ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ପ୍ରଥମ ମହିଳାମାନଙ୍କ ତାଲିକା
ଦେଖଣା
ଏହା ସମୟ କ୍ରମେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଓଡ଼ିଶାର ପ୍ରଥମ ମହିଳାମାନଙ୍କ ତାଲିକା ।
ବିଷୟସୂଚୀ |
---|
୧୭ଶ ଶତକ |
- ଦ୍ରୌପଦୀ ମୁର୍ମୁ : ଓଡ଼ିଶାରେ ଜନ୍ମିତ ପ୍ରଥମ ମହିଳା ରାଷ୍ଟ୍ରପତି
- ପ୍ରମିଳା ମଲ୍ଲିକ : ଓଡ଼ିଶା ବିଧାନ ସଭାର ପ୍ରଥମ ବାଚସ୍ପତି
- ସ୍ୱାତି ନାୟକ : ନରମାନ ବୋରଲୋଗ ଫିଲ୍ଡ଼ ପୁରସ୍କାର (କୃଷି ବିଜ୍ଞାନ କ୍ଷେତ୍ରରେ, ୨୦୨୩)
- କୁମୁଦିନୀ ଦେବୀ : ପ୍ରଥମ ରେକର୍ଡ଼ ହୋଇଥିବା ମହିଳା କଣ୍ଠଶିଳ୍ପୀ (ଓଡ଼ିଶୀ ସଙ୍ଗୀତ ଗାୟିକା, ୧୯୦୬)
- ନନ୍ଦିନୀ ଶତପଥୀ: ପ୍ରଥମ ମୁଖ୍ୟମନ୍ତ୍ରୀ
- ରାନୁ ମିଶ୍ର: ପ୍ରଥମ ମହିଳା କମିସନର
- ବସନ୍ତ ମଞ୍ଜରୀ ଦେବୀ: ମହିଳା ମନ୍ତ୍ରୀ
- ସରସ୍ୱତୀ ହେମ୍ବ୍ରମ: ପ୍ରଥମ ମହିଳା ଆଦିବାସୀ ମନ୍ତ୍ରୀ
- ଉର୍ମିବାଳା ରାୟ: ପ୍ରଥମ ବିଚାରପତି
- ଗିରିବାଳା ମହାନ୍ତି: ପ୍ରଥମ ମହିଳା ପାଇଲଟ
- ସୁଧାଂଶୁବାଳା ହାଜରା: ପ୍ରଥମ ମହିଳା ଓକିଲ
- କୁନ୍ତଳା କୁମାରୀ ସାବତ: ପ୍ରଥମ ମହିଳା ଡାକ୍ତର
- ଜ୍ୟୋତ୍ସ୍ନା ଦେବୀ: ପ୍ରଥମ ମହିଳା ଅସ୍ତ୍ରୋପଚାରକ (ସର୍ଜନ)
- ରଞ୍ଜିତା ମହାନ୍ତି: ପ୍ରଥମ ମହିଳା ଟ୍ରେନି
- ସରଳା ଦେବୀ: ପ୍ରଥମ ମହିଳା ବିଧାୟକ
- ପ୍ରତିଭା ରାୟ: ପ୍ରଥମ ଓଡ଼ିଆ ମହିଳା ଜ୍ଞାନପୀଠ ପୁରସ୍କାର ବିଜୟିତ୍ରୀ