"କପିଳେଶ୍ୱର ମନ୍ଦିର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Appearance
Content deleted Content added
ଟିକେNo edit summary |
No edit summary |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
⚫ | |||
{{ଲିଭାନ୍ତୁ|କମ ଅଧାର ଥିବା ଛୋଟ ଲେଖା}} |
|||
== ସଂକ୍ଷିପ୍ତ ବିବରଣୀ == |
|||
⚫ | |||
ମୁଖ୍ୟ ଶିବମନ୍ଦିର ନିକଟରେ ଦେବୀ ପାର୍ବତୀଙ୍କ ମନ୍ଦିର ଏବଂ ହନୁମାନ ମନ୍ଦିର ରହିଛି । ଶ୍ରାବଣ ମାସରେ କପିଳେଶ୍ୱରଙ୍କ ଜଳାଭିଷେକ ନିମନ୍ତେ ବହୁସଂଖ୍ୟାରେ ଜନସମାଗମ ହୁଏ ।<ref>http://yehaibihar.com/tag/kapileshwar-temple-madhubani/</ref> କପିଳେଶ୍ୱର ମନ୍ଦିର ପ୍ରାଙ୍ଗଣ ବାହାରେ ଏକ ବଡ଼ ପୋଖରୀ ଅଛି, ଯାହାର ଜଳ ଶିବ ଆରାଧନା ପାଇଁ ବ୍ୟବହୃତ ହୁଏ । ବିଶ୍ୱାସ କରାଯାଏ ଯେ ଏହି ପୋଖରୀଟି ବରୁଣଦେବଙ୍କ ଦ୍ୱାରା ନିର୍ମିତ ।<br> |
|||
ମନ୍ଦିର ଗର୍ଭଗୃହରେ ଅବସ୍ଥିତ ଶିବଲିଙ୍ଗ ମହୁରଙ୍ଗ ସଦୃଶ ଇଷତ ହଳଦିଆ-ନାରଙ୍ଗୀ ରଙ୍ଗର । ଶିବଲିଙ୍ଗକୁ ଧାରଣ କରିଥିବା ଯୋନିଟି ଅଷ୍ଟକୋଣୀ । ମନ୍ଦିରଟି ମଧ୍ୟ ପୂର୍ବେ ଅଷ୍ଟକୋଣୀ ଥିଲା, ମାତ୍ର ୧୯୪୩ରେ ହୋଇଥିବା ଭୂମିକମ୍ଫ ହେତୁ ଏହା କ୍ଷତିଗ୍ରସ୍ତ ହୋଇଥିଲା । ପରେ ଦବଙ୍ଗା ଅଞ୍ଚଳର ରାଜା ଏହାକୁ ପୁନର୍ନିର୍ମିତ କରାଇଥିଲେ ।<ref>https://www.gyanipandit.com/kapileshwar-temple-history/</ref> |
|||
== ଆଧାର == |
== ଆଧାର == |
||
୦୩:୧୫, ୨୫ ଜୁଲାଇ ୨୦୧୮ ଅନୁସାରେ କରାଯାଇଥିବା ବଦଳ
କପିଳେଶ୍ଵର ମନ୍ଦିର ଭାରତୀୟ ରାଜ୍ୟ ବିହାରର ମଧୁବାଣୀ ଜିଲ୍ଲାର ରହିକା ଅଞ୍ଚଳରେ ରହିଛି । ଜଣେ କପିଲ ସନ୍ଥ ଏଠାରେ ଶିବ ଲିଙ୍ଗ ସ୍ଥାପନା କରିଥିଲେ । ଏହା ମଧୁବାଣୀ ଜିଲ୍ଲାର ଏକ ପ୍ରସିଦ୍ଧ ଶୈବମନ୍ଦିର। [୧]
ସଂକ୍ଷିପ୍ତ ବିବରଣୀ
ମୁଖ୍ୟ ଶିବମନ୍ଦିର ନିକଟରେ ଦେବୀ ପାର୍ବତୀଙ୍କ ମନ୍ଦିର ଏବଂ ହନୁମାନ ମନ୍ଦିର ରହିଛି । ଶ୍ରାବଣ ମାସରେ କପିଳେଶ୍ୱରଙ୍କ ଜଳାଭିଷେକ ନିମନ୍ତେ ବହୁସଂଖ୍ୟାରେ ଜନସମାଗମ ହୁଏ ।[୨] କପିଳେଶ୍ୱର ମନ୍ଦିର ପ୍ରାଙ୍ଗଣ ବାହାରେ ଏକ ବଡ଼ ପୋଖରୀ ଅଛି, ଯାହାର ଜଳ ଶିବ ଆରାଧନା ପାଇଁ ବ୍ୟବହୃତ ହୁଏ । ବିଶ୍ୱାସ କରାଯାଏ ଯେ ଏହି ପୋଖରୀଟି ବରୁଣଦେବଙ୍କ ଦ୍ୱାରା ନିର୍ମିତ ।
ମନ୍ଦିର ଗର୍ଭଗୃହରେ ଅବସ୍ଥିତ ଶିବଲିଙ୍ଗ ମହୁରଙ୍ଗ ସଦୃଶ ଇଷତ ହଳଦିଆ-ନାରଙ୍ଗୀ ରଙ୍ଗର । ଶିବଲିଙ୍ଗକୁ ଧାରଣ କରିଥିବା ଯୋନିଟି ଅଷ୍ଟକୋଣୀ । ମନ୍ଦିରଟି ମଧ୍ୟ ପୂର୍ବେ ଅଷ୍ଟକୋଣୀ ଥିଲା, ମାତ୍ର ୧୯୪୩ରେ ହୋଇଥିବା ଭୂମିକମ୍ଫ ହେତୁ ଏହା କ୍ଷତିଗ୍ରସ୍ତ ହୋଇଥିଲା । ପରେ ଦବଙ୍ଗା ଅଞ୍ଚଳର ରାଜା ଏହାକୁ ପୁନର୍ନିର୍ମିତ କରାଇଥିଲେ ।[୩]