ସଫ୍ଟଓଏର ସ୍ୱାଧୀନତା ଦିବସ
ସଫ୍ଟଓଏର ସ୍ୱାଧୀନତା ଦିବସ (SFD) ଖୋଲା ସଫ୍ଟଓଏରର ଏକ ବାର୍ଷିକ ବିଶ୍ୱବ୍ୟାପୀ ପାଳନ ଉତ୍ସବ । . ଫ୍ରି ସଫ୍ଟଓଏର ବାବଦରେ ସଚେତନତା ବୃଦ୍ଧି, ଏହାର ଉପଯୋଗୀତା, ଓ ଏହାର ବ୍ୟବହାର ବୃଦ୍ଧି ଲକ୍ଷରେ ଏହା ପାଳିତ ।
ସଫ୍ଟଓଏର ସ୍ୱାଧୀନତା ଦିବସ ୨୦୦୪ ମସିହାରେ ସ୍ଥାପିତ ହୋଇ ସେହି ବର୍ଷ ଅଗଷ୍ଟ ୨୮ ତାରିଖରେ ପ୍ରଥମ କରି ପାଳିତ ହୋଇଥିଲା । ପ୍ରଥମ ସଫ୍ଟଓଏର ସ୍ୱାଧୀନତା ଦିବସରେ ପାଖାପାଖି ୧୨ଟି ଦଳ ଭାଗ ନେଇଥଲେ । ତାହା ପରଠାରୁ ଏହା ଜଣାଶୁଣା ହୋଇଛି ଓ ଏହାର ଆୟୋଜକମାନେ ୨୦୧୦ ବେଳକୁ ୧୦୦୦ଟି ଦଳ ତିଆରି ହେବା ଆଶା କରିଥିଲେ ।[୧] ଗତ ଦୁଇ ବର୍ଷ ଭିତରେ ଏହା ୪୦୦ରୁ ଅଧିକ ସହରରେ ପାଳିତ ଓ ୨୦୦୯ରୁ ୩୦% ଅଧିକ ବୃଦ୍ଧି ପରିଲକ୍ଷିତ ।
୨୦୦୬ ପରଠାରୁ ସଫ୍ଟଓଏର ସ୍ୱାଧୀନତା ଦିବସ ସେପ୍ଟେମ୍ବର ମାସର ତୃତୀୟ ସପ୍ତାହରେ ପାଳିତ ହୋଇଆସୁଛି । କେବେ କେବେ ଏହା ଯୋଗକୁ " ବିଶ୍ୱ ଜଳଦସ୍ୟୁଙ୍କ ଭଳି କଥା କୁହା ଦିବସ" ପାଳନ ଦିନ ପଡ଼ିଥାଏ ।
SFD କାର୍ଯ୍ୟକ୍ରମ[ସମ୍ପାଦନା]
ସମୟ | ଦଳ | ଦେଶ | ଉତ୍ସ |
---|---|---|---|
୨୮ ଅଗଷ୍ଟ ୨୦୦୪ |
୧୨ | - | linux.com |
୧୦ ସେପ୍ଟେମ୍ବର ୨୦୦୫ | ୧୩୬ | ୬୦ | linux.com SFD ୨୦୦୫ ମାନଚିତ୍ର |
୧୬ ସେପ୍ଟେମ୍ବର ୨୦୦୬ |
୧୮୦ | ୭୦ | SFD ୨୦୦୬ ମାନଚିତ୍ର |
୧୫ ସେପ୍ଟେମ୍ବର ୨୦୦୭ |
୨୮୬ | ୮୦ | SFD ୨୦୦୭ ମାନଚିତ୍ର |
୨୦ ସେପ୍ଟେମ୍ବର ୨୦୦୮ |
୫୬୩ | ୯୦ | SFD ୨୦୦୮ ମାନଚିତ୍ର |
୧୯ ସେପ୍ଟେମ୍ବର ୨୦୦୯ |
୭୦୦ | ୯୦ | SFD ୨୦୦୯ ମାନଚିତ୍ର |
୧୮ ସେପ୍ଟେମ୍ବର ୨୦୧୦ |
୩୯୭ | ୯୦ | SFD ୨୦୧୦ ମାନଚିତ୍ର |
୧୭ ସେପ୍ଟେମ୍ବର ୨୦୧୧ |
୪୪୨ | ୮୭ | SFD ୨୦୧୧ ମାନଚିତ୍ର |
୧୫ ସେପ୍ଟେମ୍ବର ୨୦୧୨ |
୩୦୧ | ୭୩ | SFD ୨୦୧୨ ମାନଚିତ୍ର |
୨୧ ସେପ୍ଟେମ୍ବର ୨୦୧୩ |
୩୧୬ | ୮୧ | SFD ୨୦୧୩ ମାନଚିତ୍ର |
୨୦ ସେପ୍ଟେମ୍ବର ୨୦୧୪ |
୧୯୭ | ୫୯ | SFD ୨୦୧୪ ମାନଚିତ୍ର |
୧୯ ସେପ୍ଟେମ୍ବର ୨୦୧୫ |
୧୪୧ | ୪୭ | SFD ୨୦୧୫ 2015 map |
ଅନ୍ୟାନ୍ୟ ସ୍ୱାଧୀନତା ଦିବସ[ସମ୍ପାଦନା]
ଡିଜିଟାଲ ଫ୍ରିଡ଼ମ ଫାଉଣ୍ଡେସନ ଅନ୍ୟାନ୍ୟ ସ୍ୱାଧୀନତା ଦିବସ ମଧ୍ୟ ପାଳିଥାଏ:
ଅଧିକ ପଠନ[ସମ୍ପାଦନା]
- ଫ୍ରି ସଫ୍ଟ ଓଏରର ରୂପରେଖ
- ସଂସ୍କୃତି ସ୍ୱାଧୀନତା ଦିବସ
- ଡକୁମେଣ୍ଟ ସ୍ୱାଧୀନତା ଦିବସ
- ହାର୍ଡ଼ଓଏର ସ୍ୱାଧୀନତା ଦିବସ
- ବିଶ୍ୱ DRM ବିରୋଧ ଦିବସ, "ଡିଫେକ୍ଟିଭ ବାଇ ଡିଜାଇନ" କ୍ୟାମ୍ପେନରେ ଫ୍ରି ସଫ୍ଟଓଏର ଫାଉଣ୍ଡେସନଦ୍ୱାରା ପ୍ରଚାରିତ
ଆଧାର[ସମ୍ପାଦନା]
- ↑ Fred Muller's blog (President of Software Freedom International)