କୋଣାର୍କ ନାଟ୍ୟ ମଣ୍ଡପ

ଉଇକିପିଡ଼ିଆ‌ରୁ
କୋଣାର୍କ ନାଟ୍ୟ ମଣ୍ଡପ

କୋଣାର୍କ ନାଟ୍ୟ ମଣ୍ଡପ ଓଡ଼ିଶାର ପୁରୀ ଜିଲ୍ଲାରେ ଥିବା କୋଣାର୍କରେ ଅବସ୍ଥିତ ଏକ ଓଡ଼ିଶୀ ନାଟ ଶିକ୍ଷାନୁଷ୍ଠାନ । ଏଠାରେ ପ୍ରତିବର୍ଷ କୋଣାର୍କ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଅନୁଷ୍ଠିତ ହୋଇଥାଏ ।[୧]ଏହା ଓଡ଼ିଶୀ ନୃତ୍ୟଗୁରୁ ଗୁରୁ ଗଙ୍ଗାଧର ପ୍ରଧାନଙ୍କଦ୍ୱାରା ସ୍ଥାପିତ ହୋଇଥିଲା ।[୨]

ଆଧାର[ସମ୍ପାଦନା]

  1. "Preview". narthaki.com. ୮ ଫେବୃଆରୀ ୨୦୧୨. Archived from the original on 2012-02-28. Retrieved ୨୬ ଫେବୃଆରୀ ୨୦୧୨. {{cite web}}: Check date values in: |accessdate= and |date= (help)
  2. "Konark Natya Mandap". konarknatyamandap.org. Archived from the original on 2012-01-04. Retrieved ୨୬ ଫେବୃଆରୀ ୨୦୧୨. {{cite web}}: Check date values in: |accessdate= (help)