ଜ୍ୱାଇଁ ପୁଅ
ଦେଖଣା
ଜ୍ୱାଇଁ ପୁଅ | |
---|---|
ନିର୍ଦ୍ଦେଶକ | ଧୀରେନ ଗୁପ୍ତା |
କଳାକାର | ଉତ୍ତମ ମହାନ୍ତି ମିଟୁ ମୁଖାର୍ଜୀ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ ଶରତ ପୂଜାରୀ ଧୀର ବିଶ୍ୱାଳ ନରେନ୍ଦ୍ର କୁମାର ବେହେରା ଝରଣା ଦାସ |
ସଙ୍ଗୀତ | ପ୍ରଫୁଲ୍ଲ କର |
ଚିତ୍ରଗ୍ରହଣ | ଧୀରେନ ଗୁପ୍ତା |
ମୁକ୍ତିଲାଭ ତାରିଖ | ୧୯୮୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଜ୍ୱାଇଁ ପୁଅ, ୧୯୮୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଧୀରେନ ଗୁପ୍ତା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କର ଏହି କଥାଚିତ୍ରଟି ସ୍ୱର ସଂଯୋଜନା କରିଥିଲେ ।
ଉତ୍ତମ ମହାନ୍ତି ମିଟୁ ମୁଖାର୍ଜୀ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ ଶରତ ପୂଜାରୀ ଧୀର ବିଶ୍ୱାଳ ନରେନ୍ଦ୍ର ବେହେରା ଝରଣା ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ଉତ୍ତମ ମହାନ୍ତି[୩]
- ମିଟୁ ମୁଖାର୍ଜୀ
- ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ
- ଶରତ ପୂଜାରୀ[୪]
- ଧୀର ବିଶ୍ୱାଳ
- ନରେନ୍ଦ୍ର କୁମାର ବେହେରା
- ଝରଣା ଦାସ[୫]
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ପ୍ରଫୁଲ୍ଲ କର ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଗୀତ ରଚନା କରିଥିଲେ । ଗୀତା ଦାଶ, ମହମ୍ମଦ ସିକନ୍ଦର ଆଲମ, ପ୍ରଫୁଲ୍ଲ କର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ T. M. Ramachandran; S. Rukmini (1985). 70 Years of Indian Cinema, 1913-1983. CINEMA India-International. ISBN 978-0-86132-090-5.
- ↑ Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Taylor & Francis. pp. 5–. ISBN 978-1-135-94325-7.
- ↑ "Filmography". www.uttammohanty.com. Archived from the original on 22 March 2019. Retrieved 25 September 2018.
- ↑ Harris M. Lentz III (30 April 2015). Obituaries in the Performing Arts, 2014. McFarland. pp. 278–. ISBN 978-1-4766-1961-3.
- ↑ Orissa reference: glimpses of Orissa. TechnoCAD Systems. 2001.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଜ୍ୱାଇଁ ପୁଅ