୍ନ ପତିମକୋନ''' ({{lang-th|พระพุทธมหาสุวรรณปฏิมากร}}; {{lang-sa|Buddhamahāsuvarṇapaṭimākara}}), ଥାଇ ନାମ '''ଫ୍ରା ସୁଖୋଥାଇ ଟ୍ରଇମିତ''' ({{lang-th|พระสุโขทัยไตรมิตร}}), [[ଥାଇଲାଣ୍ଡ]]ର ଏକ କନକ ବୁଦ୍ଧ ବିଗ୍ରହ ଯାହାର ଓଜନ ୫.୫ ଟନ ବା ୫,୫୦୦ କେଜି । ଇତିହାସରେ ଏକଦା ଏହାର ମୂଲ୍ୟ ଲୁଚେଇବା ପାଇଁ ଏହା ଉପରେ ସ୍ତୁକକୋ ([[:en:stucco|stucco]]) ପ୍ଲାଷ୍ଟର ଓ ରଙ୍ଗୀନ କାଚ ମଡ଼େଇ ଦିଆଯାଇଥିଲା । [[ଥାଇଲାଣ୍ଡ]]ର [[ବାଙ୍ଗକକ]]ରେ ଥିବା ୱାଟ ଟ୍ରେମିଟର ଏକ ମନ୍ଦିରରେ ଏହା ଥିଲା ଓ ଏହି ରୂପରେ ଏହା ୨୦୦ ବର୍ଷ ଧରି ରହିଥିଲା ଯାହାର ସାମାନ୍ୟ ପାଗୋଡ଼ା ମୂଲ୍ୟ ଥିଲା । ୧୯୫୫ ମସିହାରେ ଏହା ସ୍ଥାନାନ୍ତର କଲାବେଳେ କିଛି ପ୍ଲାଷ୍ଟର ଛାଡ଼ିଗଲାରୁ ଅଭ୍ୟନ୍ତରରେ ଥିବା ସୁନା ଦୃଶ୍ୟ ହୋଇଥିଲା ।
'''କନକବୁଦ୍ଧ''', ସରକାରୀ ଭାବରେ ନାମ '''ଫ୍ରା ଫୁଥ ମହା ସୁବନ୍ନ ପତିମକୋନ''' ({{lang-th|พระพุทธมหาสุวรรณปฏิมากร}}; {{lang-sa|Buddhamahāsuvarṇapaṭimākara}}), ଥାଇ ନାମ '''ଫ୍ରା ସୁଖୋଥାଇ ଟ୍ରଇମିତ''' ({{lang-th|พระสุโขทัยไตรมิตร}}), [[ଥାଇଲାଣ୍ଡ]]ର ଏକ କନକ ବୁଦ୍ଧ ବିଗ୍ରହ ଯାହାର ଓଜନ ୫.୫ ଟନ ବା ୫,୫୦୦ କେଜି । ଇତିହାସରେ ଏକଦା ଏହାର ମୂଲ୍ୟ ଲୁଚେଇବା ପାଇଁ ଏହା ଉପରେ ସ୍ତୁକକୋ ([[:en:stucco|stucco]]) ପ୍ଲାଷ୍ଟର ଓ ରଙ୍ଗୀନ କାଚ ମଡ଼େଇ ଦିଆଯାଇଥିଲା । [[ଥାଇଲାଣ୍ଡ]]ର [[ବାଙ୍ଗକକ]]ରେ ଥିବା ୱାଟ ଟ୍ରେମିଟର ଏକ ମନ୍ଦିରରେ ଏହା ଥିଲା ଓ ଏହି ରୂପରେ ଏହା ୨୦୦ ବର୍ଷ ଧରି ରହିଥିଲା ଯାହାର ସାମାନ୍ୟ ପାଗୋଡ଼ା ମୂଲ୍ୟ ଥିଲା । ୧୯୫୫ ମସିହାରେ ଏହା ସ୍ଥାନାନ୍ତର କଲାବେଳେ କିଛି ପ୍ଲାଷ୍ଟର ଛାଡ଼ିଗଲାରୁ ଅଭ୍ୟନ୍ତରରେ ଥିବା ସୁନା ଦୃଶ୍ୟ ହୋଇଥିଲା ।

==ଇତିହାସ==
ଏହାର ଉତ୍ସ ଅନିଶ୍ଚିତ ଅଟେ । ୧୩ଶ-୧୪ଶ ମସିହାରେ ସୁଖୋଥାଇ ରାଜବଂଶର ଶୈଳୀରେ ତିଆରି ହୋଇଛି । ବିଗ୍ରହର ମୁଣ୍ଡଟି ଅଣ୍ଡାକୃତି ହୋଇଛି ଯାହା ସୁଖୋଥାଇର ହେବା ସୂଚନା ଦେଉଛି । ସୁଖୋଥାଇରେ ଏକ ଭାରତୀୟ ପ୍ରଭାବ ଥାଏ<ref name="blogspot2007">{{cite web |last=McKenzie |first=Peter |url=http://languageinstinct.blogspot.ca/2007/05/golden-budda-and-man-himself.html |title=The Golden Buddha and the Man Himself |publisher=Languageinstinct.blogspot.ca |date=2007-05-07 |access-date=2013-06-23 |archive-url=https://web.archive.org/web/20130621112918/http://languageinstinct.blogspot.ca/2007/05/golden-budda-and-man-himself.html |archive-date=21 June 2013 |url-status=dead }}</ref> ଓ ଅନ୍ୟାନ୍ୟ ଦେଶମାନଙ୍କ ଭଳି ଧାତବ ପଦାର୍ଥ ଭାରତରୁ ଆନୀତ ହୋଇଥାଏ, ବିଶେଷତଃ ପାଲା ରାଜତ୍ଵ ସମୟରେ ।<ref>{{cite web |title=Frontline Magazine (India) |archive-url=https://web.archive.org/web/20111006075040/http://frontline.in/archives.htm |archive-date=6 October 2011 |page=71 |date=May 13–26, 1989|url=http://frontline.in/archives.htm }}</ref>
[[File:Buddah 2IMG 7906.jpg|upright|thumb|ସୁକୋଥାଇ ଅମଳରେ ବିଗ୍ରହର ମୁଣ୍ଡ]]
[[File:Side view of buddha statue.jpg|thumb|ବିଗ୍ରହର ପାର୍ଶ୍ଵ ଦୃଶ୍ୟ]]
କୌଣସି ଏକ ସ୍ଥାନରେ ଏହି ବିଗ୍ରହକୁ ଚୋରୀରୁ ରକ୍ଷା କରିବା ପାଇଁ ତା ଉପରେ ପ୍ଲାଷ୍ଟର ଦିଆଯାଇଥିଲା । ତାହା ଉପରେ ମୋଟା ପ୍ଲାଷ୍ଟର ସ୍ତର ଦେଇ ତା’ ତ ଉପରେ ଛୋଟ ଛୋଟ ରଙ୍ଗୀନ କାଚ ସ୍ତର ଦିଆଯାଇଥିଲା ।<ref name="blogspot2007"/> ୧୭୬୫-୧୭୬୭ ବର୍ମା-ଶ୍ୟାମ ଯୁଦ୍ଧରେ ଆୟୁଥାୟା ଧ୍ଵଂସ ହେବା ପୂର୍ବରୁ ପ୍ଲାଷ୍ଟର ଦିଆ ହୋଇଥିବା ବିଶ୍ଵାସ କରାଯାଏ । ଯୁଦ୍ଧ ପରବର୍ତ୍ତୀ ଧ୍ଵଂସ ସ୍ତୂପ ମଧ୍ୟରୁ ଏହି ବିଗ୍ରହ ଆବିଷ୍କାର କରାଯାଇଥିଲା ।
ଶ୍ୟାମର ରାଜା [[ବୁଦ୍ଧ ଯୋଡଫା ଚୂଳଲୋକେ]] ([[:en:Buddha Yodfa Chulaloke|Buddha Yodfa Chulaloke]]) (ରାମ ୧) ୧୮୦୧ ମସିହାରେ ବାଙ୍ଗକକକୁ ତାଙ୍କ ରାଜ୍ୟର ତାଙ୍କ ରାଜ୍ୟର ରାଜଧାନୀ କରିବାକୁ ସ୍ଥିର କରିଥିଲେ ଓ ପୁରୁଣା ଭଙ୍ଗା ମନ୍ଦିରରୁ ବିଗ୍ରହ ସଂଗ୍ରହ କରି ନୂଆ ମନ୍ଦିର ତିଆରି କରିବାକୁ ଆଦେଶ ଦେଇଥିଲେ ।<ref name="orgfree1"/>
ରାଜା [[ଜେସାଦାବୋଦିନ୍ଦ୍ର]] ([[:en:Jessadabodindra|Rama III|]]) ସମୟରେ ୧୮୨୪-୧୮୫୧ ମସିହା ମଧ୍ୟରେ ସେହି ବିଗ୍ରହକୁ ବାଙ୍ଗକକରେ ୱାଟ ଛୋଟନରମ (ଫ୍ରାୟ କ୍ରାଇ) ମୂଖ୍ୟ ମନ୍ଦିର ଭିତରେ ତଥାପି ପ୍ଲାଷ୍ଟର ଭିତରେ ଥିଲା ।<ref>{{cite web |url=http://johnchocce.weebly.com/phra-sukhothai-trimitr-golden-buddha.html |title=Phra Sukhothai Trimitr (Golden buddha) |publisher=Johnchocce.weebly.com |date=1955-05-25 |access-date=2013-06-20 |archive-url=https://web.archive.org/web/20131016084335/http://johnchocce.weebly.com/phra-sukhothai-trimitr-golden-buddha.html |archive-date=16 October 2013 |url-status=live }}</ref>
ଆଧୁନିକ ଏସିଆଟିକ ଚାଇନାଟାଉନ ପାଖରେ ଥିବା ୱାଟ ଛୋଟନରମ ରକ୍ଷଣାବେକ୍ଷଣ ଅଭାବରୁ ବନ୍ଦ କରି ୧୯୩୫ ମସିହାରେ ସ୍ଥାନାନ୍ତର କରାଗଲା ।<ref name="wordpress1"/> ସେହି ସମୟରେ ଶହ ଶହ ଛୋଟ ପାଗୋଡ଼ା ଭଳି ୱାଟ ଟ୍ରାଇମିଟ ମଧ୍ୟ ଏକ ଛୋଟ ପାଗୋଡ଼ା ମାନ୍ୟତା ପାଇଥିଲା । ଏହି ବିଗ୍ରହ ରଖିବା ନିମନ୍ତେ ବଡ ଘର ନଥିବାରୁ ଗୋଟିଏ ଟିଣ ଛାତ ଥିବା ଘରେ ୨୦ ବର୍ଷ ପର୍ଯ୍ୟନ୍ତ ରଖାଯାଇଥିଲା । ପ୍ରାୟ ୨୦୦ ବର୍ଷ ଧରି ଏହି ବିଗ୍ରହ ଲୋକ ଲୋଚନ ଅନ୍ତରାଳରେ ରହିଥିଲା । <ref>{{cite web|url=http://www.buddhistchannel.tv/index.php?id=18,1271,0,0,1,0 |title=The Golden Buddha at Wat Traimit |access-date=2009-11-08 |last=Miller |first=Jeffrey |date=2005-06-02 |work=The Korea Times |publisher=The Buddhist Channel |archive-url=https://web.archive.org/web/20101110110144/http://buddhistchannel.tv/index.php?id=18,1271,0,0,1,0 |archive-date=2010-11-10 |url-status=dead }}</ref>

୦୭:୪୫, ୨୨ ଅକ୍ଟୋବର ୨୦୨୨ ଅନୁସାରେ କରାଯାଇଥିବା ବଦଳ

କନକ ବୁଦ୍ଧ
Phra Phuttha Maha Suwanna Patimakon (พระพุทธมหาสุวรรณปฏิมากร)
କନକ ବୁଦ୍ଧ
ଅବସ୍ଥିତିWat Traimit, Samphanthawong, Bangkok
ପ୍ରକାରବୁଦ୍ଧ ବିଗ୍ରହ, ମରବିଜୟ ଆକୃତି
ଉପାଦାନସୁନା
ଉଚ୍ଚତା3 metres (9.8 ft)
ଅର୍ପିତବୁଦ୍ଧ

କନକବୁଦ୍ଧ, ସରକାରୀ ଭାବରେ ନାମ ଫ୍ରା ଫୁଥ ମହା ସୁବନ୍ନ ପତିମକୋନ (Thai: พระพุทธมหาสุวรรณปฏิมากร; ସଂସ୍କୃତ: Buddhamahāsuvarṇapaṭimākara), ଥାଇ ନାମ ଫ୍ରା ସୁଖୋଥାଇ ଟ୍ରଇମିତ (Thai: พระสุโขทัยไตรมิตร), ଥାଇଲାଣ୍ଡର ଏକ କନକ ବୁଦ୍ଧ ବିଗ୍ରହ ଯାହାର ଓଜନ ୫.୫ ଟନ ବା ୫,୫୦୦ କେଜି । ଇତିହାସରେ ଏକଦା ଏହାର ମୂଲ୍ୟ ଲୁଚେଇବା ପାଇଁ ଏହା ଉପରେ ସ୍ତୁକକୋ (stucco) ପ୍ଲାଷ୍ଟର ଓ ରଙ୍ଗୀନ କାଚ ମଡ଼େଇ ଦିଆଯାଇଥିଲା । ଥାଇଲାଣ୍ଡର ବାଙ୍ଗକକରେ ଥିବା ୱାଟ ଟ୍ରେମିଟର ଏକ ମନ୍ଦିରରେ ଏହା ଥିଲା ଓ ଏହି ରୂପରେ ଏହା ୨୦୦ ବର୍ଷ ଧରି ରହିଥିଲା ଯାହାର ସାମାନ୍ୟ ପାଗୋଡ଼ା ମୂଲ୍ୟ ଥିଲା । ୧୯୫୫ ମସିହାରେ ଏହା ସ୍ଥାନାନ୍ତର କଲାବେଳେ କିଛି ପ୍ଲାଷ୍ଟର ଛାଡ଼ିଗଲାରୁ ଅଭ୍ୟନ୍ତରରେ ଥିବା ସୁନା ଦୃଶ୍ୟ ହୋଇଥିଲା ।

ଇତିହାସ

ଏହାର ଉତ୍ସ ଅନିଶ୍ଚିତ ଅଟେ । ୧୩ଶ-୧୪ଶ ମସିହାରେ ସୁଖୋଥାଇ ରାଜବଂଶର ଶୈଳୀରେ ତିଆରି ହୋଇଛି । ବିଗ୍ରହର ମୁଣ୍ଡଟି ଅଣ୍ଡାକୃତି ହୋଇଛି ଯାହା ସୁଖୋଥାଇର ହେବା ସୂଚନା ଦେଉଛି । ସୁଖୋଥାଇରେ ଏକ ଭାରତୀୟ ପ୍ରଭାବ ଥାଏ[୧] ଓ ଅନ୍ୟାନ୍ୟ ଦେଶମାନଙ୍କ ଭଳି ଧାତବ ପଦାର୍ଥ ଭାରତରୁ ଆନୀତ ହୋଇଥାଏ, ବିଶେଷତଃ ପାଲା ରାଜତ୍ଵ ସମୟରେ ।[୨]

ସୁକୋଥାଇ ଅମଳରେ ବିଗ୍ରହର ମୁଣ୍ଡ
ବିଗ୍ରହର ପାର୍ଶ୍ଵ ଦୃଶ୍ୟ

କୌଣସି ଏକ ସ୍ଥାନରେ ଏହି ବିଗ୍ରହକୁ ଚୋରୀରୁ ରକ୍ଷା କରିବା ପାଇଁ ତା ଉପରେ ପ୍ଲାଷ୍ଟର ଦିଆଯାଇଥିଲା । ତାହା ଉପରେ ମୋଟା ପ୍ଲାଷ୍ଟର ସ୍ତର ଦେଇ ତା’ ତ ଉପରେ ଛୋଟ ଛୋଟ ରଙ୍ଗୀନ କାଚ ସ୍ତର ଦିଆଯାଇଥିଲା ।[୧] ୧୭୬୫-୧୭୬୭ ବର୍ମା-ଶ୍ୟାମ ଯୁଦ୍ଧରେ ଆୟୁଥାୟା ଧ୍ଵଂସ ହେବା ପୂର୍ବରୁ ପ୍ଲାଷ୍ଟର ଦିଆ ହୋଇଥିବା ବିଶ୍ଵାସ କରାଯାଏ । ଯୁଦ୍ଧ ପରବର୍ତ୍ତୀ ଧ୍ଵଂସ ସ୍ତୂପ ମଧ୍ୟରୁ ଏହି ବିଗ୍ରହ ଆବିଷ୍କାର କରାଯାଇଥିଲା । ଶ୍ୟାମର ରାଜା ବୁଦ୍ଧ ଯୋଡଫା ଚୂଳଲୋକେ (Buddha Yodfa Chulaloke) (ରାମ ୧) ୧୮୦୧ ମସିହାରେ ବାଙ୍ଗକକକୁ ତାଙ୍କ ରାଜ୍ୟର ତାଙ୍କ ରାଜ୍ୟର ରାଜଧାନୀ କରିବାକୁ ସ୍ଥିର କରିଥିଲେ ଓ ପୁରୁଣା ଭଙ୍ଗା ମନ୍ଦିରରୁ ବିଗ୍ରହ ସଂଗ୍ରହ କରି ନୂଆ ମନ୍ଦିର ତିଆରି କରିବାକୁ ଆଦେଶ ଦେଇଥିଲେ ।[୩] ରାଜା ଜେସାଦାବୋଦିନ୍ଦ୍ର (Rama III|) ସମୟରେ ୧୮୨୪-୧୮୫୧ ମସିହା ମଧ୍ୟରେ ସେହି ବିଗ୍ରହକୁ ବାଙ୍ଗକକରେ ୱାଟ ଛୋଟନରମ (ଫ୍ରାୟ କ୍ରାଇ) ମୂଖ୍ୟ ମନ୍ଦିର ଭିତରେ ତଥାପି ପ୍ଲାଷ୍ଟର ଭିତରେ ଥିଲା ।[୪] ଆଧୁନିକ ଏସିଆଟିକ ଚାଇନାଟାଉନ ପାଖରେ ଥିବା ୱାଟ ଛୋଟନରମ ରକ୍ଷଣାବେକ୍ଷଣ ଅଭାବରୁ ବନ୍ଦ କରି ୧୯୩୫ ମସିହାରେ ସ୍ଥାନାନ୍ତର କରାଗଲା ।[୫] ସେହି ସମୟରେ ଶହ ଶହ ଛୋଟ ପାଗୋଡ଼ା ଭଳି ୱାଟ ଟ୍ରାଇମିଟ ମଧ୍ୟ ଏକ ଛୋଟ ପାଗୋଡ଼ା ମାନ୍ୟତା ପାଇଥିଲା । ଏହି ବିଗ୍ରହ ରଖିବା ନିମନ୍ତେ ବଡ ଘର ନଥିବାରୁ ଗୋଟିଏ ଟିଣ ଛାତ ଥିବା ଘରେ ୨୦ ବର୍ଷ ପର୍ଯ୍ୟନ୍ତ ରଖାଯାଇଥିଲା । ପ୍ରାୟ ୨୦୦ ବର୍ଷ ଧରି ଏହି ବିଗ୍ରହ ଲୋକ ଲୋଚନ ଅନ୍ତରାଳରେ ରହିଥିଲା । [୬]

  1. ୧.୦ ୧.୧ McKenzie, Peter (2007-05-07). "The Golden Buddha and the Man Himself". Languageinstinct.blogspot.ca. Archived from the original on 21 June 2013. Retrieved 2013-06-23.
  2. "Frontline Magazine (India)". May 13–26, 1989. p. 71. Archived from the original on 6 October 2011.
  3. ଆଧାର ଭୁଲ: ଅଚଳ <ref> ଚିହ୍ନ; orgfree1 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  4. "Phra Sukhothai Trimitr (Golden buddha)". Johnchocce.weebly.com. 1955-05-25. Archived from the original on 16 October 2013. Retrieved 2013-06-20.
  5. ଆଧାର ଭୁଲ: ଅଚଳ <ref> ଚିହ୍ନ; wordpress1 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  6. Miller, Jeffrey (2005-06-02). "The Golden Buddha at Wat Traimit". The Korea Times. The Buddhist Channel. Archived from the original on 2010-11-10. Retrieved 2009-11-08.