ଏଡୋକ୍ସାବାନ

ଉଇକିପିଡ଼ିଆ‌ରୁ
ଏଡୋକ୍ସାବାନ
Clinical data
Trade namesSavaysa, Lixiana, Roteas, others
SynonymsDU-176b
AHFS/Drugs.commonograph
MedlinePlusa614055
data
Pregnancy
category
  • US: N (Not classified yet) [୧]
Routes of
administration
By mouth
Legal status
Legal status
Pharmacokinetic data
Bioavailability62%; Tmax 1–2 hours[୫]
Protein binding55%[୫]
Metabolismminimal CES1, CYP3A4/5, hydrolysis, glucuronidation[୫]
Elimination half-life10–14 hours[୫]
Excretion62% feces, 35% urine (97% of 60 mg)[୫]
Identifiers
  • N'-(5-chloropyridin-2-yl)-N-[(1S,2R,4S)-4-(dimethylcarbamoyl)-2-[(5-methyl-6,7-dihydro-4H-[1,3]thiazolo[5,4-c]pyridine-2-carbonyl)amino]cyclohexyl]oxamide
Chemical and physical data
FormulaC24H30ClN7O4S
Molar mass୫୪୮.୦୬ g·mol−1
3D model (JSmol)
  • CN1CCC2=C(C1)SC(=N2)C(=O)N[C@@H]3C[C@H](CC[C@@H]3NC(=O)C(=O)NC4=NC=C(C=C4)Cl)C(=O)N(C)C
  • InChI=1S/C24H30ClN7O4S/c1-31(2)24(36)13-4-6-15(27-20(33)21(34)30-19-7-5-14(25)11-26-19)17(10-13)28-22(35)23-29-16-8-9-32(3)12-18(16)37-23/h5,7,11,13,15,17H,4,6,8-10,12H2,1-3H3,(H,27,33)(H,28,35)(H,26,30,34)/t13-,15-,17+/m0/s1 ☒N
  • Key:HGVDHZBSSITLCT-JLJPHGGASA-N ☒N
  (verify)

ଡୋକ୍ସାବାନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଲିକ୍ସିଆନା, ହେଉଛି ଏକ ଆଣ୍ଟିକୋଏଗୁଲାଣ୍ଟ (ରକ୍ତ ପତଳା) ଯାହା ରକ୍ତ ଜମାଟ ବାନ୍ଧିବା ପ୍ରତିରୋଧ ଏବଂ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୬] ପ୍ରୋସ୍ଥେଟିକ୍ ହାର୍ଟ ଭଲଭ୍ ସହିତ ଏହା ସୁରକ୍ଷିତ କି ନାହିଁ ତାହା ସ୍ପଷ୍ଟ ନୁହେଁ ।[୬] ଏହାକୁ ଦିନକୁ ଥରେ ପାଟିରେ ଦିଆଯାଏ; ଶରୀରର ଓଜନ ଏବଂ ବୃକ୍‌କର କାର୍ଯ୍ୟକ୍ଷମତା ଉପରେ ନିର୍ଭର କରି ୩୦ ମିଗ୍ରା କିମ୍ବା ୬୦ ମିଗ୍ରା ଔଷଧ ଦିଆଯାଏ । [୬]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନାକରୁ ରକ୍ତସ୍ରାବ, ମୂତ୍ରରେ ରକ୍ତ ଏବଂ ରକ୍ତହୀନତା ହୋଇପାରେ ।[୭] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଚର୍ମ ରାସ ଏବଂ ମସ୍ତିଷ୍କ ରକ୍ତସ୍ରାବ ହୋଇପାରେ ।[୬] ୱାର୍ଫାରିନ୍ ତୁଳନାରେ ଏହାର କମ୍ ପାରସ୍ପରିକ ପ୍ରତିକ୍ରିୟା ଅଛି ।[୫] ଏହା ଏକ ଡାଇରେକ୍ଟ ଫ୍ୟାକ୍ଟର ଏକ୍ସେ ଇନହିବିଟର ପରିବାରର ଔଷଧ ।[୬]

ଡାଇଚି ସାଙ୍କିଓ ଏହି ଏଡୋକ୍ସାବାନ ବିକଶିତ କରିଥିଲେ ଏବଂ ୨୦୧୧ ମସିହାରେ ଜାପାନରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୮] ଯୁକ୍ତରାଷ୍ଟ୍ର ଏବଂ ୟୁରୋପରେ ୨୦୧୫ରେ ଅନୁମୋଦିତ ହୋଇଥିଲା ।[୭][୯] ଯୁକ୍ତରାଜ୍ୟରେ ଏହାର ଏକ ମାସର ଖର୍ଚ୍ଚ ୨୦୨୧ ମସିହାରେ ୫୦ ପାଉଣ୍ଡ ଥିଲା ଯାହା ୱାରଫାରିନ ମୂଲ୍ୟର ୫୦ ଗୁଣ ଥିଲା ।[୬] [୧୦] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୯୦ ଡଲାର ଅଟେ ।[୧୧]

ଆଧାର[ସମ୍ପାଦନା]

  1. "Edoxaban (Savaysa) Use During Pregnancy". Drugs.com. 17 June 2020. Archived from the original on 18 May 2021. Retrieved 18 May 2021.
  2. "Lixiana EPAR". European Medicines Agency (EMA). Archived from the original on 24 October 2020. Retrieved 23 July 2020.
  3. "Roteas EPAR". European Medicines Agency (EMA). Archived from the original on 25 November 2020. Retrieved 25 September 2020.
  4. "Savaysa- edoxaban tosylate tablet, film coated". DailyMed. 24 April 2020. Archived from the original on 23 July 2020. Retrieved 23 July 2020.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ Parasrampuria DA, Truitt KE (June 2016). "Pharmacokinetics and Pharmacodynamics of Edoxaban, a Non-Vitamin K Antagonist Oral Anticoagulant that Inhibits Clotting FactorXa". Clinical Pharmacokinetics. 55 (6): 641–55. doi:10.1007/s40262-015-0342-7. PMC 4875962. PMID 26620048.
  6. ୬.୦ ୬.୧ ୬.୨ ୬.୩ ୬.୪ ୬.୫ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 135-136. ISBN 978-0-85711-369-6.{{cite book}}: CS1 maint: date format (link)
  7. ୭.୦ ୭.୧ "Lixiana 60mg Film-Coated Tablets - Summary of Product Characteristics (SmPC) - (emc)". www.medicines.org.uk. Archived from the original on 5 March 2021. Retrieved 18 May 2021.
  8. "First market approval in Japan for Lixiana (Edoxaban)" (Press release). 2011-04-22. Archived from the original on 2013-11-06.
  9. "Edoxaban Tosylate Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 14 July 2021.
  10. Hitchings, Andrew; Lonsdale, Dagan; Burrage, Daniel; Baker, Emma (2019). The Top 100 Drugs: Clinical Pharmacology and Practical Prescribing (in ଇଂରାଜୀ) (2nd ed.). Elsevier. pp. 118–119. ISBN 978-0-7020-7442-4. Archived from the original on 2021-05-22. Retrieved 2021-11-09.
  11. "Edoxaban Prices, Coupons & Savings Tips - GoodRx". GoodRx. Retrieved 14 July 2021.