ଶିବାଜୀ
|
|
ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି । ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |
| ଶିବାଜୀ | |
|---|---|
| Shivaji's portrait (1680-7), housed in the British Museum | |
|
|
|
| Reign | 1674–1680 CE |
| Coronation | 6 June 1674 |
| Successor | Sambhaji |
| Spouse | Saibai (Nimbalkar) Soyarabai (Mohite) Putalabai (Palkar) Laxmibai (Vichare) Kashibai Jadhav[୧] |
| Issue | |
| Sambhaji, son Rajaram, son Sakhubai Nimbalkar, daughter Ranubai Jadhav, daughter Ambikabai Mahadik, daughter Deepabai, daughter Rajkunvarbai Shirke, daughter Kamlabai Palkar, daughter |
|
| Father | ସାଜାହୀ ଭୋଁସଲେ |
| Mother | ଜିଜାବାଈ |
| Born | c. April 1627 / 19 February 1630[୨] Shivneri Fort, near ପୁଣେ, ଭାରତ |
| Died | 3 April 1680 ରାୟଗଡ଼ ଦୁର୍ଗ, ପୁଣେ, ଭାରତ |
| Religion | ହିନ୍ଦୁ |
ଛତ୍ରପତି ଶିବାଜୀ ରାଜ ଭୋଁସଲେ ପଶ୍ଚିମ ଭାରତର ମରାଠାରାଜ୍ୟର ସ୍ଥାପକ ଓ ଶାସାକ ଥିଲେ । ମହାରାଷ୍ଟ୍ରରାଜ୍ୟର ପୁନେଜିଲ୍ଲାର ଶିବନର ଗିରିଦୁର୍ଗରେ ୧୬୨୭ ଖ୍ରୀଷ୍ଟାବ୍ଦରେ (ମତାନ୍ତରେ ୧୬୩୦ରେ) ଶିବାଜୀ ଜନ୍ମଗ୍ରହଣ କରିଥିଲେ । ଶିବାଜୀଙ୍କ ପିତାଙ୍କ ନାମ ସାହାଜୀ ଭୋଁସଲା ଓ ମାତାଙ୍କ ନାମ ଜିଜାବାଈ । [୩]ସାହାଜୀ ପ୍ରଥମେ ଆହମ୍ମଦନଗରର ସୁଲତାନଙ୍କ ପାଖରେ ଚାକିରୀକରି ପୁନା (ପୁଣେ) ଜାୟଗିରି ପାଇଥିଲେ । ଆହମ୍ମଦନଗରର ପତନ ପରେ ସାହାଜୀ ବିଜାପୁର ସୁଲତାନଙ୍କ ପାଖରେ ଚାକିରୀ କଲେ । ସାହାଜୀ ପୁନାରୁ ଦୂରରେ ରହି ଚାକିରୀ କରିବାରୁ ଶିବାଜୀ ପିଲାଦିନରେ ମାତାଙ୍କ ପାଖରେ ରହି ବିଦ୍ୟାଶିକ୍ଷା ଲାଭ କରିଥିଲେ । ନିଜ ଜନ୍ମଭୂମିକୁ ବିଦେଶୀ ମାନଙ୍କ କବଳରୁ ମୁକ୍ତକରିବା ଓ ହିନ୍ଦୁ ଜାତି ଓ ହିନ୍ଦୁ ଧର୍ମକୁ ରକ୍ଷା କରିବା ପାଇଁ ସେ ସଂକଳ୍ପ କରିଥିଲେ । [୪]
ବିଷୟସୂଚୀ |
ପ୍ରାଥମିକ ଜୀବନ [ସମ୍ପାଦନା]
ଶିବାଜୀ ତାଙ୍କ ଗୃହ ଶିକ୍ଷକ ଦାଦାଜୀ କୋଣ୍ଡଦେବଙ୍କଠାରୁ ଅଶ୍ଵାରୋହଣ ଓ ଯୁଦ୍ଧବିଦ୍ୟା ଶିକ୍ଷାଲାଭ କରିଥିଲେ । ସେ ମାଭାଲି ନାମକ ଏକ ପାହାଡିଆ ଜାତିର କୃଷକମାନଙ୍କୁ ଅସ୍ତ୍ରଶସ୍ତ୍ର ଚାଳନା ଶିକ୍ଷାଦେଇ ଗୋଟିଏ ସୈନ୍ୟଦଳ ଗଠନ କରିଥିଲେ । ସେମାନଙ୍କ ସାହାର୍ଯ୍ୟରେ ସେ ସେ ବିଜାପୁରର ତୋର୍ଣ୍ଣା ଦୁର୍ଗ ଦଖଲ କଲେ । ଏହା ପରେ ସେ ରାୟଗଡ଼ ଦୁର୍ଗ ନିର୍ମାଣ କଲେ ।
ଶାସନ ପ୍ରଣାଳୀ [ସମ୍ପାଦନା]
ରାଜସ୍ଵ ବ୍ୟବସ୍ଥା [ସମ୍ପାଦନା]
ଆଧାର [ସମ୍ପାଦନା]
- ↑ Raṇajita Desāī; V. D. Katamble (2003). Shivaji the Great. Balwant Printers Pvt. Ltd.. ପୃଷ୍ଠା. 193. ISBN 81-902000-0-3. http://books.google.com/?id=N5mIVt_Zd-0C.
- ↑ Indu Ramchandani, ed (2000). Student’s Britannica: India (Set of 7 Vols.) 39. Popular Prakashan. ପୃଷ୍ଠା. 8. ISBN 978-0-85229-760-5. http://books.google.com/books?id=DPP7O3nb3g0C&pg=PA8. Retrieved 2 January 2013.
- ↑ http://www.culturalindia.net/indian-history/shivaji.html
- ↑ http://www.preservearticles.com/2011082111080/biography-of-shivaji-a-great-maratha-leader.html
ବାହାର ତଥ୍ୟ [ସମ୍ପାଦନା]
| ଉଇକିପିଡ଼ିଆ କମନସରେ: ଶିବାଜୀ ଉପରେ ମାଧ୍ୟମ ରହିଅଛି |
- ଓପନ ଡାଇରେକ୍ଟୋରି ପ୍ରୋଜେକ୍ଟରେ ଥିବା Shivaji