ଶାସନପଦା
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
ଶାସନପଦା | |
---|---|
ଗାଁ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ବାଲେଶ୍ୱର |
ପଞ୍ଚାୟତ ସମିତି | ରେମୁଣା |
ଗ୍ରାମ ପଞ୍ଚାୟତ | ସେରଗଡ଼ |
ଭାଷା | ଓଡ଼ିଆ, ଇଂରାଜୀ |
Time zone | IST (+୫.୩୦) |
ଡାକ କୋଡ଼ | ୭୫୬୦୬୦[୧] |
Area code | +୦୬୭୮୨ |
ଯାନବାହାନ ପଞ୍ଚୀକରଣ | OR/01 |
ଶାସନପଦା ଓଡ଼ିଶାର ବାଲେଶ୍ୱର ଜିଲାର ରେମୁଣା ବ୍ଲକ ଅନ୍ତର୍ଗତ ଖନ୍ତାପଡ଼ା ଥାନା ଅଧୀନରେ ଥିବା ଏକ ଗାଆଁ |
ଗମନାଗମନ[ସମ୍ପାଦନା]
ଏହା ଜଗନ୍ନାଥ ସଡ଼କ ବା ଜାତୀୟ ରାଜପଥ ୫ ନିକଟରେ ଅବସ୍ଥିତ । ଏହା ବାଲେଶ୍ୱର ଓ ନୀଳଗିରିର ଏକ ସଂଯୋଗ ପଥ । ବାଲେଶ୍ୱରଠାରୁ ଏହାର ୧୧ କି.ମି. ଓ ନୀଳଗିରିଠାରୁ ୬ କି.ମି. ।
ବିଶେଷତ୍ୱ[ସମ୍ପାଦନା]
ଶିକ୍ଷା[ସମ୍ପାଦନା]
ସ୍କୁଲ[ସମ୍ପାଦନା]
ଏହାର ଅନତି ଦୂରରେ ଶାସନପଦାଠାରେ ଗୋଟିଏ ଓଠାରେ ଗୋଟିଏ ହାଇସ୍କୁଲ ଅଛି । ତାହାଛଡ଼ା ଶାସନପଦା ପ୍ରାଥମିକ ଓ ମ.ଇ. ବିଦ୍ୟାଳୟ ଓ ସରସ୍ୱତୀ ଶିଶୁ ମନ୍ଦିର ମଧ୍ୟ ଅଛି ।
ଅନ୍ୟାନ୍ୟ[ସମ୍ପାଦନା]
ପର୍ଯ୍ୟଟନ[ସମ୍ପାଦନା]
ଏହି ଗାଆଁଠାରୁ ଅଳ୍ପ ଦୂରରେ ବାବା ଶ୍ୟାମସୁନ୍ଦର ମହାଦେବ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ଜାକଜମକରେ ଜାଗର ମେଳା ଅନୁଷ୍ଠିତ ହୋଇଥାଏ ।