Jump to content

ସଫ୍ଟଓଏର ସ୍ୱାଧୀନତା ଦିବସ

ଉଇକିପିଡ଼ିଆ‌ରୁ
ସଫ୍ଟଓଏର ସ୍ୱାଧୀନତା ଦିବସ ଲୋଗୋ ।

ସଫ୍ଟଓଏର ସ୍ୱାଧୀନତା ଦିବସ (SFD) ଖୋଲା ସଫ୍ଟଓଏରର ଏକ ବାର୍ଷିକ ବିଶ୍ୱବ୍ୟାପୀ ପାଳନ ଉତ୍ସବ । . ଫ୍ରି ସଫ୍ଟଓଏର ବାବଦରେ ସଚେତନତା ବୃଦ୍ଧି, ଏହାର ଉପଯୋଗୀତା, ଓ ଏହାର ବ୍ୟବହାର ବୃଦ୍ଧି ଲକ୍ଷରେ ଏହା ପାଳିତ ।

ସଫ୍ଟଓଏର ସ୍ୱାଧୀନତା ଦିବସ ୨୦୦୪ ମସିହାରେ ସ୍ଥାପିତ ହୋଇ ସେହି ବର୍ଷ ଅଗଷ୍ଟ ୨୮ ତାରିଖରେ ପ୍ରଥମ କରି ପାଳିତ ହୋଇଥିଲା । ପ୍ରଥମ ସଫ୍ଟଓଏର ସ୍ୱାଧୀନତା ଦିବସରେ ପାଖାପାଖି ୧୨ଟି ଦଳ ଭାଗ ନେଇଥଲେ । ତାହା ପରଠାରୁ ଏହା ଜଣାଶୁଣା ହୋଇଛି ଓ ଏହାର ଆୟୋଜକମାନେ ୨୦୧୦ ବେଳକୁ ୧୦୦୦ଟି ଦଳ ତିଆରି ହେବା ଆଶା କରିଥିଲେ ।[] ଗତ ଦୁଇ ବର୍ଷ ଭିତରେ ଏହା ୪୦୦ରୁ ଅଧିକ ସହରରେ ପାଳିତ ଓ ୨୦୦୯ରୁ ୩୦% ଅଧିକ ବୃଦ୍ଧି ପରିଲକ୍ଷିତ ।

୨୦୦୬ ପରଠାରୁ ସଫ୍ଟଓଏର ସ୍ୱାଧୀନତା ଦିବସ ସେପ୍ଟେମ୍ବର ମାସର ତୃତୀୟ ସପ୍ତାହରେ ପାଳିତ ହୋଇଆସୁଛି । କେବେ କେବେ ଏହା ଯୋଗକୁ " ବିଶ୍ୱ ଜଳଦସ୍ୟୁଙ୍କ ଭଳି କଥା କୁହା ଦିବସ" ପାଳନ ଦିନ ପଡ଼ିଥାଏ ।


SFD କାର୍ଯ୍ୟକ୍ରମ

[ସମ୍ପାଦନା]
ସମୟ ଦଳ ଦେଶ ଉତ୍ସ
୨୮ ଅଗଷ୍ଟ ୨୦୦୪
୧୨ - linux.com Archived 2013-07-30 at the Wayback Machine.
୧୦ ସେପ୍ଟେମ୍ବର ୨୦୦୫ ୧୩୬ ୬୦ linux.com Archived 2013-07-30 at the Wayback Machine. SFD ୨୦୦୫ ମାନଚିତ୍ର Archived 2012-06-21 at the Wayback Machine.
୧୬ ସେପ୍ଟେମ୍ବର ୨୦୦୬
୧୮୦ ୭୦ SFD ୨୦୦୬ ମାନଚିତ୍ର Archived 2012-06-21 at the Wayback Machine.
୧୫ ସେପ୍ଟେମ୍ବର ୨୦୦୭
୨୮୬ ୮୦ SFD ୨୦୦୭ ମାନଚିତ୍ର Archived 2012-06-21 at the Wayback Machine.
୨୦ ସେପ୍ଟେମ୍ବର ୨୦୦୮
୫୬୩ ୯୦ SFD ୨୦୦୮ ମାନଚିତ୍ର Archived 2012-04-21 at the Wayback Machine.
୧୯ ସେପ୍ଟେମ୍ବର ୨୦୦୯
୭୦୦ ୯୦ SFD ୨୦୦୯ ମାନଚିତ୍ର Archived 2012-06-21 at the Wayback Machine.
୧୮ ସେପ୍ଟେମ୍ବର ୨୦୧୦
୩୯୭ ୯୦ SFD ୨୦୧୦ ମାନଚିତ୍ର Archived 2012-05-19 at the Wayback Machine.
୧୭ ସେପ୍ଟେମ୍ବର ୨୦୧୧
୪୪୨ ୮୭ SFD ୨୦୧୧ ମାନଚିତ୍ର Archived 2012-07-28 at the Wayback Machine.
୧୫ ସେପ୍ଟେମ୍ବର ୨୦୧୨
୩୦୧ ୭୩ SFD ୨୦୧୨ ମାନଚିତ୍ର Archived 2013-06-16 at the Wayback Machine.
୨୧ ସେପ୍ଟେମ୍ବର ୨୦୧୩
୩୧୬ ୮୧ SFD ୨୦୧୩ ମାନଚିତ୍ର Archived 2013-08-18 at the Wayback Machine.
୨୦ ସେପ୍ଟେମ୍ବର ୨୦୧୪
୧୯୭ ୫୯ SFD ୨୦୧୪ ମାନଚିତ୍ର Archived 2014-07-27 at the Wayback Machine.
୧୯ ସେପ୍ଟେମ୍ବର ୨୦୧୫
୧୪୧ ୪୭ SFD ୨୦୧୫ 2015 map Archived 2016-12-21 at the Wayback Machine.

ଅନ୍ୟାନ୍ୟ ସ୍ୱାଧୀନତା ଦିବସ

[ସମ୍ପାଦନା]

ଡିଜିଟାଲ ଫ୍ରିଡ଼ମ ଫାଉଣ୍ଡେସନ ଅନ୍ୟାନ୍ୟ ସ୍ୱାଧୀନତା ଦିବସ ମଧ୍ୟ ପାଳିଥାଏ:

ଅଧିକ ପଠନ

[ସମ୍ପାଦନା]
  • ଫ୍ରି ସଫ୍ଟ ଓଏରର ରୂପରେଖ
  • ସଂସ୍କୃତି ସ୍ୱାଧୀନତା ଦିବସ
  • ଡକୁମେଣ୍ଟ ସ୍ୱାଧୀନତା ଦିବସ
  • ହାର୍ଡ଼ଓଏର ସ୍ୱାଧୀନତା ଦିବସ
  • ବିଶ୍ୱ DRM ବିରୋଧ ଦିବସ, "ଡିଫେକ୍ଟିଭ ବାଇ ଡିଜାଇନ" କ୍ୟାମ୍ପେନରେ ଫ୍ରି ସଫ୍ଟଓଏର ଫାଉଣ୍ଡେସନଦ୍ୱାରା ପ୍ରଚାରିତ
  1. Fred Muller's blog (President of Software Freedom International)

ବାହାର ଲିଙ୍କ

[ସମ୍ପାଦନା]