Jump to content

"ରଶ୍ମି ବଂଶଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
No edit summary
୧୧ କ ଧାଡ଼ି: ୧୧ କ ଧାଡ଼ି:
| children = ନିବେଦିତା ବଂଶଲ
| children = ନିବେଦିତା ବଂଶଲ
}}
}}

'''ରଶ୍ମି ବଂଶଲ''' ଜଣେ ଭାରତୀୟ କାଳ୍ପନିକ ପୁସ୍ତକ ଲେଖିକା, ଉଦ୍ୟୋଗପତି ଏବଂ ଯୁବ ବିଶେଷଜ୍ଞ । ୨୦୧୭ ମସିହା ଭିତରେ ସେ ୮ଟି ପୁସ୍ତକ ରଚନା କରିଥିଲେ । ତାଙ୍କର ପୁସ୍ତକ ରଚନା ମୁଖ୍ୟତଃ ବ୍ୟବସାୟ ଉପରେ ଆଧାରିତ ।<ref>{{cite web|url=http://youthdevelopers.com/author-rashmi-bansal-biography-books-marriage/|title=Author Rashmi Bansal Biography, Books, Blog, Marriage, Husband, Daughter|publisher=Youth Developers|accessdate=5 November 2016 |language=}}</ref><ref name=yo>{{cite web|url=http://www.yosuccess.com/success-stories/rashmi-bansal/|title=Rashmi Bansal: An Author, Speaker and Entrepreneur!|publisher=Yo! Success|date=15 July 2015|accessdate=5 November 2016 |language=}}</ref> ତାଙ୍କର ପ୍ରଥମ ବ‌ହି ଥିଲା ''ଷ୍ଟେ ହଙ୍ଗ୍ରି ଷ୍ଟ ଫୁଲିସ୍'' । ଏହି ବ‌ହିଟି ୨୫ ଜଣ ବ୍ୟବସାୟ ପ୍ରଶାସନ ଉଦ୍ୟୋଗପତିଙ୍କ ଉପରେ ପର୍ଯ୍ୟବେଶିତ ଥିଲା । ଏହି ପୁସ୍ତକଟି ୫ ଲକ୍ଷରୁ ଅଧିକ ବିକ୍ରି ହୋଇଥିଲା, ଯାହାକି ଭାରତୀୟ ପୁସ୍ତକ ଭାବରେ ବ‌ହୁତ ବିକ୍ରି ହୋଇଥିବା ବ‌ହିମାନଙ୍କ ମଧ୍ୟରେ ସ୍ଥାନିତ ହୋଇଥିଲା ।<ref>{{cite web|url=http://satyamsarvaiya.blogspot.in/2017_01_01_archive.html?m=1 |title=ASSIGNMENT COMMUNICATION SKILLS BOOK REVIEW ON: "STAY HUNGRY STAY FOOLISH"|author=Satyam Sarvaiya|publisher=Satyam Sarvaiya|date=9 January 2017|accessdate=17 March 2017|language=}}</ref> ତାଙ୍କର ବ‌ହିଗୁଡ଼ିକ ୱେଷ୍ଟଲାଣ୍ଡ ପ୍ରକାଶନ ସଂସ୍ଥା ଦ୍ୱାରା ହିଁ ପ୍ରକାଶ ପାଉଛି ।

୧୧:୪୪, ୨୧ ମାର୍ଚ୍ଚ ୨୦୧୮ ଅନୁସାରେ କରାଯାଇଥିବା ବଦଳ

ରଶ୍ମି ବଂଶଲ
୨୦୧୧ରେ ରଶ୍ମୀ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନ
  • ଆଇ.ଆଇ.ଏମ୍ ଅହମଦାବାଦ
  • ସୋଫିଆ କଲେଜ୍ ଫର୍ ଓମେନ୍
ବୃତ୍ତିଲେଖିକା
ଉଲ୍ଲେଖନୀୟ କୃତି
  • ଷ୍ଟେ ହଙ୍ଗ୍ରି ଷ୍ଟେ ଫୁଲିସ୍
  • କେନେ‌କ୍ଟ ଦ ଡଟ୍‌ସ୍
  • ଆଇ ହାବ୍ ଏ ଡ୍ରିମ୍
  • ପୋର୍ ଲିଟିଲ୍ ରିଚ୍ ସ୍ଲମ୍
  • ଫଲୋ ଏଭ୍ରି ରେନ‌୍‌ବୋ
  • ଟେକ୍ ମି ହୋମ୍
  • ଆରିସ୍ ଏୱେକ୍
  • ଗଡ୍‌ସ୍ ଓନ୍ କିଚେନ୍
ବୈବାହିକ-ସାଥୀଯତୀନ ବଂଶଲ
ସନ୍ତାନନିବେଦିତା ବଂଶଲ

ରଶ୍ମି ବଂଶଲ ଜଣେ ଭାରତୀୟ କାଳ୍ପନିକ ପୁସ୍ତକ ଲେଖିକା, ଉଦ୍ୟୋଗପତି ଏବଂ ଯୁବ ବିଶେଷଜ୍ଞ । ୨୦୧୭ ମସିହା ଭିତରେ ସେ ୮ଟି ପୁସ୍ତକ ରଚନା କରିଥିଲେ । ତାଙ୍କର ପୁସ୍ତକ ରଚନା ମୁଖ୍ୟତଃ ବ୍ୟବସାୟ ଉପରେ ଆଧାରିତ ।[][] ତାଙ୍କର ପ୍ରଥମ ବ‌ହି ଥିଲା ଷ୍ଟେ ହଙ୍ଗ୍ରି ଷ୍ଟ ଫୁଲିସ୍ । ଏହି ବ‌ହିଟି ୨୫ ଜଣ ବ୍ୟବସାୟ ପ୍ରଶାସନ ଉଦ୍ୟୋଗପତିଙ୍କ ଉପରେ ପର୍ଯ୍ୟବେଶିତ ଥିଲା । ଏହି ପୁସ୍ତକଟି ୫ ଲକ୍ଷରୁ ଅଧିକ ବିକ୍ରି ହୋଇଥିଲା, ଯାହାକି ଭାରତୀୟ ପୁସ୍ତକ ଭାବରେ ବ‌ହୁତ ବିକ୍ରି ହୋଇଥିବା ବ‌ହିମାନଙ୍କ ମଧ୍ୟରେ ସ୍ଥାନିତ ହୋଇଥିଲା ।[] ତାଙ୍କର ବ‌ହିଗୁଡ଼ିକ ୱେଷ୍ଟଲାଣ୍ଡ ପ୍ରକାଶନ ସଂସ୍ଥା ଦ୍ୱାରା ହିଁ ପ୍ରକାଶ ପାଉଛି ।

  1. "Author Rashmi Bansal Biography, Books, Blog, Marriage, Husband, Daughter". Youth Developers. Retrieved 5 November 2016.
  2. "Rashmi Bansal: An Author, Speaker and Entrepreneur!". Yo! Success. 15 July 2015. Retrieved 5 November 2016.
  3. Satyam Sarvaiya (9 January 2017). "ASSIGNMENT COMMUNICATION SKILLS BOOK REVIEW ON: "STAY HUNGRY STAY FOOLISH"". Satyam Sarvaiya. Retrieved 17 March 2017.