Jump to content

"ଲୋକ ଅଦାଲତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
ଆଧାର ଯୋଡିବା
୧ କ ଧାଡ଼ି: ୧ କ ଧାଡ଼ି:
'''ଲୋକ ଅଦାଲତ''' ହେଉଛି ମାମଲାର ତ୍ଵରିତ ସମାଧାନ ପାଇଁ ଭାରତୀୟ ନ୍ୟାୟୀକ ବ୍ୟବସ୍ଥାର ଏକ ବିକଳ୍ପ ପନ୍ଥା । ନ୍ୟାୟୀକ ବ୍ୟବସ୍ଥାରେ ଏହାର ଅବଦାନ ଅତୁଳନୀୟ <ref>[http://www.academia.edu/3296008/Lok_Adalat_System_in_India "Lok Adalat System in India"]academia.edu</ref>। ଭାରତରେ ପ୍ରାଚୀନ କାଳରୁ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ମଧ୍ୟସ୍ଥତା ମାଧ୍ୟମରେ ମାମଲାର ଆଶୁ ସମାଧାନ କରୁଥିବାର ନଜିର୍ ରହିଛି । "ଲୋକ ଅଦାଲତ" ବାସ୍ତବରେ ପୂରାତନ ଗ୍ରାମ ପଞ୍ଚାୟତର ପଞ୍ଚପରମେଶ୍ଵରଙ୍କ ଆଧାରରେ ପର୍ଯ୍ୟବେଶିତ କହିଲେ ଅତ୍ୟୁକ୍ତି ହେବ ନାହିଁ । ଭାରତର ସର୍ବୋଚ୍ଚ ନ୍ୟାୟଳୟର ପୂର୍ବତନ ମୁଖ୍ୟ ବିଚାରପତି ମାନ୍ୟବର ପି.ଏନ୍. ଭଗବତୀ ହେଉଛନ୍ତି "ଲୋକ ଅଦାଲତ" ଚିନ୍ତାଧାରାର ପ୍ରବର୍ତ୍ତକ । ତାଲୁକ ସ୍ତରରେ, ଜିଲ୍ଲା ସ୍ତରରେ, ରାଜ୍ୟ ସ୍ତରରେ ଏବାଂ ସର୍ବୋଚ୍ଚ ନ୍ୟାୟାଳୟରେ ମଧ୍ୟ ଲୋକ ଅଦାଲତ ମାଧ୍ୟମରେ ବିଭିନ୍ନ ମାମଲାର ତ୍ଵରିତ ସମାଧାନ କରାଯାଏ । ଏବେ ପ୍ରତି ମାସରେ ଲୋକ ଅଦାଲତ ଗୁଡିକ ଜରିଆରେ ବହୁ ଦେବାନୀ ତଥା ଫୌଜଦାରୀ ମାମଲାର ସମାଧାନ ଆପୋଷ ବୁଝାମଣା ମାଧ୍ୟମରେ ହୋଇପାରୁଛି । ତେବେ ଦେଶର ପ୍ରଥମ ଲୋକ ଅଦାଲତ ମାର୍ଚ୍ଚ୍ ୧୪, ୧୯୮୨ରେ ଗୁଜ୍‌ରାଟ୍‌ରେ ହୋଇଥିଲା । ତେବେ '''ଆଇନ ସେବା ପ୍ରାଧୀକରଣ ଆଇନ''' (LEGAL SERVICES AUTHORITY ACT, 1987)<ref>[http://nalsa.gov.in "NALSA"]nalsa.gov.in</ref> ମାଧ୍ୟମରେ ଏହି ବ୍ୟବସ୍ଥାକୁ ବିଧି ସମ୍ମତ କରାଯାଇଛି ।
'''ଲୋକ ଅଦାଲତ''' ହେଉଛି ମାମଲାର ତ୍ଵରିତ ସମାଧାନ ପାଇଁ ଭାରତୀୟ ନ୍ୟାୟୀକ ବ୍ୟବସ୍ଥାର ଏକ ବିକଳ୍ପ ପନ୍ଥା । ନ୍ୟାୟୀକ ବ୍ୟବସ୍ଥାରେ ଏହାର ଅବଦାନ ଅତୁଳନୀୟ <ref>[http://www.academia.edu/3296008/Lok_Adalat_System_in_India "Lok Adalat System in India"]academia.edu</ref>। ଭାରତରେ ପ୍ରାଚୀନ କାଳରୁ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ମଧ୍ୟସ୍ଥତା ମାଧ୍ୟମରେ ମାମଲାର ଆଶୁ ସମାଧାନ କରୁଥିବାର ନଜିର୍ ରହିଛି । "ଲୋକ ଅଦାଲତ" ବାସ୍ତବରେ ପୂରାତନ ଗ୍ରାମ ପଞ୍ଚାୟତର ପଞ୍ଚପରମେଶ୍ଵରଙ୍କ ଆଧାରରେ ଥିବା ବ୍ୟବସ୍ଥା ବା '''ଲୋକଙ୍କ ଅଦାଲତ'''ର ଏକ ପରିବର୍ତ୍ତିତ ରୂପ କହିଲେ ଅତ୍ୟୁକ୍ତି ହେବ ନାହିଁ <ref>[http://www.legalserviceindia.com/articles/lok_a.htm "Lok Adalat"]legalserviceindia</ref>। ଭାରତର ସର୍ବୋଚ୍ଚ ନ୍ୟାୟଳୟର ପୂର୍ବତନ ମୁଖ୍ୟ ବିଚାରପତି ମାନ୍ୟବର ପି.ଏନ୍. ଭଗବତୀ ହେଉଛନ୍ତି "ଲୋକ ଅଦାଲତ" ଚିନ୍ତାଧାରାର ପ୍ରବର୍ତ୍ତକ । ତାଲୁକ ସ୍ତରରେ, ଜିଲ୍ଲା ସ୍ତରରେ, ରାଜ୍ୟ ସ୍ତରରେ ଏବାଂ ସର୍ବୋଚ୍ଚ ନ୍ୟାୟାଳୟରେ ମଧ୍ୟ ଲୋକ ଅଦାଲତ ମାଧ୍ୟମରେ ବିଭିନ୍ନ ମାମଲାର ତ୍ଵରିତ ସମାଧାନ କରାଯାଏ । ଏବେ ପ୍ରତି ମାସରେ ଲୋକ ଅଦାଲତ ଗୁଡିକ ଜରିଆରେ ବହୁ ଦେବାନୀ ତଥା ଫୌଜଦାରୀ ମାମଲାର ସମାଧାନ ଆପୋଷ ବୁଝାମଣା ମାଧ୍ୟମରେ ହୋଇପାରୁଛି । ତେବେ ଦେଶର ପ୍ରଥମ ଲୋକ ଅଦାଲତ ମାର୍ଚ୍ଚ୍ ୧୪, ୧୯୮୨ରେ ଗୁଜ୍‌ରାଟ୍‌ରେ ହୋଇଥିଲା । ତେବେ '''ଆଇନ ସେବା ପ୍ରାଧୀକରଣ ଆଇନ''' (LEGAL SERVICES AUTHORITY ACT, 1987)<ref>[http://nalsa.gov.in "NALSA"]nalsa.gov.in</ref> ମାଧ୍ୟମରେ ଏହି ବ୍ୟବସ୍ଥାକୁ ବିଧି ସମ୍ମତ କରାଯାଇଛି ।


==ଲକ୍ଷ୍ୟ==
==ଲକ୍ଷ୍ୟ==

୧୮:୧୫, ୨୫ ମାର୍ଚ୍ଚ ୨୦୧୫ ଅନୁସାରେ କରାଯାଇଥିବା ବଦଳ

ଲୋକ ଅଦାଲତ ହେଉଛି ମାମଲାର ତ୍ଵରିତ ସମାଧାନ ପାଇଁ ଭାରତୀୟ ନ୍ୟାୟୀକ ବ୍ୟବସ୍ଥାର ଏକ ବିକଳ୍ପ ପନ୍ଥା । ନ୍ୟାୟୀକ ବ୍ୟବସ୍ଥାରେ ଏହାର ଅବଦାନ ଅତୁଳନୀୟ [୧]। ଭାରତରେ ପ୍ରାଚୀନ କାଳରୁ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ମଧ୍ୟସ୍ଥତା ମାଧ୍ୟମରେ ମାମଲାର ଆଶୁ ସମାଧାନ କରୁଥିବାର ନଜିର୍ ରହିଛି । "ଲୋକ ଅଦାଲତ" ବାସ୍ତବରେ ପୂରାତନ ଗ୍ରାମ ପଞ୍ଚାୟତର ପଞ୍ଚପରମେଶ୍ଵରଙ୍କ ଆଧାରରେ ଥିବା ବ୍ୟବସ୍ଥା ବା ଲୋକଙ୍କ ଅଦାଲତର ଏକ ପରିବର୍ତ୍ତିତ ରୂପ କହିଲେ ଅତ୍ୟୁକ୍ତି ହେବ ନାହିଁ [୨]। ଭାରତର ସର୍ବୋଚ୍ଚ ନ୍ୟାୟଳୟର ପୂର୍ବତନ ମୁଖ୍ୟ ବିଚାରପତି ମାନ୍ୟବର ପି.ଏନ୍. ଭଗବତୀ ହେଉଛନ୍ତି "ଲୋକ ଅଦାଲତ" ଚିନ୍ତାଧାରାର ପ୍ରବର୍ତ୍ତକ । ତାଲୁକ ସ୍ତରରେ, ଜିଲ୍ଲା ସ୍ତରରେ, ରାଜ୍ୟ ସ୍ତରରେ ଏବାଂ ସର୍ବୋଚ୍ଚ ନ୍ୟାୟାଳୟରେ ମଧ୍ୟ ଲୋକ ଅଦାଲତ ମାଧ୍ୟମରେ ବିଭିନ୍ନ ମାମଲାର ତ୍ଵରିତ ସମାଧାନ କରାଯାଏ । ଏବେ ପ୍ରତି ମାସରେ ଲୋକ ଅଦାଲତ ଗୁଡିକ ଜରିଆରେ ବହୁ ଦେବାନୀ ତଥା ଫୌଜଦାରୀ ମାମଲାର ସମାଧାନ ଆପୋଷ ବୁଝାମଣା ମାଧ୍ୟମରେ ହୋଇପାରୁଛି । ତେବେ ଦେଶର ପ୍ରଥମ ଲୋକ ଅଦାଲତ ମାର୍ଚ୍ଚ୍ ୧୪, ୧୯୮୨ରେ ଗୁଜ୍‌ରାଟ୍‌ରେ ହୋଇଥିଲା । ତେବେ ଆଇନ ସେବା ପ୍ରାଧୀକରଣ ଆଇନ (LEGAL SERVICES AUTHORITY ACT, 1987)[୩] ମାଧ୍ୟମରେ ଏହି ବ୍ୟବସ୍ଥାକୁ ବିଧି ସମ୍ମତ କରାଯାଇଛି ।

ଲକ୍ଷ୍ୟ

ଆପୋଷ ମିଳାମିଶା ମାଧ୍ୟମରେ ମାମଲାର ସମାଧାନ ହେଉଛି ଲୋକ ଅଦାଲତର ମୂଳ ଲକ୍ଷ୍ୟ । ଆପୋଷ ସମାଧାନ ହୋଇ ନ ପାରିଲେ ମାମଲାଟି ପୁଣି ଅଦାଲତକୁ ବିଚାର ନିମନ୍ତେ ଫେରିଯାଏ । ତେବେ ଲୋକ ଅଦାଲତରେ ମାମଲାର ସମାଧାନ ହେଲେ ଦୁଇ ପକ୍ଷ ମଧ୍ୟରେ ସୁସଂପର୍କ ବଜାୟ ରହିବା ସହିତ ଅତି କମ୍ ସମୟ ମଧ୍ୟରେ ଉଭୟ ପକ୍ଷ ନ୍ୟାୟ ଲାଭ କରନ୍ତି । ଏଥିପାଇଁ ଓକିଲ ଆବଶ୍ୟକ ପଡେନି ଏବଂ ପୂର୍ବରୁ ପକ୍ଷ ଯଦି କୋର୍ଟ ଫି ଦାଖଲ କରିଥାନ୍ତି ତେବେ ଲୋକ ଅଦାଲତରେ ମାମଲାର ସମାଧାନ ହେଲେ ପକ୍ଷ ସେହି କୋର୍ଟ ଫି ବାବଦ ଟଙ୍କା ଫେରି ପାଇବାର ବ୍ୟବସ୍ଥା ମଧ୍ୟ ରହିଛି । ଲୋକ ଅଦାଲତରେ ମିଳୁଥିବା ଡିକ୍ରୀ ସାଧାରଣ ଅଦାଲତର ଡିକ୍ରୀଠାରୁ କୌଣସି ଗୁଣରେ କମ୍ ନୁହେଁ ।

ଆଧାର

  1. "Lok Adalat System in India"academia.edu
  2. "Lok Adalat"legalserviceindia
  3. "NALSA"nalsa.gov.in

ଆହୁରି ପଢ଼ନ୍ତୁ