ଟିସୋଟୁମାବ ଭେଡୋଟିନ

ଉଇକିପିଡ଼ିଆ‌ରୁ
ଟିସୋଟୁମାବ ଭେଡୋଟିନ
Monoclonal antibody
TypeWhole antibody
SourceHuman
TargetTissue factor (TF)
Clinical data
Trade namesTivdak
SynonymsTisotumab vedotin-tftv
AHFS/Drugs.commonograph
data
Pregnancy
category
Routes of
administration
Intravenous
Legal status
Legal status
Pharmacokinetic data
Protein binding68–82% (MMAE)
MetabolismLiver, by CYP3A4 (MMAE)
MetabolitesMMAE
Elimination half-life4 days
ExcretionFecal, renal (MMAE)

ଟିସୋଟୁମାବ ଭେଡୋଟିନ (ଇଂରାଜୀ ଭାଷାରେ Tisotumab vedotin), ଟିଭଡାକ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଗର୍ଭାଶୟ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଯେତେବେଳେ ଅନ୍ୟ କୌଣସି ଚିକିତ୍ସା ଫଳପ୍ରଦ ହୁଏ ନାହିଁ ସେତେବେଳେ ଏହା ବ୍ୟବହୃତ ହୁଏ ।[୧] ପ୍ରତି ୩ ସପ୍ତାହରେ ଥରେ ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦେଇ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କାପଣ, ଅଇ, ପେରିଫେରାଲ୍ ନ୍ୟୁରୋପାଥି, କେଶହାନୀ, ନାକ ରକ୍ତସ୍ରାବ, ବୃକ୍‌କ ସମସ୍ୟା, ଆଖି ସମସ୍ୟା, ତରଳ ଝାଡ଼ା ଏବଂ ଦାଗ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନାଇଟିସ୍ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଏକ ଆଣ୍ଟିବଡି-ଡ୍ରଗ୍ କଞ୍ଜୁଗେଟ୍ ଯେଉଁଥିରେ ଟିସୋଟୁମାବର ମିଶ୍ରଣ ଯାହା ଟିସୁ ଫ୍ୟାକ୍ଟର୍ ବିରୁଦ୍ଧରେ ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଏବଂ କୋଷ ବିଭାଜନର ପ୍ରତିବନ୍ଧକ ମୋନୋମିଥାଇଲ୍ ଆରିଷ୍ଟାଟିନ୍ (MMAE ) ଥାଏ ।[୧] [୨]

୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟିସୋଟୁମାବ ଭେଡୋଟିନ୍ ଅନୁମୋଦିତ ହୋଇଥିଲା ।[୧] ୨୦୨୨ ସୁଦ୍ଧା ଏହା ୟୁରୋପ କିମ୍ବା ବ୍ରିଟେନରେ ଅନୁମୋଦିତ ହୋଇନାହିଁ ।[୩] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ୧୨୦ ମିଗ୍ରାର ଏକ ମାତ୍ରାର ମୂଲ୍ୟ ପ୍ରାୟ ୧୯,୩୦୦ ଡଲାର ଅଟେ ।[୪]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Tivdak- tisotumab vedotin injection, powder, for solution". DailyMed. Archived from the original on 1 November 2021. Retrieved 31 October 2021. {{cite web}}: More than one of |archivedate= and |archive-date= specified (help); More than one of |archiveurl= and |archive-url= specified (help)
  2. "Tisotumab Vedotin-tftv Monograph for Professionals". Drugs.com (in ଇଂରାଜୀ). Retrieved 27 October 2022.
  3. "Tisotumab vedotin". SPS - Specialist Pharmacy Service. 16 January 2021. Archived from the original on 27 October 2022. Retrieved 27 October 2022.
  4. "Tivdak Prices, Coupons, Copay & Patient Assistance". Drugs.com (in ଇଂରାଜୀ). Retrieved 27 October 2022.