Jump to content

"ସାଧବ ବୋହୂ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
No edit summary
୧୬ କ ଧାଡ଼ି: ୧୬ କ ଧାଡ଼ି:


== ଶାରୀରିକ ଗଠନ ==
== ଶାରୀରିକ ଗଠନ ==
ଏହି ପୋକର ରଂଗ ଗାଢ ସିଂଦୂର ରଂଗ ହୋଇଥିବାରୁ ଏହା ବୋହୂଟିଏ ନାଲି ପାଟ ପିଂଧି ସିଂଦୂର ଲଗାଇଥିବା ଭଳି ଦିଶେ । ସେଥିପାଇଁ ଓଡିଆରେ ଏହାକୁ ସାଧାବ ବୋହୂ କୁହାଯାଏ<ref>{{cite news|title=ଲାଲ୍‍ ଟୁକୁଟୁକୁ ସାଧବ ବୋହୂ|newspaper=ସମ୍ବାଦ ରବିବାର ପତ୍ରିକା|date=17-06-2018}}</ref> ।
ଏହି ପୋକର ରଂଗ ଗାଢ ସିଂଦୂର ରଂଗ ହୋଇଥିବାରୁ ଏହା ବୋହୂଟିଏ ନାଲି ପାଟ ପିଂଧି ସିଂଦୂର ଲଗାଇଥିବା ଭଳି ଦିଶେ । ସେଥିପାଇଁ ଓଡିଆରେ ଏହାକୁ ସାଧାବ ବୋହୂ କୁହାଯାଏ<ref>{{cite news|title=ଲାଲ୍‍ ଟୁକୁଟୁକୁ ସାଧବ ବୋହୂ|newspaper=ସମ୍ବାଦ ରବିବାର ପତ୍ରିକା|date=17-06-2018}}</ref> । ଏହି ଅମେରୁଦଣ୍ଡୀ<ref>{{cite web|title=What Are Mites? The Red Velvet Mite (Trombidiidae)|url=https://owlcation.com/stem/What-are-mites-The-Red-Velvet-Mite-Trombidiidae|work=Owlcation|accessdate=24 June 2018}}</ref> ସନ୍ଧିପଦ ପ୍ରାଣୀ "ଆରକ୍ନିଡା" ଶ୍ରେଣୀରେ ଆସେ ଯେଉଁଥିରେ କି ବୁଢିଆଣୀ, କଂକଡାବିଚ୍ଛା ତଥା ରାମଲେଖନୀ କଂକଡା ଶ୍ରେଣୀଭୁକ୍ତ ହୋଇଥାଆଂତି । ଏହାର ଆଠଟି ଗୋଡ ଥାଏ । ଏହାର ଶରୀର ଉପର ଭାଗଟି ଭେଲଭେଟ କନା ପରି ଚିକ୍କଣ ହୋଇଥିବାରୁ ଇଂରାଜୀ ଭାଷାରେ ଏହା ରେଡ ଭେଲଭେଟ ମାଇଟ ବୋଲି ନାମିତ ହୋଇଥାଏ ।

ମାଈ ସାଧବ ବୋହୂ ଗୁଡିକ


== ଆଧାର ==
== ଆଧାର ==

୧୫:୧୪, ୨୪ ଜୁନ ୨୦୧୮ ଅନୁସାରେ କରାଯାଇଥିବା ବଦଳ

ସାଧବ ବୋହୂ
ପତ୍ର ଉପରେ ସାଧବ ବୋହୁ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Arthropoda
ଉପସଙ୍ଘ: Chelicerata
ବର୍ଗ: Arachnida
ଉପବର୍ଗ: Acari
ଗଣ: Trombidiformes
ଅଧିକୁଳ: Trombidioidea
କୁଳ: Trombidiidae

ସାଧବ ବୋହୂ ଏକ ନାଲି ରଙ୍ଗର ଛୋଟ ସଂଧିପଦ ପୋକ । ଏହା ଓଡ଼ିଶାର ଗଣ ପର୍ବ ରଜରେ ପୂଜା କରାଯାଇଥାଏ । ସାଧାରଣତଃ ବର୍ଷାଦିନେ ଏଗୁଡିକ ବୁଦାଳିଆ ଅଞ୍ଚଳରେ ଦେଖାଯାଏ । ରଜ ସଙ୍କ୍ରାନ୍ତି ଦିନ କୁଆଁରୀ ଝିଅ ମାନେ ଏମାନଙ୍କୁ ସଂଗ୍ରହ କରିଥାନ୍ତି ଓ ଭଲ ବର୍ଷା ନିମନ୍ତେ ପୂଜା କରିଥାନ୍ତି ।

ଶାରୀରିକ ଗଠନ

ଏହି ପୋକର ରଂଗ ଗାଢ ସିଂଦୂର ରଂଗ ହୋଇଥିବାରୁ ଏହା ବୋହୂଟିଏ ନାଲି ପାଟ ପିଂଧି ସିଂଦୂର ଲଗାଇଥିବା ଭଳି ଦିଶେ । ସେଥିପାଇଁ ଓଡିଆରେ ଏହାକୁ ସାଧାବ ବୋହୂ କୁହାଯାଏ[୧] । ଏହି ଅମେରୁଦଣ୍ଡୀ[୨] ସନ୍ଧିପଦ ପ୍ରାଣୀ "ଆରକ୍ନିଡା" ଶ୍ରେଣୀରେ ଆସେ ଯେଉଁଥିରେ କି ବୁଢିଆଣୀ, କଂକଡାବିଚ୍ଛା ତଥା ରାମଲେଖନୀ କଂକଡା ଶ୍ରେଣୀଭୁକ୍ତ ହୋଇଥାଆଂତି । ଏହାର ଆଠଟି ଗୋଡ ଥାଏ । ଏହାର ଶରୀର ଉପର ଭାଗଟି ଭେଲଭେଟ କନା ପରି ଚିକ୍କଣ ହୋଇଥିବାରୁ ଇଂରାଜୀ ଭାଷାରେ ଏହା ରେଡ ଭେଲଭେଟ ମାଇଟ ବୋଲି ନାମିତ ହୋଇଥାଏ ।

ମାଈ ସାଧବ ବୋହୂ ଗୁଡିକ

ଆଧାର

  1. "ଲାଲ୍‍ ଟୁକୁଟୁକୁ ସାଧବ ବୋହୂ". ସମ୍ବାଦ ରବିବାର ପତ୍ରିକା. 17-06-2018. {{cite news}}: Check date values in: |date= (help)
  2. "What Are Mites? The Red Velvet Mite (Trombidiidae)". Owlcation. Retrieved 24 June 2018.