ଲଳିତା (୧୯୪୯ର ସିନେମା)

ଉଇକିପିଡ଼ିଆ ରୁ
ଲଳିତା
ନିର୍ଦ୍ଦେଶକ କଲ୍ୟାଣ ଗୁପ୍ତା
ପ୍ରଯୋଜକ ଗ୍ରେଟ ଇଷ୍ଟର୍ଣ୍ଣ ମୁଭିଟୋନ [୧]
କଳାକାର ଲୋକନାଥ ମିଶ୍ର
ଉମା ବାନାର୍ଜୀ
ସୁମତୀ ଦେବୀ
ପଙ୍କଜ ନନ୍ଦ
ଦାମୋଦର ଦାସ
ସଙ୍ଗୀତ କାଳୀ ଚରଣ ପଟ୍ଟନାୟକ
ବିତରକ ଗ୍ରେଟ ଇଣ୍ଡିଆନ ମୁଭିଟନ
ମୁକ୍ତିଲାଭ ତାରିଖ ୧୯୪୯
ଦେଶ  ଭାରତ
ଭାଷା ଓଡ଼ିଆ

କଲ୍ୟାଣ ଗୁପ୍ତାଙ୍କ ଦ୍ଵାରା ନିର୍ଦ୍ଦେଶିତ ଲଲିତା (୧୯୪୯) (English: Lalita) ଓଡ଼ିଆ କଥାଚିତ୍ର ଜଗତର ୨ୟ ଚଳଚିତ୍ର । [୨]

ଅଭିନୟରେ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ଲଳିତା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]