କୁତବମିନାର

ଉଇକିପିଡ଼ିଆ ରୁ
କୁତବମିନାର
ଦିଲ୍ଲୀରର କୁତବମିନାର
ଦିଲ୍ଲୀରର କୁତବମିନାର

Official name ଲାଲ କିଲ୍ଲା

and its Monuments, Delhi
Type Cultural
Criteria (iv)
Designated 1993 (17th session)
Reference # 233
ଦେଶ  ଭାରତ
Continent ଏସିଆ

କୁତବମିନାର ପୃଥିବୀର ଏକ ଉଚ୍ଚ ସ୍ତମ୍ଭ ଅଟେ। ଏହା ଦିଲ୍ଲୀର ଲାଲକିଲା ଠାରେ ଅବସ୍ତିତ । [୧]

ନିର୍ମାଣ[ସମ୍ପାଦନା]

କୁତବମିନାର ଇଲତୁତମିସ ଙ୍କ ଦ୍ଵାରା ନିର୍ମାଣ ହୋଇଉଥିଲା । ସେ ଦାସବଂଶର ଶ୍ରେଷ୍ଠ ସୁଲତାନ ଥିଲେ । ତାଙ୍କ ଦ୍ଵାରା ଉତ୍ତର ଭାରତରେ ମୁସଲମାନ ଆଧିପତ୍ୟ ସୁଦୃଢ଼ଭାବରେ ପ୍ରତିଷ୍ଠିତ ହୋଇଥିଲା । ସେ ବିଦ୍ୟୋତ୍ସାହୀ ଓ ଶିଳ୍ପପ୍ରିୟ ଥିଲେ । କୁତବମିନାର ତାଙ୍କର ଶ୍ରେଷ୍ଠ କୀର୍ତ୍ତି । [୨]

ଇତିହାସ[ସମ୍ପାଦନା]

କୁତବମିନାର ର କେତେକ ପ୍ରତିଛବି[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]