ସେଲେକ୍ସିପାଗ

ଉଇକିପିଡ଼ିଆ‌ରୁ
ସେଲେକ୍ସିପାଗ
Clinical data
Trade namesUptravi
SynonymsACT-293987, NS-304
AHFS/Drugs.commonograph
data
Routes of
administration
By mouth, intravenous
Legal status
Legal status
Identifiers
  • 2-{4-[(5,6-Diphenylpyrazin-2-yl)(propan-2-yl)amino]butoxy}-N-(methanesulfonyl)acetamide
ECHA InfoCard100.237.916 Edit this at Wikidata
Chemical and physical data
FormulaC26H32N4O4S
Molar mass୪୯୬.୬୩ g·mol−1
3D model (JSmol)
  • CC(C)N(CCCCOCC(=O)NS(=O)(=O)C)C1=CN=C(C(=N1)C2=CC=CC=C2)C3=CC=CC=C3
  • InChI=1S/C26H32N4O4S/c1-20(2)30(16-10-11-17-34-19-24(31)29-35(3,32)33)23-18-27-25(21-12-6-4-7-13-21)26(28-23)22-14-8-5-9-15-22/h4-9,12-15,18,20H,10-11,16-17,19H2,1-3H3,(H,29,31)
     checkY
  • Key:QXWZQTURMXZVHJ-UHFFFAOYSA-N
  (verify)

ସେଲେକ୍ସିପାଗ (ଇଂରାଜୀ ଭାଷାରେ Selexipag), ଅପ୍ଟ୍ରାଭି ଏହାର ବେପାର ନାମ, ହେଉଛି ଏକ ଔଷଧ ଯାହା ଫୁସଫୁସ ଧମନୀ ଉଚ୍ଚ ରକ୍ତଚାପ (PAH)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ସାଧାରଣତଃ ଏହା ଲୋକମାନଙ୍କ ପାଇଁ ବ୍ୟବହୃତ ହୁଏ ଯେଉଁମାନଙ୍କ ଏଣ୍ଡୋଥେଲିନ୍ ରିସେପ୍ଟର ଆଣ୍ଟାଗୋନିଷ୍ଟ ଏବଂ ପିଡିଇ୫ (PDE5) ଇନହିବିଟର ଯଥେଷ୍ଟ ନୁହେଁ ।[୨] ଏହା ପାଟିରେ କିମ୍ବା ଇଞ୍ଜେକସନ ଆକାରରେ ଶିରାରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ତରଳ ଝାଡ଼ା, ମାଂସପେଶୀ ଯନ୍ତ୍ରଣା, ଲାଲ ପଡ଼ିଯିବା ଏବଂ ରାସ ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଫୁସଫୁସ ଇଡିମା ହୋଇପାରେ ।[୩] ଗୁରୁତ୍ୱପୂର୍ଣ୍ଣ କରୋନାରୀ ଧମନୀ ରୋଗ କିମ୍ବା କପାଟିକା ହୃଦ୍‌ରୋଗ ଥିଲେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[୪] ଏହା ପ୍ରୋଷ୍ଟାସାଇକ୍ଲିନ୍ ରିସେପ୍ଟରକୁ ସକ୍ରିୟ କରି କାମ କରେ ଯାହା ରକ୍ତ ନଳୀରେ ଥିବା ମାଂସପେଶୀକୁ ଆରାମ ଦେଇଥାଏ ।[୪]

୨୦୧୫ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୬ରେ ୟୁରୋପରେ ଡାକ୍ତରୀ ଚିକିତ୍ସା ପାଇଁ ସେଲେକ୍ସିପାଗ ଅନୁମୋଦିତ ହୋଇଥିଲା ।[୩] [୪] ଯୁକ୍ତରାଷ୍ଟ୍ରରେ ଏହି ଚିକିତ୍ସା ପାଇଁ ୨୦୨୧ ସୁଦ୍ଧା ମାସକୁ ପ୍ରାୟ ୨୦,୧୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୫] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୩୦୦୦ ପାଊଣ୍ଡ । [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Uptravi- selexipag tablet, coated Uptravi Titration Pack- selexipag kit". DailyMed. Archived from the original on 30 July 2021. Retrieved 30 July 2021.
  2. ୨.୦ ୨.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 194. ISBN 978-0-85711-369-6.{{cite book}}: CS1 maint: date format (link)
  3. ୩.୦ ୩.୧ ୩.୨ "Selexipag Monograph for Professionals". Drugs.com (in ଇଂରାଜୀ). Retrieved 11 October 2021.
  4. ୪.୦ ୪.୧ ୪.୨ "Uptravi". Archived from the original on 12 May 2021. Retrieved 11 October 2021.
  5. "Uptravi Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 3 August 2020. Retrieved 11 October 2021.