ୟୁନେସ୍କୋ
ଉଇକିପିଡ଼ିଆ ରୁ
United Nations Educational, Scientific and Cultural Organization |
|
|---|---|
| ସଙ୍ଗଠନ | Specialized Agency |
| Acronyms | UNESCO ONUÉSC |
| ମୂଖ୍ୟ | Irina Bokova Director-General of UNESCO |
| ସ୍ଥିତି | ସଚଳ |
| ପ୍ରତିଷ୍ଠା | ୧୬ ନଭେମ୍ବର ୧୯୪୫ |
| ମୂଖ୍ୟ କାର୍ଯ୍ୟାଳୟ | ପ୍ୟାରିସ, ଫ୍ରାନ୍ସ |
| ୱେବସାଇଟ | UNESCO.org |
୧୯୪୫ ନଭେମ୍ବର ୧୬ ରେ ଜାତିସଂଘ ଶିକ୍ଷା, ବିଜ୍ଞାନ ଓ ସାଂସ୍କୃତିକ ସଙ୍ଗଠନ ୟୁନେସ୍କୋ ପ୍ରତିଷ୍ଠା କରାଯାଇଥିଲା । ଶିକ୍ଷା, ବିଜ୍ଞାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵରେ ଶାନ୍ତି ଓ ନିରାପତ୍ତା ବଜାୟ ରଖିବା ଏବଂ ବିଭିନ୍ନ ଦେଶ ସହ ସୁସମ୍ପର୍କ ପ୍ରତିଷ୍ଠା କରିବା ଥିଲା ଏହି ସଙ୍ଗଠନର ମୂଖ୍ୟ ଉଦ୍ଦେଶ୍ୟ । [୧]ତା'ଛଡା ସାମାଜିକ ନ୍ୟାୟ, ମାନବିକ ଅଧିକାର, ସୁରକ୍ଷା ଓ ମୌଳିକ ଅଧିକାର ପାଇଁ ମଧ୍ୟ ସଙ୍ଗଠନ କାର୍ଯ୍ୟ କରୁଛି । ବର୍ତ୍ତମାନ ଏହାର ସଦସ୍ୟ ସଂଖ୍ୟ ହେଉଛି ୧୯୫ ।[୨] ପ୍ରତ୍ୟେକ ଦେଶରେ ଏହାର ଜାତୀୟ ଓ ଆଞ୍ଚଳିକ କାର୍ଯ୍ୟାଳୟ ମଧ୍ୟ ପ୍ରତିଷ୍ଠା କରାଯାଇଛି । ତା'ଛଡା ସାକ୍ଷାରତା ପ୍ରଯୁକ୍ତିବିଦ୍ୟା,ଶିକ୍ଷକ ତାଲିମ କାର୍ଯ୍ୟକ୍ରମ, ଆନ୍ତର୍ଜାତୀୟ ବିଜ୍ଞାନ କାର୍ଯ୍ୟକ୍ରମ ,ଗଣମାଧ୍ୟମର ସ୍ଵାଧୀନତା ଓ ସାଂସ୍କୃତିକ ବିବିଧତାର ବିକାଶ , ସାହିତ୍ୟ କୃତିର ଅନୁବାଦ ଏବଂ ବିଶ୍ଵ ଓ ସାଂସ୍କୃତିକ କେନ୍ଦ୍ର ତଥା ଐତିହ୍ୟ ସ୍ଥଳୀର ସୁରକ୍ଷା ପାଇଁ ଏହା କାର୍ଯ୍ୟ କରି ଆସୁଛି । [୩]
ଇତିହାସ [ସମ୍ପାଦନା]
ଆଧାର [ସମ୍ପାଦନା]
- ↑ "UNESCO History". www.unesco.org. http://www.unesco.org/new/en/unesco/about-us/who-we-are/history/. Retrieved 23 April 2010.
- ↑ UNESCO’s General Conference voted on the 31st October 2011 ''to admit Palestine as a Member State''. However it notes that for ''its membership to take effect, Palestine must sign and ratify UNESCO’s Constitution''. "UNESCO » Media Services » General Conference admits Palestine as UNESCO Member State". Portal.unesco.org. http://www.unesco.org/new/en/media-services/single-view/news/general_conference_admits_palestine_as_unesco_member_state/. Retrieved 31 October 2011.
- ↑ "Introducing UNESCO". Unesco.org. http://www.unesco.org/new/en/unesco/about-us/who-we-are/introducing-unesco/. Retrieved 2011-08-08.
ଅଧିକ ତଥ୍ୟ [ସମ୍ପାଦନା]
| ଉଇକିପିଡ଼ିଆ କମନସରେ: ୟୁନେସ୍କୋ ଉପରେ ମାଧ୍ୟମ ରହିଅଛି |
- ମୁଖ୍ୟ ୱେବସାଇଟ Official UNESCO website
- UNESCO – Institute for Statistics
- UNESCO – International Bureau of Education
- UNESCO Institute for Lifelong Learning
- NGO-db.UNESCO.org A searchable database of organizations maintaining official relations with UNESCO
- Photo collection of UNESCO World Heritage Sites
- The United Nations Educational, Scientific and Cultural Organization (UNESCO) on Google+
- ଫେସବୁକରେ The United Nations Educational, Scientific and Cultural Organization (UNESCO)
- ଟୁଇଟରରେ @UNESCO
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |