ଡୁଡୁମା ଜଳପ୍ରପାତ
ଉଇକିପିଡ଼ିଆ ରୁ
| ଅବସ୍ଥାନ | କୋରାପୁଟ ଜିଲ୍ଲା, ଓଡ଼ିଶା, ଭାରତ |
|---|---|
| ଉଚ୍ଚତା | ୧୫୭ ମିଟରs ( ଫୁଟ) |
| ଖାଲମାନଙ୍କ ସଂଖ୍ୟା | ୧ |
ଅବସ୍ଥାନ [ସମ୍ପାଦନା]
ଭୁଜକୋଟି: 18°31′6.68″N 82°27′12.83″E / 18.5185222°N 82.4535639°E[୧]
ଡୁଡୁମା ଜଳପ୍ରପାତ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଅବସ୍ଥିତ । ଏହାର ର ଉଚ୍ଚତା ୧୫୭ ମିଟର (୫୧୫ ଫୁଟ) । [୨]ଏହା ଦକ୍ଷିଣ ଭାରତର ଉଚ୍ଚତମ ଜଳପ୍ରପାତ ମଧ୍ୟରୁ ଅନ୍ୟତମ । ଏଠାରେ ମାଛକୁଣ୍ଡ ହାଇଡ୍ରୋ ଇଲେକ୍ତ୍ରିକ୍ ପାଵାର ପ୍ରୋଜେକ୍ଟ ଦ୍ଵାରା ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଇଥାଏ । ଡୁଡୁମା କୋରାପୁଟ ଠାରୁ ପ୍ରାୟ ୯୨କିଲୋମିଟର ଓ ବିଶାଖପାଟଣା ଠାରୁ ପ୍ରାୟ ୨୦୦ କିଲୋମିଟର । ଏହା ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଅବସ୍ଥିତ ।