ରୋଲ୍ ନଂ-୨୭ ସୁଜାତା ସେନାପତି

ଉଇକିପିଡ଼ିଆ‌ରୁ
ରୋଲ୍ ନଂ-୨୭ ସୁଜାତା ସେନାପତି
ନିର୍ଦ୍ଦେଶକଅଶୋକ ପତି
ପ୍ରଯୋଜକଦୀପକ ମିଶ୍ର
କଳାକାରଅର୍ଚ୍ଚିତା ସାହୁ
ମିହିର ଦାସ
ଚୌଧୁରୀ ଜୟପ୍ରକାଶ ଦାସ
ଜୀବନ ପଣ୍ଡା
ସଙ୍ଗୀତଗୁଡ୍‌ଲି ରଥ
ଚିତ୍ରଗ୍ରହଣଆର୍. ଭଗତ ସିଂହ
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୨୧ ଫେବୃଆରୀ ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ରୋଲ୍ ନଂ-୨୭ ସୁଜାତା ସେନାପତି, ୨୦୨୧ ମସିହାରେ ଦୂରଦର୍ଶରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଦୀପକ ମିଶ୍ର । ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତକାର ଗୁଡ୍‌ଲି ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଅର୍ଚ୍ଚିତା ସାହୁ, ମିହିର ଦାସ, ଜୀବନ ପଣ୍ଡା, ଚୌଧୁରୀ ଜୟପ୍ରକାଶ ଦାସ, ପ୍ରୀତିରାଜ ଶତପଥୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍‌ଲି ରଥ । ଗୀତିକାର ସୂର୍ଯ୍ୟ ମହାପାତ୍ର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ଏକା ଏକା"ସୂର୍ଯ୍ୟ ମହାପାତ୍ରଅନନ୍ୟା ଶ୍ରୀତମ ନନ୍ଦ 

ଆଧାର[ସମ୍ପାଦନା]

  1. Bal, Sandip (10 February 2021). "Archita's next project is a woman-centric film - Times of India". The Times of India (in English). Retrieved 24 December 2021.{{cite news}}: CS1 maint: unrecognized language (link)
  2. "Archita leaves fans surprised with new look for 'Roll No 27 – Sujata Senapati'". Mycitylinks (in English). 14 January 2021. Retrieved 24 December 2021.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]