Jump to content

ଚଇତି ତାମସା

ଉଇକିପିଡ଼ିଆ‌ରୁ
ଚଇତି ତାମସା
ମୋଗଲ ତାମସାର ମିର୍ଜା ସାହେବ ।
ମାଧ୍ୟମଗୀତ-ନାଟ-ସଂଳାପ
ପ୍ରକାରମୋଗଲ ତାମସା, ଭିଲ୍ ତାମସା, ରାଧାକୃଷ୍ଣ ତାମସା, ଯୋଗୀ ତାମସା, ଫକୀର ତାମସା, ଚଉଡ଼ା ତାମସା
ସଂସ୍କୃତିଓଡ଼ିଆ ଚଳଣି
ସୃଷ୍ଟିଓଡ଼ିଶା,  ଭାରତ
ସମୟ କାଳମୋଗଲ ଶାସନ

ତାମସା ଉତ୍ତର ଓଡ଼ିଶାରେପଭଦ୍ରକ ଓ ଆଖପାଖ ଅଞ୍ଚଳରେ ପରଚଳିତ ଏକ ପ୍ରକାର ଲୋକକଳା ଅଟେ । ଏହା ଚୈତ୍ର ମାସରେ ରୀତିବଦ୍ଧ ଭାବେ ଅନୁଷ୍ଠିତ ହେଉଥିବାରୁ ଏହା ଚଇତି ତାମସା ଭାବେ ଅଧିକ ପରିଚିତ ।

ପ୍ରତି ବର୍ଷ ଚୈତ୍ର ମାସ ଶେଷରେ ମହାଦେବଙ୍କ ଘଟ ଯାତ୍ରା ସହିତ ତାମସା ଅଭିନୀତ ହୋଇଥାଏ । ପୂର୍ବରୁ ଚୈତ୍ର ମାସ ଶେଷ ସାତ ଦିନରେ ବିଭିନ୍ନ ତାମସା ଅଭିନୀତ ହୋଇ ପଣା ସଂକ୍ରାନ୍ତିରେ ଶେଷ ହେଉଥିଲା । ଆଜିକାଲି ମାତ୍ର ଗୋଟିଏ ଦିନ କେବଳ ମୋଗଲ ତାମସାର ଅଭିନୟ ହେଉଥିବା ଦେଖାଯାଏ । ଶିବ ମନ୍ଦିର ସମ୍ମୁଖରେ ତାମସା ଅଭିନୀତ ହେବା ବିଧି ଏବେ ପର୍ଯ୍ୟନ୍ତ ଚାଲିଆସୁଛି ।[]

ଇତିହାସ

[ସମ୍ପାଦନା]

ପ୍ରକାରଭେଦ

[ସମ୍ପାଦନା]

ଚଇତି ତାମସା ସାତ ପ୍ରକାର । ମୋଗଲ ତାମସା ଏହାର ଏକ ଅଂଶବିଶେଷ ହୋଇଥିଲେହେଁ ଅନ୍ୟ ତାମସାଗୁଡ଼ିକ ଅଭିନୟ ଅଭାବରୁ ଏହାକୁ କେହି ଚଇତି ତାମସା ନ କହି ମୋଗଲ ତାମସା ବୋଲି କହି ଆସୁଛନ୍ତି ।[]

କଳାକାର

[ସମ୍ପାଦନା]

ତଳେ ଚଇତି ତାମସାର ବିଭିନ୍ନ ଅଭିନେତା ଓ ବାଦ୍ୟଯନ୍ତ୍ରକାରମାନଙ୍କ ନାମ ଦିଆଯାଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ମୃତ ଓ ଅଳ୍ପ କେତେଜଣ ବୟସ୍କ । ଏହି କଳାକାରମାନଙ୍କ ଅବଦାନ ଯୋଗୁଁ ମୋଗଲ ତାମସା ବଞ୍ଚିରହିଛି ।[]

ଗାଆଁ କଳାକାରମାନଙ୍କ ନାମ
ସଙ୍ଗତ ହାଡ଼ିବନ୍ଧୁ ସିଂହ

ହରି ସାହୁ

ନୟନାନନ୍ଦ ମିଶ୍ର

ମୁରଲୀଧର ସାହୁ

ମାଧବାନନ୍ଦ ସିଂହ

ଜଗନ୍ନାଥ ସିଂହ

ଦାମୋଦର ସାହୁ

ମୋତିଲାଲ ମିଶ୍ର

ବଙ୍ଗାଳିଚରଣ ସାହୁ

ଫକୀରଚରଣ ପାଣିଗ୍ରାହୀ

ଗୁଣନିଧି ସିଂହ

ପାର୍ବତୀ ଭଟ୍ଟାଚାର୍ଯ୍ୟ

  1. ଓଡ଼ିଶାର ଯାତ୍ରା ଓ ପାରଂପରିକ ଲୋକପ୍ରିୟ ନାଟ୍ୟଧାରା - ଅଧ୍ୟାପକ ଡକ୍ଟର କୃଷ୍ଣଚରଣ ବେହେରା । ଫ୍ରେଣ୍ଡସ ପବ୍ଲିଶର୍ସ, କଟକ, ୧୯୯୭ ।
  2. ୨.୦ ୨.୧ ଚଇତି ତାମସା - ଡକ୍ଟର କୃଷ୍ଣଚରଣ ବେହେରା ଓ ଡକ୍ଟର ମନୀନ୍ଦ୍ର ମହାନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀ ।