କର୍ଣ୍ଣ

ଉଇକିପିଡ଼ିଆ ରୁ
କୁରୁକ୍ଷେତ୍ର ଯୁଦ୍ଧରେ କର୍ଣ୍ଣ (ଡାହାଣ)ଓ ଅର୍ଜୁନ

କର୍ଣ୍ଣ ମହାଭାରତର ଜଣେ ଚରିତ୍ର ।

ପୌରାଣିକ କିମ୍ବଦନ୍ତି[ସମ୍ପାଦନା]

କୁନ୍ତୀ କୁମାରୀ ଥିବା ଅବସ୍ଥାରେ ସୂର୍ଯ୍ୟଙ୍କ ଔରସରେ ନିଜ କର୍ଣ୍ଣ (କାନ) ବାଟେ କର୍ଣ୍ଣଙ୍କୁ ଜନ୍ମ ଦେଇଥିବାରୁ ତାଙ୍କର ଏପରି ନାମକରଣ କରାଯାଇଥିଲା ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]