ସ୍ୱାଗତିକା ସ୍ୱାଇଁ
ଦେଖଣା
ସ୍ୱାଗତିକା ସ୍ୱାଇଁ | |
---|---|
ଜନ୍ମ ଓ ଜନ୍ମସ୍ଥାନ | କଟକ | ୪ ଜାନୁଆରୀ ୧୯୭୪
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସ୍ୱାଗତିକା ସ୍ୱାଇଁ (ଜନ୍ମ: ୪ ଜାନୁଆରୀ ୧୯୭୪)[୧] ଜଣେ ଓଡ଼ିଆ ସାହିତ୍ୟିକା ।[୨][୩][୪] ଏଯାବତ ତାଙ୍କର ୩ଟି ଗଳ୍ପ ସଂକଳନ ଓ ୭ଟି ଉପନ୍ୟାସ ପ୍ରକାଶ ପାଇସାରିଛି । ନାରୀର ସ୍ୱପ୍ନ, ସଂଘର୍ଷ ଓ ଆଧୁନିକ ଜୀବନଧାରା ତାଙ୍କ ରଚନାରେ ପ୍ରମୁଖ ସ୍ଥାନ ପାଇଥାଏ ।
ରଚନାବଳୀ
[ସମ୍ପାଦନା]ଗଳ୍ପ ସଂକଳନ
[ସମ୍ପାଦନା]- ଅସଂପର୍କ
- ଏଇ ଦୁଃଖର ନାଁ ନାଇଁ
- ଆକାଶର ରଙ୍ଗ କଳା
ଉପନ୍ୟାସ
[ସମ୍ପାଦନା]- ନିକୁଲ
- ଏକା ଏକା
- ପାସୱାର୍ଡ଼
- ଦ୍ରୋହକାଳ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- କଥା ନବପ୍ରତିଭା ସମ୍ମାନ
- ଜଗଦୀଶ ଯୁବ ସମ୍ମାନ (ଜଗଦୀଶ ମହାନ୍ତି ଟ୍ରଷ୍ଟ)[୫]
- କିଶୋରୀ ଚରଣ ସାହିତ୍ୟ ପୁରସ୍କାର - ୨୦୧୫ (କିଶୋରୀ ଚରଣ ସ୍ମୃତି ସଂସଦ)[୬]
- ଅକ୍ଷୟ ଉପନ୍ୟାସ ପୁରସ୍କାର, ୨୦୨୧ (ପ୍ରତିଭା ରାୟ ଫାଉଣ୍ଡେସନ ଟ୍ରଷ୍ଟ)[୭]
ଆଧାର
[ସମ୍ପାଦନା]- ↑ "ଲେଖକ ତମାମ ଜୀବନ ନିଜକୁ ହିଁ ଲେଖୁଥାଏ". sambadepaper.com. p. ୪. Archived from the original on ୧୬ ମଇ ୨୦୨୧. Retrieved 16 May 2021.
{{cite web}}
: Check date values in:|archivedate=
(help) - ↑ "Inbrief/Parichay felicitates 12 women achievers". www.dailypioneer.com. 08 March 2015. Retrieved 26 February 2021.
{{cite news}}
: Check date values in:|date=
(help) - ↑ "Kalinga Literary Festival organizing annual Kandhamal Literary Festival on 26th November 2017 at Phulbani". Odisha Diary. 7 November 2017. Retrieved 26 February 2021.
- ↑ "ଆର୍କାଇଭ୍ କପି". Archived from the original on 2018-02-26. Retrieved 2018-03-19.
{{cite web}}
: Cite has empty unknown parameter:|1=
(help) - ↑ "କଥା ଝରକା" (ମାର୍ଚ୍ଚ ୨୦୧୮): ୩୬. Retrieved 19 March 2018.
{{cite journal}}
:|first=
missing|last=
(help); Cite journal requires|journal=
(help)[permanent dead link] - ↑ "Writer's work goes digital". telegraphindia.com. Retrieved 26 February 2021.
- ↑ "Writer Swain to get first Akshaya Ray Award". dailypioneer.com. Retrieved 16 May 2021.