୨୦୧୬ କବାଡି ବିଶ୍ୱ କପ
୨୦୧୬ କବାଡି ବିଶ୍ୱ କପ, ସାଧାରଣ ଶୈଳୀର କବାଡି ପାଇଁ ତୃତୀୟ ବିଶ୍ୱ କପ , ବର୍ତ୍ତମାନ ଅକ୍ଟୋବର ୭ରୁ ୨୨ ମଧ୍ୟରେ ଭାରତର ଅହମଦାବାଦ ସହରରେ ଅନ୍ତର୍ଜାତିକ କବାଡି ମହାସଂଘ ଆନୁକୁଲ୍ୟରେ ଚାଲିଛି । ଏଥିରେ ବିଶ୍ୱର ୧୨ଟି ଦେଶ ଅଂଶ ଗ୍ରହଣ କରୁଛନ୍ତି ।
ଅଂଶଗ୍ରହଣକାରୀ ଦେଶ ସମୂହ
[ସମ୍ପାଦନା]| Team | Captain |
|---|---|
| କ୍ୟାମ୍ପବେଲ ବ୍ରାଉନ୍ | |
| ମହମ୍ମଦ ଆରାଡୁଜାମାନ୍ ମୁନ୍ସି | |
| ସୋମେଶ୍ୱର କାଳିଆ | |
| ଅନୁପ କୁମାର | |
| ମିରାଜ୍ ଶେଖ୍ | |
| ମାସାୟୁକି ଶିମୋକାୱା | |
| ଡେଭିଡ ମୋସାମବାଇ | |
| ମିଚାଲ୍ ସ୍ପିକ୍ସ୍କୋ | |
| ଡୋଙ୍ଗ୍ ଜୁ ହଙ୍ଗ୍ | |
| ଖୋମସାନ୍ ଥୋଙ୍ଗକମ୍ | |
| ଡେସକ୍ଲୋ ଏଲିୟସ୍ | |
| ଟ୍ରାଇ ବେକନ୍ |

ପ୍ରାଙ୍ଗଣ
[ସମ୍ପାଦନା]ବର୍ତ୍ତମାନ ଚାଲିଥିବା ବିଶ୍ୱ କପ କବାଡି ଅହମଦାବାଦସ୍ଥିତ ନୂତନ ନିର୍ମିତ ଏକ ଆଭ୍ଯନ୍ତରୀଣ ଷ୍ଟାଡିୟମରେ ଚାଲିଛି ଯାହାକୁ 'ଆରେନା " ବୋଲି କୁହାଯାଇପାରେ । ୪୦୦୦ ଦର୍ଶକ ବସି ଉପଭୋଗ କରିପାରୁଥିବା ଏହି ଷ୍ଟାଡିଉମ କବାଡି ପାଇଁ ନିର୍ଧାରିତ ମାନକ ଅନୁସାରେ ନିର୍ମିତ .
ଅନ୍ତର୍ଜାତିକ ସ୍ତରାରେ କବାଡିର ସ୍ଥିତି
ଭାରତରେ କବାଡି ବହୁ କାଳରୁ ପ୍ରଚଳିତ ଲୋକ କ୍ରୀଡ଼ା ଭାବରେ ରହିଥିବାବେଳେ , ଏହା କ୍ରମଶ ନିକଟବର୍ତୀ ଉପମହାଦେଶୀୟ ଦେଶ ସମୂହରେ ମଧ୍ୟ ଲୋକପ୍ରିୟ ହେବାକୁ ଲାଗିଲା । କ୍ରମେ ଏହା ବିଶ୍ୱର ସବୁ ପ୍ରାନ୍ତର ଦେଶ , ଇଂଲଣ୍ଡ , ଆମେରିକା , ଅଷ୍ଟ୍ରେଲିଆ , ଇରାନ , କୋରିଆ , ଜାପାନ , ଚୀନ , ଅର୍ଜେଣ୍ଟିନା ,ପୋଲାଣ୍ଡ ଦେଶରେ ମଧ୍ୟ ଆଦୃତ ହେଲାଣି । ଏହା ଏକ ସରଲ ଖେଳ ହୋଇଥିଲେ ମଧ୍ୟ ବିଶେଷ ଆକର୍ଷଣୀୟ ହେଇଥାଏ ଓ ଏହା ଖେଳିବାକୁ କୌଣସି ସ୍ୱତନ୍ତ୍ର ଉପକରଣର ଆବଶ୍ୟକତା ହେଇ ନ ଥାଏ । ଏହା ଯେ କୌଣସି ସମତୁଲ ପ୍ରାନ୍ତରରେ ଖେଳା ଯାଇପାରେ ।
ସଂକେତ ଚିତ୍ର
[ସମ୍ପାଦନା]ଏହି ବିଶ୍ୱ କପ ପାଇଁ ସଂକେତ ହିସାବରେ ଗିରନାରର ସିଂହ ଚିତ୍ର ଥାଇ ଏକ ସଂକେତ ବ୍ୟବହାର କରାଯାଉଛି । ଏହି ମାସ୍କଟ ଭରତ ସରକାରଙ୍କ କ୍ରୀଡ଼ା ମନ୍ତ୍ରୀ ବିଜଯ ଗୋୟେଲଙ୍କଦ୍ୱାରା ୧୪ ସେପ୍ଟେମ୍ବର ୨୦୧୬ରେ ଉଦ୍ ଘାଟିତ ହେଇଥିଲା ।
ପ୍ରସାରଣ
[ସମ୍ପାଦନା]- ଟେଲିଭିଜନ
- ଏହି ପ୍ରତୋଗୀତାକୁ ବିଶ୍ୱବ୍ୟାପି ଲୋକମାନେ ଦେଖିପାରିବାର ବ୍ୟବସ୍ଥା କରାଯାଇଛି । ପୃଥିବୀର ବିଭିନ୍ନ ଅଞ୍ଚଳ ପାଇଁ ବିଭିନ୍ନ କ୍ରୀଡ଼ା ଚ୍ୟାନେଲ ଜରିଆରେ ଏହାର ଖେଳ ସବୁର ଜୀବନ୍ତ ପ୍ରସାରଣ କରାଯାଉଛି ।
| ଦେଶ | ପ୍ରସାରଣକର୍ତା |
|---|---|
| Star Sports | |
| Sky Sports | |
| Fox Sports | |
| Commonwealth Broadcasting Network | |
| ଛାଞ୍ଚ:Country data KSA | OSN Sports |
| Latin America | ESPN |
| Online | hotstar.com |
ଖେଳସୁଚି
[ସମ୍ପାଦନା]| Pool A | Pool B |
|---|---|
|
|
ଗ୍ରୁପ ସ୍ତର
[ସମ୍ପାଦନା]ପଏଣ୍ଟନିୟମ
| ଜିତିଳେ | ୫ ପଏଣ୍ଟ |
| ଡ୍ର | ୩ପଏଣ୍ଟ |
| ହାରିଲେ ( ୭ ପଏଣ୍ଟ ବା କମ ) |
୧ ପଏଣ୍ଟ |
| ହାରିଲେ ( ୭ ପଏଣ୍ଟରୁ ବେଶୀ )) | ୦ ପଏଣ୍ଟ |
Pool A
[ସମ୍ପାଦନା]| Team | Pld | W | D | L | SF | SA | SD | Pts |
|---|---|---|---|---|---|---|---|---|
| 5 | 5 | 0 | 0 | 256 | 148 | 108 | 25 | |
| 4 | 3 | 0 | 1 | 217 | 94 | 123 | 16 | |
| 4 | 2 | 0 | 2 | 184 | 118 | 66 | 11 | |
| 4 | 2 | 0 | 2 | 172 | 161 | 11 | 10 | |
| 5 | 1 | 0 | 4 | 146 | 311 | -165 | 5 | |
| 4 | 0 | 0 | 4 | 135 | 278 | -143 | 0 |
- Qualified for semifinals
Pool B
[ସମ୍ପାଦନା]| Team | Pld | W | D | L | SF | SA | SD | Pts |
|---|---|---|---|---|---|---|---|---|
| 5 | 4 | 0 | 1 | 212 | 141 | 71 | 20 | |
| 4 | 3 | 0 | 1 | 210 | 132 | 78 | 15 | |
| 4 | 2 | 0 | 2 | 139 | 127 | 12 | 11 | |
| 4 | 2 | 0 | 2 | 151 | 161 | -10 | 11 | |
| 5 | 2 | 0 | 3 | 211 | 206 | 5 | 11 | |
| 4 | 0 | 0 | 4 | 85 | 241 | -156 | 0 |
ଫାଇନାଲ
[ସମ୍ପାଦନା]ଆଧାର ସବୁ
[ସମ୍ପାଦନା]