ଓ ଟିଭି

ଉଇକିପିଡ଼ିଆ‌ରୁ
(ଓଡ଼ିଶା ଟିଭିରୁ ଲେଉଟି ଆସିଛି)

ଓଡ଼ିଶା ଟିଭି ବା ଓଟିଭି ଓଡ଼ିଶାର ଏକ ବେସରକାରୀ ଟିଭି ଚ୍ୟାନେଲ । ଏହା ୧୯୯୭ରେ ଭୁବନେଶ୍ୱରରେ ଆରମ୍ଭ ହୋଇଥିଲା । ଏହା ଓଡ଼ିଶାର ପ୍ରଥମ ବେସରକାରୀ ଟିଭି ଚ୍ୟାନେଲ ।[୧][୨][୩][୪]

୧୯୯୭ ମସିହାରେ ଏହା ପ୍ରଥମେ ଭୁବନେଶ୍ୱରକଟକ ସହରରେ ନିଜ କାର୍ଯ୍ୟକ୍ରମ ପ୍ରସାରଣ କରୁଥିଲା । ପରେ ଏହା ଓଡ଼ିଶାର ସମସ୍ତ ଅଞ୍ଚଳରେ ନିଜର କାର୍ଯ୍ୟକ୍ରମ ପ୍ରସାରଣ କରିଥିଲେ । ୨୦୧୬ ମସିହା ଡିସେମ୍ବର ମାସରେ ଏହା ଏକ ସାଟେଲାଇଟ ଚ୍ୟାନେଲରେ ପରିବର୍ତ୍ତିତ ହୋଇଥିଲା ।

ଧାରାବାହିକ ସୂଚନା[ସମ୍ପାଦନା]

ଆଧାର[ସମ୍ପାଦନା]

  1. "About OdishaTV News - OTV English". Latest Odisha News, Breaking News Today | Top Updates on Corona - OTV News (in ଆମେରିକୀୟ ଇଂରାଜୀ). Retrieved 2020-12-29.
  2. Chatterjee, Mrinal (29 December 2020). "Television in Odisha" (PDF). Odisha State Open University.
  3. Nahak, Dr Fakira Mohan (2020-12-01). "POLITICAL COMMUNICATION IN ODISHA: A STUDY OF ODIA TELEVISION NEWS CHANNELS". PalArch's Journal of Archaeology of Egypt / Egyptology (in ଇଂରାଜୀ). 17 (6): 4084–4094. ISSN 1567-214X.
  4. "About Odisha TV". Taboola.com (in ଆମେରିକୀୟ ଇଂରାଜୀ). Retrieved 2020-12-29.
  5. "OTV : TV schedule India". tvscheduleindia.com. Archived from the original on 2020-10-26. Retrieved 2020-12-29.