ଲେଟ୍ରୋଜୋଲ

ଉଇକିପିଡ଼ିଆ‌ରୁ
ଲେଟ୍ରୋଜୋଲ
Clinical data
Trade namesFemara, others
AHFS/Drugs.commonograph
MedlinePlusa698004
data
Pregnancy
category
  • US: D (Evidence of risk)
Routes of
administration
By mouth (tablets)
Legal status
Legal status
Pharmacokinetic data
Bioavailability99.9%
Protein binding60%, mainly to albumin
Metabolismpharmacologically-inactive metabolites Bis(4-cyanophenyl)methanol and 4,4'-dicyanobenzophenone.[୧]
Elimination half-life2 days[୧]
ExcretionKidneys[୧]
Identifiers
  • 4,4'-((1H-1,2,4-triazol-1-yl)methylene)dibenzonitrile
ECHA InfoCard100.200.357 Edit this at Wikidata
Chemical and physical data
FormulaC17H11N5
Molar mass୨୮୫.୩୧ g·mol−1
3D model (JSmol)
  • N#Cc1ccc(cc1)C(c2ccc(C#N)cc2)n3ncnc3
  • InChI=1S/C17H11N5/c18-9-13-1-5-15(6-2-13)17(22-12-20-11-21-22)16-7-3-14(10-19)4-8-16/h1-8,11-12,17H checkY
  • Key:HPJKCIUCZWXJDR-UHFFFAOYSA-N checkY
  (verify)

ଲେଟ୍ରୋଜୋଲ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଫେମାରା, ହେଉଛି ସ୍ତନ କର୍କଟ ପାଇଁ ବ୍ୟବହୃତ ଏକ ଓଷଧ ।[୨] ବନ୍ଧ୍ୟା ମହିଳାଙ୍କର ଡିମ୍ବ କ୍ଷରଣ କରିବାକୁ ମଧ୍ୟ ଏହା ବ୍ୟବହୃତ ହୁଏ । [୨] ସ୍ତନ କର୍କଟ ପାଇଁ ଏହା ଋତୁବନ୍ଦ ପରେ ବ୍ୟବହୃତ ହୁଏ । [୩] ଏହା ପାଟିରେ ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗରମ ଫ୍ଲାସ, ଗଣ୍ଠି ଯନ୍ତ୍ରଣା ଏବଂ ଥକ୍କା ଅନୁଭବ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହାଇପୋଏଷ୍ଟ୍ରୋଜେନିଜ୍ମ ଲକ୍ଷଣମାନ ଓ ଅଷ୍ଟିଓପୋରୋସିସ ହୋଇପାରେ। ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା ଏକ ଆରୋମାଟେଜ୍ ଇନହିବିଟର । [୨]

ଲେଟ୍ରୋଜୋଲ ୧୯୮୬ରେ ପେଟେଣ୍ଟ ହୋଇଥିଲା ଏବଂ ୧୯୯୬ରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୫] ଯୁକ୍ତରାଷ୍ଟ୍ରରେ ୩ ମାସର ଚିକିତ୍ସା ଖର୍ଚ୍ଚ ୨୦୨୧ ସୁଦ୍ଧା ପ୍ରାୟ ୨୦ ଡଲାର ଅଟେ ।[୫] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ £ ୭ ଅଟେ। [୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ 003330 Letrozole
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Letrozole Monograph for Professionals". Drugs.com (in ଇଂରାଜୀ). Archived from the original on 10 August 2020. Retrieved 21 November 2021.
  3. ୩.୦ ୩.୧ BNF 81: March-September 2021. BMJ Group and the Pharmaceutical Press. 2021. p. 999. ISBN 978-0857114105.
  4. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 516. ISBN 9783527607495. Archived from the original on 2016-12-20. Retrieved 2020-09-19. {{cite book}}: Unknown parameter |name-list-format= ignored (|name-list-style= suggested) (help)
  5. ୫.୦ ୫.୧ "Letrozole Prices, Coupons & Savings Tips - GoodRx". GoodRx. Archived from the original on 14 November 2016. Retrieved 21 November 2021.