୨୦୧୬ କବାଡି ବିଶ୍ୱ କପ
୨୦୧୬ କବାଡି ବିଶ୍ୱ କପ, ସାଧାରଣ ଶୈଳୀର କବାଡି ପାଇଁ ତୃତୀୟ ବିଶ୍ୱ କପ , ବର୍ତ୍ତମାନ ଅକ୍ଟୋବର ୭ରୁ ୨୨ ମଧ୍ୟରେ ଭାରତର ଅହମଦାବାଦ ସହରରେ ଅନ୍ତର୍ଜାତିକ କବାଡି ମହାସଂଘ ଆନୁକୁଲ୍ୟରେ ଚାଲିଛି । ଏଥିରେ ବିଶ୍ୱର ୧୨ଟି ଦେଶ ଅଂଶ ଗ୍ରହଣ କରୁଛନ୍ତି ।
ଅଂଶଗ୍ରହଣକାରୀ ଦେଶ ସମୂହ
[ସମ୍ପାଦନା]Team | Captain |
---|---|
ଅଷ୍ଟ୍ରେଲିଆ | କ୍ୟାମ୍ପବେଲ ବ୍ରାଉନ୍ |
ବାଂଲାଦେଶ | ମହମ୍ମଦ ଆରାଡୁଜାମାନ୍ ମୁନ୍ସି |
ଇଂଲଣ୍ଡ | ସୋମେଶ୍ୱର କାଳିଆ |
ଭାରତ | ଅନୁପ କୁମାର |
Iran | ମିରାଜ୍ ଶେଖ୍ |
ଜାପାନ | ମାସାୟୁକି ଶିମୋକାୱା |
କେନିୟା | ଡେଭିଡ ମୋସାମବାଇ |
ପୋଲାଣ୍ଡ | ମିଚାଲ୍ ସ୍ପିକ୍ସ୍କୋ |
ଦକ୍ଷିଣ କୋରିଆ | ଡୋଙ୍ଗ୍ ଜୁ ହଙ୍ଗ୍ |
ଥାଇଲ୍ୟାଣ୍ଡ | ଖୋମସାନ୍ ଥୋଙ୍ଗକମ୍ |
ଆର୍ଜେଣ୍ଟିନା | ଡେସକ୍ଲୋ ଏଲିୟସ୍ |
United States | ଟ୍ରାଇ ବେକନ୍ |
ପ୍ରାଙ୍ଗଣ
[ସମ୍ପାଦନା]ବର୍ତ୍ତମାନ ଚାଲିଥିବା ବିଶ୍ୱ କପ କବାଡି ଅହମଦାବାଦସ୍ଥିତ ନୂତନ ନିର୍ମିତ ଏକ ଆଭ୍ଯନ୍ତରୀଣ ଷ୍ଟାଡିୟମରେ ଚାଲିଛି ଯାହାକୁ 'ଆରେନା " ବୋଲି କୁହାଯାଇପାରେ । ୪୦୦୦ ଦର୍ଶକ ବସି ଉପଭୋଗ କରିପାରୁଥିବା ଏହି ଷ୍ଟାଡିଉମ କବାଡି ପାଇଁ ନିର୍ଧାରିତ ମାନକ ଅନୁସାରେ ନିର୍ମିତ .
ଅନ୍ତର୍ଜାତିକ ସ୍ତରାରେ କବାଡିର ସ୍ଥିତି
ଭାରତରେ କବାଡି ବହୁ କାଳରୁ ପ୍ରଚଳିତ ଲୋକ କ୍ରୀଡ଼ା ଭାବରେ ରହିଥିବାବେଳେ , ଏହା କ୍ରମଶ ନିକଟବର୍ତୀ ଉପମହାଦେଶୀୟ ଦେଶ ସମୂହରେ ମଧ୍ୟ ଲୋକପ୍ରିୟ ହେବାକୁ ଲାଗିଲା । କ୍ରମେ ଏହା ବିଶ୍ୱର ସବୁ ପ୍ରାନ୍ତର ଦେଶ , ଇଂଲଣ୍ଡ , ଆମେରିକା , ଅଷ୍ଟ୍ରେଲିଆ , ଇରାନ , କୋରିଆ , ଜାପାନ , ଚୀନ , ଅର୍ଜେଣ୍ଟିନା ,ପୋଲାଣ୍ଡ ଦେଶରେ ମଧ୍ୟ ଆଦୃତ ହେଲାଣି । ଏହା ଏକ ସରଲ ଖେଳ ହୋଇଥିଲେ ମଧ୍ୟ ବିଶେଷ ଆକର୍ଷଣୀୟ ହେଇଥାଏ ଓ ଏହା ଖେଳିବାକୁ କୌଣସି ସ୍ୱତନ୍ତ୍ର ଉପକରଣର ଆବଶ୍ୟକତା ହେଇ ନ ଥାଏ । ଏହା ଯେ କୌଣସି ସମତୁଲ ପ୍ରାନ୍ତରରେ ଖେଳା ଯାଇପାରେ ।
ସଂକେତ ଚିତ୍ର
[ସମ୍ପାଦନା]ଏହି ବିଶ୍ୱ କପ ପାଇଁ ସଂକେତ ହିସାବରେ ଗିରନାରର ସିଂହ ଚିତ୍ର ଥାଇ ଏକ ସଂକେତ ବ୍ୟବହାର କରାଯାଉଛି । ଏହି ମାସ୍କଟ ଭରତ ସରକାରଙ୍କ କ୍ରୀଡ଼ା ମନ୍ତ୍ରୀ ବିଜଯ ଗୋୟେଲଙ୍କଦ୍ୱାରା ୧୪ ସେପ୍ଟେମ୍ବର ୨୦୧୬ରେ ଉଦ୍ ଘାଟିତ ହେଇଥିଲା ।
ପ୍ରସାରଣ
[ସମ୍ପାଦନା]- ଟେଲିଭିଜନ
- ଏହି ପ୍ରତୋଗୀତାକୁ ବିଶ୍ୱବ୍ୟାପି ଲୋକମାନେ ଦେଖିପାରିବାର ବ୍ୟବସ୍ଥା କରାଯାଇଛି । ପୃଥିବୀର ବିଭିନ୍ନ ଅଞ୍ଚଳ ପାଇଁ ବିଭିନ୍ନ କ୍ରୀଡ଼ା ଚ୍ୟାନେଲ ଜରିଆରେ ଏହାର ଖେଳ ସବୁର ଜୀବନ୍ତ ପ୍ରସାରଣ କରାଯାଉଛି ।
ଦେଶ | ପ୍ରସାରଣକର୍ତା |
---|---|
India | Star Sports |
United Kingdom | Sky Sports |
United States | Fox Sports |
Canada | Commonwealth Broadcasting Network |
ଛାଞ୍ଚ:Country data KSA | OSN Sports |
Latin America | ESPN |
Online | hotstar.com |
ଖେଳସୁଚି
[ସମ୍ପାଦନା]Pool A | Pool B |
---|---|
India Bangladesh |
Iran United States |
ଗ୍ରୁପ ସ୍ତର
[ସମ୍ପାଦନା]ପଏଣ୍ଟନିୟମ
ଜିତିଳେ | ୫ ପଏଣ୍ଟ |
ଡ୍ର | ୩ପଏଣ୍ଟ |
ହାରିଲେ ( ୭ ପଏଣ୍ଟ ବା କମ ) |
୧ ପଏଣ୍ଟ |
ହାରିଲେ ( ୭ ପଏଣ୍ଟରୁ ବେଶୀ )) | ୦ ପଏଣ୍ଟ |
Pool A
[ସମ୍ପାଦନା]Team | Pld | W | D | L | SF | SA | SD | Pts |
---|---|---|---|---|---|---|---|---|
South Korea | 5 | 5 | 0 | 0 | 256 | 148 | 108 | 25 |
ଭାରତ | 4 | 3 | 0 | 1 | 217 | 94 | 123 | 16 |
Bangladesh | 4 | 2 | 0 | 2 | 184 | 118 | 66 | 11 |
England | 4 | 2 | 0 | 2 | 172 | 161 | 11 | 10 |
Australia | 5 | 1 | 0 | 4 | 146 | 311 | -165 | 5 |
Argentina | 4 | 0 | 0 | 4 | 135 | 278 | -143 | 0 |
- Qualified for semifinals
Pool B
[ସମ୍ପାଦନା]Team | Pld | W | D | L | SF | SA | SD | Pts |
---|---|---|---|---|---|---|---|---|
Iran | 5 | 4 | 0 | 1 | 212 | 141 | 71 | 20 |
Thailand | 4 | 3 | 0 | 1 | 210 | 132 | 78 | 15 |
Japan | 4 | 2 | 0 | 2 | 139 | 127 | 12 | 11 |
Kenya | 4 | 2 | 0 | 2 | 151 | 161 | -10 | 11 |
Poland | 5 | 2 | 0 | 3 | 211 | 206 | 5 | 11 |
United States | 4 | 0 | 0 | 4 | 85 | 241 | -156 | 0 |
ଫାଇନାଲ
[ସମ୍ପାଦନା]ଆଧାର ସବୁ
[ସମ୍ପାଦନା]