ଡୁଡୁମା ଜଳପ୍ରପାତ
ଦେଖଣା
ଅବସ୍ଥାନ | କୋରାପୁଟ ଜିଲ୍ଲା, ଓଡ଼ିଶା, ଭାରତ |
---|---|
ଉଚ୍ଚତା | ୧୫୭ ମିଟର |
ଖାଲମାନଙ୍କ ସଂଖ୍ୟା | ୧ |
ଅବସ୍ଥାନ
[ସମ୍ପାଦନା]ଭୁଜକୋଟି: 18°31′6.68″N 82°27′12.83″E / 18.5185222°N 82.4535639°E[୧]
ଡୁଡୁମା ଜଳପ୍ରପାତ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଅବସ୍ଥିତ । ଏହାରର ଉଚ୍ଚତା ୧୫୭ ମିଟର (୫୧୫ ଫୁଟ) ।[୨]ଏହା ଦକ୍ଷିଣ ଭାରତର ଉଚ୍ଚତମ ଜଳପ୍ରପାତ ମଧ୍ୟରୁ ଅନ୍ୟତମ । ଏଠାରେ ମାଛକୁଣ୍ଡ ହାଇଡ୍ରୋ ଇଲେକ୍ତ୍ରିକ୍ ପାବାର ପ୍ରୋଜେକ୍ଟଦ୍ୱାରା ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଇଥାଏ । ଡୁଡୁମା କୋରାପୁଟଠାରୁ ପ୍ରାୟ ୯୨କିଲୋମିଟର ଓ ବିଶାଖପାଟଣାଠାରୁ ପ୍ରାୟ ୨୦୦ କିଲୋମିଟର । ଏହା ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଅବସ୍ଥିତ ।
ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ଡୁଡୁମା ଜଳପ୍ରପାତ
ବାବଦରେ ମାଧ୍ୟମ ରହିଛି ।