ଦାଦା ଧର୍ମାଧିକାରୀ

ଉଇକିପିଡ଼ିଆ‌ରୁ
ଦାଦା ଧର୍ମାଧିକାରୀ
ଜନ୍ମ
ଶଙ୍କର ତ୍ରିମ୍ବକ୍ ଧର୍ମାଧିକାରୀ

(1899-06-18)୧୮ ଜୁନ ୧୮୯୯
ମୃତ୍ୟୁ୧ ଡିସେମ୍ବର ୧୯୮୫(1985-12-01) (ବୟସ ୮୬)
ୱାର୍ଦ୍ଧା, ]]ଭାରତ]]
ଜାତୀୟତାଭାରତୀୟ
ଅନ୍ୟ ନାମଦାଦା ଧର୍ମାଧିକାରୀ
ବୃତ୍ତି(ସମୂହ)ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ
ପ୍ରସିଦ୍ଧିଭାରତୀୟ ସ୍ୱାଧୀନତା ଆନ୍ଦୋଳନ

ଶଙ୍କର ତ୍ରିମ୍ବକ୍ ଧର୍ମାଧିକାରୀ (୧୮ ଜୁନ୍ ୧୮୯୯ – ୧ ଡିସେମ୍ବର ୧୯୮୫) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଏବଂ ଭାରତରେ ସାମାଜିକ ସଂସ୍କାର ଆନ୍ଦୋଳନର ପ୍ରମୁଖ ଥିଲେ ।[୧] ସେ ମୁଖ୍ୟତଃ ଦାଦା ଧର୍ମାଧିକାରୀ ଭାବରେ ଜଣାଶୁଣା ।ସେ ମହାତ୍ମା ଗାନ୍ଧୀଙ୍କ ନୀତିର ଜଣେ ଦୃଢ଼ ଆନୁଗତ ଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

୧୮୯୯ ମସିହାର ଜୁନ ୧୮ ତାରିଖରେ ମଧ୍ୟ ପ୍ରଦେଶର ବାଇତୁଲଠାରେ ସେ ଜନ୍ମଗ୍ରହଣ କରିଥିଲେ । ସେ ଇନ୍ଦୋର ଖ୍ରୀଷ୍ଟିଆନ କଲେଜରେ ଅଧ୍ୟୟନ କରିଥିଲେ ଏବଂ ପରେ ନାଗପୁରର ମୋରିସ୍ କଲେଜରେ ଅଧ୍ୟୟନ କରିଥିଲେ । ସେ ପ୍ରାୟ ଏକ ବର୍ଷ ଧରି ଆଦି ଶଙ୍କରାଚାର୍ଯ୍ୟଙ୍କଦ୍ୱାରା ଆରମ୍ଭ କରାଯାଇଥିବା ଅଦୈତ ବେଦାନ୍ତ ଅଧ୍ୟୟନ କରିଥିଲେ ।

ସ୍ୱାଧୀନତା ସଂଗ୍ରାମରେ ଅବଦାନ[ସମ୍ପାଦନା]

ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ଏବଂ ସ୍ୱାଧୀନତା ଆନ୍ଦୋଳରେ ଯୋଗ ଦେବା ପାଇଁ ସେ ତାଙ୍କର ପାଠପଢ଼ା ଅଧାରୁ ଛାଡ଼ିଥିଲେ ।[୨]

ମୃତ୍ୟୁ[ସମ୍ପାଦନା]

୧୯୮୫ ମସିହାର ଡିସେମ୍ବର ୧ ତାରିଖରେ ୱାର୍ଦ୍ଧାଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଆଧାର[ସମ୍ପାଦନା]

  1. M. V. Kamath (1995). Gandhi's Coolie: Life & Times of Ramkrishna Bajaj. Allied Publishers. p. 124. ISBN 9788170234876.
  2. "Acharya Dada Dharmadhikari - A free and truly liberated Gandhian thinker | Dada Dharmadhikari | Associates of Gandhi". www.mkgandhi.org. Retrieved 2023-07-09.