ଡିଡି ଓଡ଼ିଆ

ଉଇକିପିଡ଼ିଆ‌ରୁ
ଦୂରଦର୍ଶନ ଓଡ଼ିଆ
ପ୍ରକାରଦୂରଦର୍ଶନ
ଦେଶIndia ଭାରତ
ଉପଲବ୍ଧତାIndia and parts of Asia, China and Gulf Countries.
ସଂସ୍ଥାପକby ଭାରତ ସରକାର
ମୁଖ୍ୟାଳୟଭୁବନେଶ୍ୱର, ଓଡ଼ିଶା, ଭାରତ
ମାଲିକପ୍ରସାର ଭାରତୀ
Launch date୧୯୯୪ (ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱର)
Former namesଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱର
Official websiteddkbbsr.gov.in

ଡିଡି ଓଡ଼ିଆ ଏକ ଭାରତୀୟ ସରକାରୀ ଓଡ଼ିଆ ପ୍ରଥମ ଟେଲିଭିଜନ ଚ୍ୟାନେଲ । ଏହା ଓଡ଼ିଶାର ଭୁବନେଶ୍ୱରରେ ଅବସ୍ଥାପିତ ଓ ଦୂରଦର୍ଶନର ଏକ ଅଂଶ ।[୧] ୧୯୯୪ରେ ଅବସ୍ଥାପିତ[୨] ଏହା ଦୂରଦର୍ଶନ କେନ୍ଦ୍ର କଟକରୁ ସମ୍ବାଦ, ତଥ୍ୟଭିତ୍ତିକ କାର୍ଯ୍ୟକ୍ରମ, ଧାରାବାହିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପ୍ରସାରଣ କରିଥାଏ ।[୩]

ଇତିହାସ

ଡିଡି ଓଡ଼ିଆ[୪] ଓଡ଼ିଆରେ ଏକ ଉପଗ୍ରହ ଚ୍ୟାନେଲ ଭାବେ ୧୯୯୪ ମସିହାରେ ଆରମ୍ଭ ହୋଇଥିଲା । ଡିଡି ଓଡ଼ିଆ ଧାରାବାହିକ, ସାଂସ୍କୃତିକ କାର୍ଯ୍ୟକ୍ରମ, ସୂଚନାଭିତ୍ତିକ କାର୍ଯ୍ୟକ୍ରମ, ସମ୍ବାଦ ଏବଂ ସାମ୍ପ୍ରତିକ ବ୍ୟାପାର ଇତ୍ୟାଦି ପ୍ରସାରଣ କରେ ।[୫] ଏହାର ଅଧିକାଂଶ କାର୍ଯ୍ୟକ୍ରମ ଭୁବନେଶ୍ୱର, ସମ୍ବଲପୁର ଏବଂ ଭବାନୀପାଟଣାର ଦୂରଦର୍ଶନ କେନ୍ଦ୍ରରେ ପ୍ରସ୍ତୁତ କରାଯାଇଥାଏ ।

ପ୍ରସାରିତ ଧାରାବାହିକ

  • ସମ୍ପର୍କ
  • ଦୁହିତା
  • ଛାନିଆ
  • ମହାଯଜ୍ଞ
  • ମା
  • ଜନନୀ
  • ସୁନା କଳସ
  • କଥା ସରିତା
  • ସ୍ୱପ୍ନା
  • ଚୋରାବାଲି

ଇତ୍ୟାଦି

ଆଧାର

  1. "DD Odia - ଡିଡି ଓଡ଼ିଆ". www.sat-address.com. Retrieved 13 October 2016.
  2. "DD Odia - LyngSat". www.lyngsat.com. Retrieved 13 October 2016.
  3. "Oriya Channels". ORIYA NEWS. 3 July 2011. Retrieved 13 October 2016.
  4. "DD Odia - LyngSat". www.lyngsat.com. Retrieved 13 October 2016.
  5. "Oriya Channels". ORIYA NEWS. 3 July 2011. Retrieved 13 October 2016.

ବାହାର ଆଧାର