ସଚ୍ଚିଦାନନ୍ଦ ଦଲାଲ
ଦେଖଣା
ସଚ୍ଚିଦାନନ୍ଦ ଦଲାଲ | |
---|---|
ବିଧାୟକ: ୧୦ମ, ୧୧ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୨୦୦୦ | |
ପୂର୍ବ ଅଧିକାରୀ | ସୁଜିତ କୁମାର ପାଢ଼ୀ |
ପର ଅଧିକାରୀ | ପ୍ରଦୀପ କୁମାର ଅମାତ |
ନିର୍ବାଚନ ମଣ୍ଡଳୀ | ବୌଦ୍ଧ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଅକ୍ଟୋବର ୧୯୪୧ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ଦଳ |
ଜୀବନ ସାଥୀ | ସ୍ନେହଲତା ଦଲାଲ |
ବାପା/ବୋଉ | ଦର୍ଶନୀ ଦଲାଲ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ସଚ୍ଚିଦାନନ୍ଦ ଦଲାଲ (ଜନ୍ମ: ୧ ଅକ୍ଟୋବର ୧୯୪୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୧୯୯୦, ୨୦୦୪, ୨୦୦୯, ୨୦୧୪ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବୌଦ୍ଧ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ସଚ୍ଚିଦାନନ୍ଦ ଦଲାଲ ୧୯୪୧ ମସିହାର ଅକ୍ଟୋବର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦର୍ଶନୀ ଦଲାଲ ଓ ପତ୍ନୀଙ୍କ ନାମ ସ୍ନେହଲତା ଦଲାଲ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ସଚ୍ଚିଦାନନ୍ଦ ଦଲାଲ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି ।[୧] ୧୯୯୮ ମସିହାରୁ ୨୦୦୦ ମସିହାଯାଏଁ ସେ ଓଡ଼ିଶା ବିଧାନ ସଭାରେ ବିରୋଧି ଦଳ ନେତା ଭାବରେ କାର୍ଯ୍ୟ କରିଥିଲେ ।[୨]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୯୦ | ୧୯୯୫ | ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା | ବୌଦ୍ଧ | ଜନତା ଦଳ |
୧୯୯୫ | ୨୦୦୦ | ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା | ବୌଦ୍ଧ | ଜନତା ଦଳ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Satchidananda Dalal". odishaassembly.nic.in. Odisha Assembly. Retrieved 7 May 2021.
- ↑ "୨ ଉପମୁଖ୍ୟମନ୍ତ୍ରୀ, ୫ ବିରୋଧୀ ଦଳ ନେତା | Sambad". ସମ୍ବାଦ. sambad.in. 24 January 2019. Archived from the original on 7 May 2021. Retrieved 7 May 2021.