ବଗାଳ ଜାତି

ଉଇକିପିଡ଼ିଆ‌ରୁ

ବାଗାଲ ବା ବଗାଳ (ଇଂରାଜୀରେ Bāgāl, ହିନ୍ଦୀରେ बागाल, ବଙ୍ଗଳାରେ বাগাল) ପୂର୍ବ ଭାରତର ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଓ ଓଡ଼ିିଶା ରାଜ୍ୟରେ ବସବାସ କରୁଥିବା ଏକ ଗାଈଗୋରୁ ଚରାଳି ଜାତି। କୁଡୁମାଲି ହେଉଛି ସେମାନଙ୍କର ମାତୃଭାଷା (ଆଞ୍ଚଳିକ ଭାବେ ବାଗାଲ୍ ଭାଷାରେ ଜଣାଶୁଣା) କିନ୍ତୁ ହିନ୍ଦୀ, ବଙ୍ଗଳାଓଡ଼ିଆ ଭାଷାକୁ ମଧ୍ୟ ସେମାନେ ଦ୍ୱିତୀୟ ଭାଷା ରୂପେ ବ୍ୟବହାର କରନ୍ତି।[୧][୨][୩]

ସମୀକ୍ଷା[ସମ୍ପାଦନା]

ବାଗାଲ ଲୋକମାନେ ବସବାସ କରୁଥିବା ସ୍ଥାନ
ରାଜ୍ୟ ଝାଡ଼ଖଣ୍ଡ ଓଡ଼ିଶା ପଶ୍ଚିମବଙ୍ଗ
ଜିଲ୍ଲା ଷଢେ଼ଇକଳା ଖରସୁଆଁ କେନ୍ଦ୍ରାପଡ଼ା ଝାଡଗ୍ରାମ
ପଶ୍ଚିମ ସିଙ୍ଗଭୁମ ବାଲେଶ୍ୱର ପଶ୍ଚିମ ମେଦିନୀପୁର
ପୂର୍ବ ସିଙ୍ଗଭୁମ ଭଦ୍ରକ ପୁରୁଲିଆ
ମୟୂରଭଞ୍ଜ ପୂର୍ବ ମେଦିନୀପୁର

ଆଧାର[ସମ୍ପାଦନା]

  1. Davis, Marvin G. (1983-03-10). Rank and Rivalry: The Politics of Inequality in Rural West Bengal (in ଇଂରାଜୀ). CUP Archive. ISBN 978-0-521-24657-6. p.60
  2. Taradatt, Dr. Basa, Kishor K (ed.). "Odisha District Gazetteer (Mayurbhanj)" (PDF). gopabadhuacademy.gov.in. Gopabandhu Academy of Administration [Gazetters Unit], General Administration Department Government Of Odisha. p. 97.{{cite web}}: CS1 maint: url-status (link)
  3. Saha, Atanu (2018-07-28). "Census and the Aspects of Growth and Development of Bangla vs. Bangla-Hindi Bilingualism-With Special Focus on West Bengal". {{cite journal}}: Cite journal requires |journal= (help)