ଅର୍ଚ୍ଚିତା ସାହୁ

ଉଇକିପିଡ଼ିଆ ରୁ
ଅର୍ଚ୍ଚିତା ସାହୁ
ଜନ୍ମ ଓ ଜନ୍ମସ୍ଥାନ ୨୯ ଜୁନ ୧୯୯୦ (1990-06-29) (୨୨ ବର୍ଷ)
ଜାତୀୟତା  ଭାରତୀୟ
ଜୀବିକା କଥାଚିତ୍ର ଅଭିନେତ୍ରୀ
କାର୍ଯ୍ୟକାଳ ୨୦୦୫-ଏବେଯାଏଁ
ପ୍ରସିଦ୍ଧି ଓଡ଼ିଆ କଥାଚିତ୍ର ଅଭିନେତ୍ରୀ
ୱେବସାଇଟ
archita.co.in

ଅର୍ଚ୍ଚିତା ସାହୁ ଜଣେ ଜଣାଶୁଣା ଓଡ଼ିଆ ସିନେ ଅଭିନେତ୍ରୀ ।

ବିଷୟସୂଚୀ

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା [ସମ୍ପାଦନା]

ଅର୍ଚ୍ଚିତା ସାହୁ ଓଡ଼ିଶା ରେ ୧୯୯୦ ରେ ଜନ୍ମ ଗ୍ରହଣ କରିଥିଲେ । ସେ ଭୁବନେଶ୍ଵରର ଡେମୋନଷ୍ଟ୍ରେସନ ଓ ମଲ୍ଟିପରପସ ସ୍କୁଲରୁ ଯୁକ୍ତ ୨ ପରେ ଅଧୁନା କଳିଙ୍ଗ ଇନଷ୍ଟିଚୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକନୋଲୋଜିରେ ଇଞ୍ଜିନିଅରିଙ୍ଗ ପଢୁଛନ୍ତି ।

ସିନେମା ଜୀବନ [ସମ୍ପାଦନା]

୨୦୦୫ ମସିହାରେ ଓ ମାଇଁ ଲଭ୍ ଚଳଚ୍ଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ଅର୍ଚ୍ଚିତା, ବର୍ତ୍ତମାନ ସୁଦ୍ଧା ୧୫ଟି ଓଡ଼ିଆ ସିନେମାରେ ଅଭିନୟ କରିସାରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର [ସମ୍ପାଦନା]

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ରଜାଝିଅ ସଂଗେ ହେଇଗଲା ଭାବ ୨୦୧୨ ସୁଧାଂଶୁ ସାହୁ
କେବେ ତମେ ନାହଁ କେବେ ମୁଁ ନାହିଁ ୨୦୧୨ ଚକ୍ରଧର ସାହୁ
ଥୁକୁଲ୍ ୨୦୧୨ ପ୍ରଶାନ୍ତ ନନ୍ଦ
ଲୋଫର୍ ୨୦୧୧ ଅଶୋକ ପତି
ତୋ ବିନା ମୋ କାହାଣୀ ଅଧା ୨୦୦୭ ସଞ୍ଜୟ ନାୟକ
ବାବୁ ଆଇ ଲଭ ୟୁ ୨୦୦୫ ସଞ୍ଜୟ ନାୟକ
ଓ ମାଇଁ ଲଭ୍ ୨୦୦୫

ପୁରସ୍କାର [ସମ୍ପାଦନା]

ଆଧାର [ସମ୍ପାଦନା]

  1. "Odisha 23rd state film awards announced | Business Standard". business-standard.com. http://www.business-standard.com/generalnews/news/odisha-23rd-state-film-awards-announced/79593/. Retrieved 16 November 2012. "Archita Sahu was selected for the best actress award for her performance in 'Chocolate'" 

ବାହାର ଆଧାର [ସମ୍ପାଦନା]