Jump to content

ସତ୍ୟ ମିଶ୍ର

ଉଇକିପିଡ଼ିଆ‌ରୁ
ସତ୍ୟ ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ (1952-07-01) ୧ ଜୁଲାଇ ୧୯୫୨ (ବୟସ ୭୨)
ରାଜୁସାହି, ଜୟପୁର, କୋରାପୁଟ
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ
ସାହିତ୍ୟ କୃତିବହୁବଚନ

ସତ୍ୟ ମିଶ୍ର (ଜନ୍ମ: ୧ ଜୁଲାଇ ୧୯୫୨) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଗାଳ୍ପିକ । ତାଙ୍କର ମିନିଗଳ୍ପ, ପ୍ରତିଗଳ୍ପ ଓ କ୍ଷୁଦ୍ରଗଳ୍ପର ମିଳିତ ସଂକଳନ ବହୁବଚନ ଏକ ଉଲ୍ଲେଖନୀୟ ରଚନା ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

୭୦ ଦଶକରେ ଓଡ଼ିଆ ଗଳ୍ପ ସାହତ୍ୟର ଜଣେ ଅଗ୍ରଗାମୀ ସ୍ରଷ୍ଟା ଭାବେ ଆତ୍ମପ୍ରକାଶ କରିଥିଲେ ସତ୍ୟ ମିଶ୍ର । ପରିମାଣ ଦୃଷ୍ଟିରୁ ନୁହେଁ ମାତ୍ର ଗୁଣାତ୍ମକ ଦୃଷ୍ଟିରୁ ସେ ଓଡ଼ିଆ କଥା ସାହିତ୍ୟକୁ ପରିପୁଷ୍ଟ କରିଥିଲେ । ପ୍ରଥମ ଗଳ୍ପ ସଂକଳନ ବହୁବଚନ ପ୍ରକାଶ ପାଇଲା ୧୯୭୩ରେ । ତା'ପରେ ୧୯୭୩ରୁ ୨୦୧୩ ପର୍ଯ୍ୟନ୍ତ ତାଙ୍କ ଲେଖନୀ ନିରବ ଥିଲା । ୨୦୧୩ ପରେ ସେ ଲେଖନୀ ଚାଳନା କରି କିଛି ଉଲ୍ଲେଖନୀୟ ଗଳ୍ପ ରଚନା କରିଛନ୍ତି ।[]

ରଚନାବଳୀ

[ସମ୍ପାଦନା]
  • ବହୁ ବଚନ (୧୯୭୩, ୨୦୦୪, ୨୦୧୬, ଗଳ୍ପ)[]
  • ମିଛ ରାସ୍ତାର ସତ (୨୦୧୯, ଗଳ୍ପ)[]
  • ତର୍ଜନୀ (୨୦୨୧, ଗଳ୍ପ)[]
  • ଦୁଷ୍ଟ ଯାଦୁକର (୨୦୨୩, ଗଳ୍ପ)

ସମ୍ମାନ

[ସମ୍ପାଦନା]
  • ଅଖିଳ କଥା ସମ୍ମାନ ୨୦୨୪[]
  1. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୭୦୪. ISBN 81-7400-331-2.
  2. ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ ୪ର୍ଥ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୬୬୨.
  3. ମିଶ୍ର, ସତ୍ୟ (୨୦୧୬). ବହୁ ବଚନ. ପଶ୍ଚିମା ପବ୍ଲିକେଶନ. ISBN 978-81-89098-55-2. {{cite book}}: Check |isbn= value: checksum (help)
  4. ମିଶ୍ର, ସତ୍ୟ (୨୦୧୯). ମିଛ ରାସ୍ତାର ସତ. ଭୁବନେଶ୍ୱର: Dhauli Books. ISBN 978-93-89382-10-5.
  5. ମିଶ୍ର, ସତ୍ୟ (୨୦୨୧). ତର୍ଜନୀ. ଭୁବନେଶ୍ୱର: BLACK EAGLE BOOKS. ISBN 978-1-64560-236-1.
  6. https://samajaepaper.in/imageview_19_1411202422549465_4_73_14-11-2024_7_i_1_sf.html