Jump to content

"ମିଥୁନ (ରାଶି)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Hpsatapathy ପୃଷ୍ଠାଟିକୁ ବ୍ୟବହାରକାରୀ:Hpsatapathy/sandbox1ରୁ ମିଥୁନ (ରାଶି)କୁ ଘୁଞ୍ଚାଇଲେ: ପୃଷ୍ଠା ତିଆରି
୨ କ ଧାଡ଼ି: ୨ କ ଧାଡ଼ି:


== ଜ୍ୟୋତିଷୀୟ ପୃଷ୍ଠଭୂମି ==
== ଜ୍ୟୋତିଷୀୟ ପୃଷ୍ଠଭୂମି ==
ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ [[ସୂର୍ଯ୍ୟ]] ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ୧୨ ମାସରେ ପୃଥିବୀର ଚାରିଆଡ଼େ ପ୍ରଦକ୍ଷିଣ କରେ ।<ref name=packolkata>{{cite web|title=Indian Clendars|url=http://www.packolkata.gov.in/INDIAN_CALADAR_PAC.pdf|accessdate=24 September 2015}}</ref> ୩୦ ଡିଗ୍ରୀ ପରିମିତ ଏହି ପ୍ରତ୍ୟେକ କାଳ୍ପନିକ ଅଂଶ ଗୋଟିଏ ଗୋଟିଏ ରାଶି ନାମରେ ନାମିତ( ଅର୍ଥାତ୍ [[ମେଷ (ରାଶି)|ମେଷ]], [[ବୃଷ (ରାଶି)|ବୃଷ]], ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା ବିଛା, ଧନୁ, ମକର, କୁମ୍ଭ, ମୀନ) ।
ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ [[ସୂର୍ଯ୍ୟ]] ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ୧୨ ମାସରେ ପୃଥିବୀର ଚାରିଆଡ଼େ ପ୍ରଦକ୍ଷିଣ କରେ ।<ref name=packolkata>{{cite web|title=Indian Clendars|url=http://www.packolkata.gov.in/INDIAN_CALADAR_PAC.pdf|accessdate=24 September 2015}}</ref> ୩୦ ଡିଗ୍ରୀ ପରିମିତ ଏହି ପ୍ରତ୍ୟେକ କାଳ୍ପନିକ ଅଂଶ ଗୋଟିଏ ଗୋଟିଏ ରାଶି ନାମରେ ନାମିତ( ଅର୍ଥାତ୍ [[ମେଷ (ରାଶି)|ମେଷ]], [[ବୃଷ (ରାଶି)|ବୃଷ]], ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା ବିଛା, ଧନୁ, ମକର, କୁମ୍ଭ, ମୀନ) । ପାଶ୍ଚାତ୍ୟ ଜ୍ୟୋତିଷରେ ବ୍ୟକ୍ତିର ଜନ୍ମ ସମୟରେ ରାଶିଚକ୍ରରେ ସୂର୍ଯ୍ୟଙ୍କର ଅବସ୍ଥାନକୁ ନେଇ ଜନ୍ମ ରାଶି ନିର୍ଣ୍ଣୟ ହୁଏ । କିନ୍ତୁ ଭାରତୀୟ ଜ୍ୟୋତିଷ ବା ବୈଦିକ ଜ୍ୟୋତିଷରେ ଚନ୍ଦ୍ରଙ୍କର ଅବସ୍ଥାନକୁ ନେଇ ଜନ୍ମ ରାଶି ନିର୍ଣ୍ଣୟ କରାଯାଏ ।<ref name=Astroved>{{cite web|title=Sun Sign and Moon Sign|url=http://www.astroved.com/articles/sun-sign-and-moon-sign|accessdate=1 October 2015}}</ref>


* ରାଶିଚକ୍ରରେ ମିଥୁନ ରାଶିର ଅବସ୍ଥାନ ୬୧ ଡିଗ୍ରୀରୁ ୯୦ ଡିଗ୍ରୀ ମଧ୍ୟରେ । ହିନ୍ଦୁ ଜ୍ୟୋତିଷ ପ୍ରକାରେ ବୁଧ ଏହାର ଅଧିପତି ଗ୍ରହ ।<ref name=Astrojyoti></ref>
* ରାଶିଚକ୍ରରେ ମିଥୁନ ରାଶିର ଅବସ୍ଥାନ ୬୧ ଡିଗ୍ରୀରୁ ୯୦ ଡିଗ୍ରୀ ମଧ୍ୟରେ । ହିନ୍ଦୁ ଜ୍ୟୋତିଷ ପ୍ରକାରେ ବୁଧ ଏହାର ଅଧିପତି ଗ୍ରହ ।<ref name=Astrojyoti></ref>

୦୬:୩୧, ୧ ଅକ୍ଟୋବର ୨୦୧୫ ଅନୁସାରେ କରାଯାଇଥିବା ବଦଳ

ସୌରଜଗତରେ ଗ୍ରହ ମାନେ ସୂର୍ଯ୍ୟଙ୍କୁ କେନ୍ଦ୍ରକରି ଏକ କାଳ୍ପନିକ ଅଣ୍ଡାକୃତି ପଥରେ ଘୁରିବୁଲୁଥାନ୍ତି । ହିନ୍ଦୁ ଜ୍ୟୋତିଷରେ ଏହି କାଳ୍ପନିକ ପଥ ବା ରାଶିଚକ୍ରକୁ(୩୬୦ ଡିଗ୍ରୀ) ୧୨ ଭାଗ କରାଯାଇ ପ୍ରତ୍ୟେକ ଭାଗକୁ (୩୦ ଡିଗ୍ରୀ) ଗୋଟୀଏ ଗୋଟିଏ ରାଶିର କଳ୍ପନା କରାଯାଇଛି । ମିଥୁନ ହେଉଛି ତନ୍ମଧ୍ୟରୁ ତୃତୀୟ ରାଶି ।[]

ଜ୍ୟୋତିଷୀୟ ପୃଷ୍ଠଭୂମି

ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସୂର୍ଯ୍ୟ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ୧୨ ମାସରେ ପୃଥିବୀର ଚାରିଆଡ଼େ ପ୍ରଦକ୍ଷିଣ କରେ ।[] ୩୦ ଡିଗ୍ରୀ ପରିମିତ ଏହି ପ୍ରତ୍ୟେକ କାଳ୍ପନିକ ଅଂଶ ଗୋଟିଏ ଗୋଟିଏ ରାଶି ନାମରେ ନାମିତ( ଅର୍ଥାତ୍ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା ବିଛା, ଧନୁ, ମକର, କୁମ୍ଭ, ମୀନ) । ପାଶ୍ଚାତ୍ୟ ଜ୍ୟୋତିଷରେ ବ୍ୟକ୍ତିର ଜନ୍ମ ସମୟରେ ରାଶିଚକ୍ରରେ ସୂର୍ଯ୍ୟଙ୍କର ଅବସ୍ଥାନକୁ ନେଇ ଜନ୍ମ ରାଶି ନିର୍ଣ୍ଣୟ ହୁଏ । କିନ୍ତୁ ଭାରତୀୟ ଜ୍ୟୋତିଷ ବା ବୈଦିକ ଜ୍ୟୋତିଷରେ ଚନ୍ଦ୍ରଙ୍କର ଅବସ୍ଥାନକୁ ନେଇ ଜନ୍ମ ରାଶି ନିର୍ଣ୍ଣୟ କରାଯାଏ ।[]

  • ରାଶିଚକ୍ରରେ ମିଥୁନ ରାଶିର ଅବସ୍ଥାନ ୬୧ ଡିଗ୍ରୀରୁ ୯୦ ଡିଗ୍ରୀ ମଧ୍ୟରେ । ହିନ୍ଦୁ ଜ୍ୟୋତିଷ ପ୍ରକାରେ ବୁଧ ଏହାର ଅଧିପତି ଗ୍ରହ ।[]
  • ହିନ୍ଦୁ ଜ୍ୟୋତିଷରେ ବୃଷ ରାଶିର ଆକୃତି/ସଂକେତ ଏକ ପୁରୁଷ ଓ ସ୍ତ୍ରୀ ପରି ।
  • ପ୍ରତ୍ୟେକ ରାଶିରେ ସୂର୍ଯ୍ୟଙ୍କ ଅବସ୍ଥାନକୁ ଭିତ୍ତିକରି ୧୨ଗୋଟି ମାସ ଗଣନା କରାଯାଇଛି । ଏହିପରିଭାବେ ୧୨ ଟି ରାଶି ନାମରେ ନାମିତ ୧୨ଟି ସୌରମାସ ବା ଏକ ସୌର ବର୍ଷର ପରିମାଣ ୩୬୫ ଦିନ ।[]
  • ବୈଦିକ ଜ୍ୟୋତିଷମତେ ମିଥୁନ ରାଶି ରଜଗୁଣୀ, ଦ୍ଵାତ୍ମିକ ରାଶି, ଶୁଦ୍ରଜାତି, ବାୟୁତତ୍ତ୍ଵ ବିଶିଷ୍ଟ ଏକ ବିଷମ ରାଶି ।[]
  • ହିନ୍ଦୁ ଜ୍ୟୋତିଷରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଯେଉଁ ରାଶିରେ ଅବସ୍ଥାନ କରିଥାନ୍ତି, ତାହା ବ୍ୟକ୍ତିର ଜନ୍ମ ରାଶି ହୁଏ । ମିଥୁନ ରାଶିରେ ଜନ୍ମିତ ବ୍ୟକ୍ତି ମିତଭାଷି, ବୁଦ୍ଧିମାନ ଓ କଳ୍ପନାବିଳାସୀ ହୋଇଥାନ୍ତି ।[]

ଅଧିକ ତଥ୍ୟ

ଆଧାର

  1. ୧.୦ ୧.୧ "Zodiac". Retrieved 30 September 2015.
  2. "Indian Clendars" (PDF). Retrieved 24 September 2015.
  3. "Sun Sign and Moon Sign". Retrieved 1 October 2015.
  4. "Months named after rasis". Retrieved 24 September 2015.
  5. Swain, Captain Manasa Ranjan . ବୈଦିକ ଜ୍ୟୋତିଷ, ପୃଷ୍ଠା- ୦୬-୦୭. ପ୍ରକାଶକ-ଜ୍ୟୋତିଷ-ବାସ୍ତୁ ସାଧନା ଆଶ୍ରମ.
  6. "Misha(Aries)". Retrieved 30 September 2015.