ବିଦ୍ୟାଳୟ
ଉଇକିପିଡ଼ିଆ ରୁ
ବିଦ୍ୟାଳୟ କହିଲେ ସାଧାରଣତଃ ଯେଉଁଠି ବିଦ୍ୟାର୍ଥୀ ବା ଛାତ୍ରଛାତ୍ରୀ ଶିକ୍ଷକଙ୍କ ଠାରୁ ଶିକ୍ଷାଲାଭ କରିଥାନ୍ତି । ବିଦ୍ୟାଦାନ ଓ ଗ୍ରହଣ କରିବା ପାଇଁ ଯେଉଁ ଗୃହ ବ୍ୟବହାର ହୁଏ ତାହାକୁ ବିଦ୍ୟାଳୟ କୁହାଯାଏ ।
ବିଷୟସୂଚୀ |
ଇତିହାସ [ସମ୍ପାଦନା]
ଭାରତରେ ପ୍ରଥମେ ଗୁରୁକୂଳକୁ ବିଦ୍ୟାଳୟ ଭାବେ ବ୍ୟବହାର କରାଯାଉଥିଲା । ପୂର୍ବକାଳରେ ଓଡ଼ିଶାରେ ଚାଟଶାଳୀକୁ ବିଦ୍ୟାଳୟ ଭାବେ ବ୍ୟବହାର କରାଯାଉଥିଲା । କାଳକ୍ରମେ ଏହି ପ୍ରଥା ବଢି ଏବେକାର ଆଧୁନିକ ବିଦ୍ୟାଳୟ ପ୍ରଥାର ପ୍ରଚାଳନ ଆରମ୍ଭ ହେଲା । ବିଦ୍ୟାଳୟରେ ମୁଖ୍ୟତଃ ଶିକ୍ଷକ ଥାନ୍ତି, ଯିଏକି ଶିକ୍ଷାଦାନ କରିଥାନ୍ତି ଏହାଛଡା ଅନ୍ୟ କର୍ମଚାରୀ ଥାନ୍ତି ଯେଉମାନେ ଅନ୍ୟ କାମ କରିଥାନ୍ତି ।
ଶିକ୍ଷା [ସମ୍ପାଦନା]
ଶିକ୍ଷା ହେଉଛି ବିଦ୍ୟାଳୟର ଏକ ମୁଖ୍ୟ ଉପାଦାନ । ବିଦ୍ୟାଳୟରେ ପ୍ରାୟତଃ ପ୍ରାଥମିକ ଏବଂ ମୂଳ ଶିକ୍ଷା ଦିଆଯାଇଥାଏ ।
ଓଡିଶାରେ ବିଦ୍ୟାଳୟ ବ୍ୟବସ୍ଥା [ସମ୍ପାଦନା]
ଓଡିଶାରେ ସାଧାରଣତଃ ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟରେ ଶିକ୍ଷା ଦିଆ ଯାଇଥାଏ । ୬ରୁ ୧୪ ବର୍ଷ ବୟସ ମଧ୍ୟରେ ସମସ୍ତ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରାଯାଇଥାଏ ।[୧]
ଆଧାର [ସମ୍ପାଦନା]
ବାହାର ତଥ୍ୟ [ସମ୍ପାଦନା]
| ବିଦ୍ୟାଳୟ ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
| ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ |
|
| କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ |
|
| ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ |
|
| ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ |
|
| ଉଇକିକଥାରୁ ଢଗଢମାଳି ଓ କଥାମାନ |
|
| ଉଇକିଉତ୍ସରୁ ମୂଳାଧାର ଲେଖାମାନ |
|
| ଉଇକିପୋଥିରେ ପଢ଼ାବହିମାନ |
|