ଶିବାଜୀ

ଉଇକିପିଡ଼ିଆ‌ରୁ
ଶିବାଜୀ
Shivaji's portrait (1680-7), housed in the British Museum
1st Chhatrapati of the Maratha Empire
ଶାସନକାଳ ୧୬୭୪-୧୬୮୦ CE
ରାଜ୍ୟାଭିଷେକ ୬ ଜୁନ ୧୬୭୪
ଉତ୍ତରାଧିକାରୀ ସମ୍ଭାଜୀ
ସ୍ୱାମୀ/ସ୍ତ୍ରୀ ସାଇବାଈ (ନିମବାଲକର)
ସୋୟାରବାଈ (ମୋହିତେ)
ପୁଟଲାବାଈ (ପାଲକର)
ଲକ୍ଷ୍ମୀ ବାଈ (ବିଚାରେ)
କାଶୀବାଈ ଯାଦବ[୧]
ସନ୍ତାନସନ୍ତତିଗଣ
ସାମ୍ଭାଜୀ, son
ରାଜାରାମ, son
ସକୁବାଇ ନିମ୍ବଲକର, ଝିଅ
ରାନୁବାଇ ଯାଦବ , ଝିଅ
ଆମ୍ବିକାବାଇ ମାଧିକ,ଝିଅ
ଦୀପାବାଇ, ଝିଅ
ରାଜକୁଂବର୍ବାଇ ଶିରକେ , ଝିଅ
କମଳାବାଇ ପଲକର, ଝିଅ
ବାପା ସାଜାହୀ ଭୋଁସଲେ
ମାଆ ଜିଜାବାଈ
ଜନ୍ମ c. ଅପ୍ରେଲ ୧୬୨୭/ ୧୯ ଫ୍ରେବୃୟାରୀ ୧୬୩୦[୨]
Shivneri Fort, near ପୁଣେ, ଭାରତ
ମୃତ୍ୟ ୩ ଅପ୍ରେଲ ୧୬୮୦
ରାୟଗଡ଼ ଦୁର୍ଗ, ପୁଣେ, ଭାରତ
ଧର୍ମ ହିନ୍ଦୁ

ଛତ୍ରପତି ଶିବାଜୀ ରାଜ ଭୋଁସଲେ ପଶ୍ଚିମ ଭାରତର ମରାଠା ରାଜ୍ୟର ସ୍ଥାପକ ଓ ଶାସକ ଥିଲେ । ମହାରାଷ୍ଟ୍ରରାଜ୍ୟର ପୁନେ ଜିଲ୍ଲାର ଶିବନର ଗିରିଦୁର୍ଗରେ ୧୬୨୭ ଖ୍ରୀଷ୍ଟାବ୍ଦରେ (ମତାନ୍ତରେ ୧୬୩୦ରେ) ଶିବାଜୀ ଜନ୍ମଗ୍ରହଣ କରିଥିଲେ । ଶିବାଜୀଙ୍କ ପିତାଙ୍କ ନାମ ସାହାଜୀ ଭୋଁସଲା ଓ ମାତାଙ୍କ ନାମ ଜିଜାବାଈ । [୩] ସାହାଜୀ ପ୍ରଥମେ ଆହମ୍ମଦନଗରର ସୁଲତାନଙ୍କ ପାଖରେ ଚାକିରୀ କରି ପୁନା (ପୁଣେ) ଜାୟଗିରି ପାଇଥିଲେ । ଆହମ୍ମଦନଗରର ପତନ ପରେ ସାହାଜୀ ବିଜାପୁର ସୁଲତାନଙ୍କ ପାଖରେ ଚାକିରୀ କଲେ । ସାହାଜୀ ପୁନାରୁ ଦୂରରେ ରହି ଚାକିରୀ କରିବାରୁ ଶିବାଜୀ ପିଲାଦିନରେ ମାତାଙ୍କ ପାଖରେ ରହି ବିଦ୍ୟାଶିକ୍ଷା ଲାଭ କରିଥିଲେ । ନିଜ ଜନ୍ମଭୂମିକୁ ବିଦେଶୀମାନଙ୍କ କବଳରୁ ମୁକ୍ତକରିବା ଓ ହିନ୍ଦୁ ଜାତି ଓ ହିନ୍ଦୁ ଧର୍ମକୁ ରକ୍ଷା କରିବା ପାଇଁ ସେ ସଂକଳ୍ପ କରିଥିଲେ । [୪]

ପ୍ରାଥମିକ ଜୀବନ[ସମ୍ପାଦନା]

ଶିବାଜୀଙ୍କ ଜନ୍ମସ୍ଥାନ ସିବିନାରି ଦୁର୍ଗ

ଶିବାଜୀ ତାଙ୍କ ଗୃହ ଶିକ୍ଷକ ଦାଦାଜୀ କୋଣ୍ଡଦେବଙ୍କଠାରୁ ଅଶ୍ୱାରୋହଣ ଓ ଯୁଦ୍ଧବିଦ୍ୟା ଶିକ୍ଷାଲାଭ କରିଥିଲେ । ସେ ମାଭାଲି ନାମକ ଏକ ପାହାଡ଼ିଆ ଜାତିର କୃଷକମାନଙ୍କୁ ଅସ୍ତ୍ରଶସ୍ତ୍ର ଚାଳନା ଶିକ୍ଷାଦେଇ ଗୋଟିଏ ସୈନ୍ୟଦଳ ଗଠନ କରିଥିଲେ । ସେମାନଙ୍କ ସାହାର୍ଯ୍ୟରେ ସେ ସେ ବିଜାପୁରର ତୋର୍ଣ୍ଣା ଦୁର୍ଗ ଦଖଲ କଲେ । ଏହା ପରେ ସେ ରାୟଗଡ଼ ଦୁର୍ଗ ନିର୍ମାଣ କଲେ ।

ଛୋଟବେଳ ଶିବାଜୀଙ୍କୁ ତାଙ୍କ ମାତା ଶିକ୍ଷା ଦାନ ଦେଉଥିବା ମୂର୍ତି ୧୯୬୦ ମସିହାରେ ଶିବିନାରୀଠାରେ ସ୍ଥାପନ କରାଯାଇଛି

ଶାସନ ପ୍ରଣାଳୀ[ସମ୍ପାଦନା]

ରାଜସ୍ୱ ବ୍ୟବସ୍ଥା[ସମ୍ପାଦନା]

ଆଧାର[ସମ୍ପାଦନା]

  1. Raṇajita Desāī; V. D. Katamble (2003). Shivaji the Great. Balwant Printers Pvt. Ltd. p. 193. ISBN 81-902000-0-3.
  2. Indu Ramchandani, ed. (2000). Student’s Britannica: India (Set of 7 Vols.) 39. Popular Prakashan. p. 8. ISBN 978-0-85229-760-5. Retrieved 2 January 2013.
  3. http://www.culturalindia.net/indian-history/shivaji.html
  4. "ଆର୍କାଇଭ୍ କପି". Archived from the original on 2012-06-23. Retrieved 2013-01-17. {{cite web}}: Cite has empty unknown parameter: |1= (help)

ମହାରାଜା ଛତ୍ରପତି ଶିବାଜୀଙ୍କ ଜୟନ୍ତୀ: ଜାଣନ୍ତୁ; ଶିବାଜୀଙ୍କ ବୀରତ୍ୱର କାହାଣୀ ..

http://dhunt.in/d6E0R?s=a&uu=0x4a7d64571309a5e2&ss=wsp

ବାହାର ତଥ୍ୟ[ସମ୍ପାଦନା]